Browsing Category

National

ଦେବଦୂତ ସାଜିଲେ ସେନା ଯବାନ

ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ…

ଇତିହାସରେ ଆଉ ଏକ ସଫଳତାର ନାଁ କଲା ଇସ୍ରୋ

ଦେଶର ପ୍ରଥମ ସୋଲାର ମିଶନ୍ Aaditya L1 ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟସ୍ଥ ଏଲ୧ ଲେଙ୍ଗ୍ରେଜିୟନ୍ ବିନ୍ଦୁ ବା ହେଲୋ ଅର୍ବିଟର ଚାରି ପାଖରେ ପ୍ରଥମ ରାଉଣ୍ଡ ପୂରଣ କରିଛି । ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଏହାକୁ ଲଞ୍ଚ କରା ଯାଇଥିବା ବେଳେ ଚଳିତବର୍ଷ ଜାନୁୟାରୀ ୬ ତାରିଖରେ ଏହାକୁ ହେଲୋ…

ସତସଙ୍ଗ କେନ୍ଦ୍ରରେ ଦଳା ଚକଟା , ମୃତ୍ୟୁ ସଂଖ୍ୟା ଶହେ ଟପିଲା

ୟୁପି ହାଥରସରେ ବଡ଼ ଅଘଟଣ। ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ…

ଛତିଶଗଡ଼ରେ ସୁରକ୍ଷାବାହିନୀର ଏନକାଉଣ୍ଟର

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଯୋରଦାର ଅପରେସନ । ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ 

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି

ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଓଡ଼ିଶାରେ ବିଜେପି ନିନ୍ଦା କରୁଛି । ହିନ୍ଦୁମାନଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଯେଉଁମାନେ…

ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ

ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ…

ଶସ୍ତା ହୋଇଗଲା LPG ସିଲିଣ୍ଡର ଦାମ୍

ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୪ ରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ମୋଦୀ ସରକାର ୩.୦ କାର୍ଯ୍ୟକାଳ ଆରମ୍ଭ ହେବା ପରେ ଏଲପିଜି ହାରରେ ଏହା ହେଉଛି ପ୍ରଥମ ପରିବର୍ତ୍ତନ । ଆଜି ଦିଲ୍ଲୀରେ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହୋଇଛି ।କୋଲକାତାରେ ଏହା ୩୧ ଟଙ୍କା ଏବଂ…

ନିୟମ ବଦଳାଇଲେ ସରକାର

ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।ତାମିଲନାଡୁ ନିଷେଧାଦେଶ (ସଂଶୋଧନ) ଅଧିନିୟମ ୨୦୨୪, ଯାହା ସରକାରଙ୍କ ଦ୍ୱାରା…

‘ମନ କି ବାତ୍’ର ୧୧୧ତମ ସଂସ୍କରଣ : ‘ମାଙ୍କ ନାଁରେ ଗଛଟିଏ ଲଗାଇବା’

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ର ୧୧୧ତମ ସଂସ୍କରଣ ଆଜି ପ୍ରସାରିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଥିଲେ । ଏହା ସହ ‘ମାଙ୍କ ନାଁରେ ଗଛଟିଏ ଲଗାଇବା’ ଅଭିଯାନର ଆରମ୍ଭ କରିଥିଲେ । ଏହାପରେ କେରଳ ଅଟ୍ଟାପଡିର…

ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…