Browsing Category

National

ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି

ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ  ଶୁଭ ଆଶୀର୍ବାଦ,  ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ  । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…

ଇସ୍ତଫା ଦେବେ କେଜ୍‌ରିଓ୍ବାଲ! 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ନେପାଳ ରାଜନୀତିରେ ବଡ ହଲଚଲ । ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଚଣ୍ଡ । ତେବେ ୧୯ ମାସ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବା ପରେ ହଠାତ୍ ପ୍ରଚଣ୍ଡ ସରକାରରେ ହଲଚଲ ଦେଖାଦେଇଥିଲା ।…

ନେପାଳରେ ଭୟଙ୍କର ଭୁସ୍ଖଳନ

ନେପାଳରେ ଭୟଙ୍କର ଭୁସ୍ଖଳନ । ନଦୀରେ ଭାସିଗଲା ବସ୍ । ଦୁଇଟି ବସ୍ ଭାସିଯାଇଛି । ବସ୍‌ରେ ଥିବା ୬୩ ଜଣ ଭାସିଯାଇଛନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ…

ରାଜନାଥ ସିଂହ ଅସୁସ୍ଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହଠାତ୍ ଖରାପ ହେବାରୁ ତାଙ୍କୁ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର…

ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଲା ସେନା

ଦୁଇ ଦିନ ପୂର୍ବେ ଜମ୍ମୁ କଶ୍ମିରର କାଠୁଆ ଜିଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ ଏବଂ ଅନ୍ୟ ୫ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ଅଧିକାରୀମାନେ ଘଟଣାଗୁଡ଼ିକୁ ଏକାଠି କରିବା ଆରମ୍ଭ କରିଛନ୍ତି। ଘାତ ଲଗାଇ ଆକ୍ରମଣ କରିବା ପରେ ଦୁଇ ଘଣ୍ଟାରୁ ଅଧିକ…

ରୁଷିଆରେ ମୋଦିଙ୍କୁ ମିଳିଲା “ସର୍ବୋଚ୍ଚ ସମ୍ମାନ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ଲାଗି…

ପୁଟିନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଦୀର୍ଘ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କରି ରୁଷ ଗସ୍ତରେ ଯାଇଛନ୍ତି। ୟୁରୋପ ସମେତ ଆମେରିକା ରୁଷିଆ ଉପରେ ଅନେକ କଠୋର କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଏହି କଟକଣାର କାରଣ ୟୁକ୍ରେନ ଉପରେ ଆକ୍ରମଣ ବୋଲି କୁହାଯାଉଛି। ଅନ୍ତିମ…

ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଆଜି ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ କଠୁଆ ଜିଲ୍ଲା ଅଧୀନ ଲୋହାଇ ମହ୍ଲାରର ବେଦନୋଟା ଗ୍ରାମରେ ଆଜି ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ…

ବହୁମତ ସାବ୍ୟସ୍ତ କଲେ ହେମନ୍ତ ସୋରେନ

ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟ ଶେଷ ହେବା ସହ ବହୁମତର ପ୍ରମାଣ ଦେଇଛନ୍ତି ହେମନ୍ତ ସୋରେନ । ହେମନ୍ତ ସୋରେନଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ ହେମନ୍ତ । ଫ୍ଲୋର…