Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ପୀଡ଼ିତାଙ୍କ ଘରେ ପହଞ୍ଚି ବିବୃତି ରେକର୍ଡ କଲା ସିବିଆଇ ଟିମ୍
କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି କୋଲକାତା ପୁଲିସ | ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ ଏକ ୧୫ ଜଣିଆ ଟିମ (ଏସଆଇଟି) ଗଠନ କରିଛି।…
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଏହି ରାଜନୈତିକ ହଲଚଲକୁ ଅଧିକ ତୀବ୍ର କରିଛି। ଚର୍ଚ୍ଚା ହେଉଛି, ଜେଏମଏମ୍ ଛାଡ଼ି ଆଜି ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ୍। ନିଜ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ…
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଶାସ୍ତି ଦେବେ ସୁପ୍ରିମକୋର୍ଟ
କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ମଙ୍ଗଳବାର ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଘଣ୍ଡପୀଠ ମାମଲାର ଶୁଣାଣି…
ସ୍ତ୍ରୀ ବାପଘରେ ଥିବା ବେଳେ ଜୀବନ ହାରିଦେଲେ ଏମ୍ସ ଡାକ୍ତର
ନୂଆଦିଲ୍ଲୀ: ଶଶୁର ଘରେ ଜୀବନ ହାରିଲେ ଦିଲ୍ଲୀର ଏମ୍ସ ଡାକ୍ତର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଡାକ୍ତର ଜଣକ ନ୍ୟୁରୋ ସର୍ଜନ ଥିଲେ। ବୟସ ୩୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି। ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଅନେକ…
ଦୁଇ ଘଣ୍ଟାରେ ରିପୋର୍ଟ ଦିଅ: ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାଜ୍ୟମାନଙ୍କରେ କାହିଁକି ବଢ଼ୁଛି ହିଂସାକାଣ୍ଡ । ଅପରାଧର ମାତ୍ରା କାହିଁକି କମୁନାହିଁ । ଏନେଇ ଏବେ ସତର୍କ ହୋଇଛି ଗୃହମନ୍ତ୍ରାଳୟ । ସବୁ ରାଜ୍ୟକୁ ଆଇନ କାନୁନ ସ୍ଥିତି ନେଇ ପ୍ରତି ଦୁଇ ଘଣ୍ଟାରେ ରିପୋର୍ଟ ଦେବାକୁ କହିଛି ଗୃହମନ୍ତ୍ରାଳୟ । କୋଲକାତାର ଆର.ଜି. କର ମେଡିକାଲ…
ଆଜିଠାରୁ ଗଡ଼ିବ ରାପିଡ ରେଳ
ରକ୍ଷାବନ୍ଧନ ଅବସରରେ ଆଜି ୧୮ ଅଗଷ୍ଟର ଦ୍ୱିପ୍ରହର ଦୁଇଟାରେ ରାପିଡ ରେଳ, ନମୋ ଭାରତ ଟ୍ରେନ ଗାଜିଆବାଦରୁ ମେରଠ ପର୍ଯ୍ୟନ୍ତ ଗଡିବ। ଜାତୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ଏହି ସୂଚନା ଜାରି କରିଛି। ନିଗମ କହିଛି ଯେ, ମେରଠ ସାଉଥ ଆରଆରଟିଏସ ଷ୍ଟେସନରୁ ରବିବାର ଦିନ ଯାତ୍ରୀ ଏନସିଆରରୁ ମେରଠ…
ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମହାରାଷ୍ଟ୍ରର ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପ କରିଡରକୁ ଅନୁମୋଦନ ଦେଇଛି। ୨୯ କିଲୋମିଟର ବିଶିଷ୍ଟ ଏହି କରିଡର ଥାନେ ସହରର ପଶ୍ଚିମ ପାର୍ଶ୍ୱରେ ୨୨ଟି ଷ୍ଟେସନ ସହିତ ଚାଲିବ । ଏହି…
ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍
ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ…
ଟ୍ରାକରୁ ଖସିଲା ଟ୍ରେନ୍
ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ୍ ଟ୍ରାକରୁ ଖସି ଯାଇଛି । କାନପୁର-ଭିମସେନ୍ ଷ୍ଟେସନ୍ ମଝିରେ ଘଟିଛି ଏହି ଅଘଟଣ। ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନି। ସମସ୍ତ ଯାତ୍ରୀ ଓ ଟ୍ରେନ୍ କର୍ମଚାରୀ…
ଜମ୍ମୁ-କାଶ୍ମୀର ଓ ହରିୟାଣା ପାଇଁ ବାଜିଲା ନିର୍ବାଚନୀ ବିଗୁଲ
ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ଓ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ…