Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
National
ଶେଷ ହେବ ମାଗଣା ଆଧାର ଅପଡେଟ
ଅନଲାଇନରେ ମାଗଣା ଆଧାର ଅପଡେଟର ଶେଷ ତାରିଖ ରହିଛି ୧୪ ଡିସେମ୍ବର । ଏହାପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ ଅପଡେଟ କରିବାକୁ ପଡିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ ଅପଡେଟ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ରହିଥିଲା ।…
ଡିସେମ୍ବର ୫ରେ ରିଲିଜ୍ ହେବ ‘ପୁଷ୍ପା-୨ ଦ ରୁଲ୍’
ଡିସେମ୍ବର ୫ରେ ରିଲିଜ୍ ହେବ ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’। ସାରା ଦେଶରେ ଏହି ଫିଳ୍ମକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି। ଆଡଭାନ୍ସ ବୁକିଂରେ ହିନ୍ଦୀ ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଭାରତୀୟ ସିନେମା ଜଗତରେ ନୂଆ କୀର୍ତ୍ତିମାନ ଯୋଡ଼ିଛି ଏହି…
ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ
ବିବାହ କରିବେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଚଳିତ ମାସରେ ହେବ ବିବାହ। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ବିବାହ ହେବ ବୋଲି ଜଣାପଡ଼ିଛି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର…
୧୦ ଦିନ ବିତିଲା : ସରକାର ଗଠନ ହୋଇପାରୁନି
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି।
ସିନ୍ଦେ କିଛି ବଡ଼ ଦାବି କରୁଥିବା ଚର୍ଚା ହେଉଛି ।…
ରାଜ୍ୟସଭା ଉପନିର୍ବାଚନ ପାଇଁ ଅଜିଠୁ ପ୍ରାଥିପତ୍ର ଦାଖଲ ଆରମ୍ଭ
ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ରାଜ୍ୟସଭା…
କାଲି ଯାଏ ମୁଲତବୀ ରହିବ ସଂସଦର ଶୀତକାଳୀନ ଅଧିବେଶନ
ଆଜି ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ ହୋଇଛି । ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଏବଂ ମଣିପୁର ପରିସ୍ଥିତିକୁ ବିରୋଧ କରି ନିଜର ବିରୋଧ ଜାରି ରଖିଥିଲେ । ଏକ ସପ୍ତାହ ଧରି ସଂସଦରେ ବିରୋଧୀଙ୍କ ଏପରି ବିଶୃଂଖଳା କାରଣରୁ ସଂସଦରେ କୈାଣସି କାର୍ଯ୍ୟ ହୋଇପାରିନାହିଁ ।…
‘ଦ ସାବରମତି ରିପୋର୍ଟ’ ଦେଖି ଭବାବିହ୍ଵଳ ହେଲେ ମୋଦି
ସଂସଦର ବାଲ୍ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍ଡିଏର ଏମ୍ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର…
ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ
ଆସନ୍ତା ବର୍ଷ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିବେ। ତେବେ ପୁଟିନଙ୍କ ଗସ୍ତ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ରୁଷିଆ ରାଷ୍ଟ୍ରପତି ଭାରତ ଆସୁଛନ୍ତି। ରୁଷିଆ ଦୂତାବାସ ଏହି ସୂଚନା ଦେଇଛି।…
ହାଇଦ୍ରାବାଦସ୍ଥିତ ଗଚିବୋଭଲି ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତାଙ୍କ ମୃତଦେହ ମିଳିଛି
ହାଇଦ୍ରାବାଦରେ ବସବାସ କରୁଥିବା କନ୍ନଡ଼ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଗଚିବୋଭଲିର ଶ୍ରୀରାମ କଲୋନିର ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି।…
ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ – ମୋହନ ଭାଗବତ
ସାରା ଦେଶରେ ଜନଗଣନା, ଜାତିଗତ ଜନଗଣନାକୁ ନେଇ ବିରୋଧୀ ସବୁବେଳେ ପ୍ରସଙ୍ଗ କରି ଆସୁଛନ୍ତି, ଏବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏହି ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।
ନାଗପୁରରେ…