Trending
- ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
Browsing Category
National
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର, ବିକ୍ଷୋଭ…
ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଡାକ୍ତର। ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ହେଲେ ସୁପ୍ରିମକୋର୍ଟଙ୍କ…
ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା : ମଙ୍ଗଳବାର ନୂଆ ରିପୋର୍ଟ ଦାଖଲ କରିବ ସିବିଆଇ
କୋଲକାତାର ଆରଜି କର ମେଡିକାଲ୍ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଆସନ୍ତା ମଙ୍ଗଳବାର ଦିନ ଏକ ନୂତନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ସିବିଆଇ ପକ୍ଷରୁ ଭାରତର ସଲିସିଟର ଜେନେରାଲ ତୁଷାର…
ମଗଧ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ
ରବିବାର ଦିନ ବିହାରର ବକ୍ସର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ହଠାତ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
…
ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ
ୟୁପିର ୧୦ଟି ଆସନରେ ଉପନିର୍ବାଚନ ହେବ । ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ । ତେବେ ସପା ଏଥିପାଇଁ ରାଜି ନାହିଁ । ପ୍ରିୟଙ୍କା ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ । ୪ରୁ…
କାର୍ଗିଲ ଯୁଦ୍ଧ ପାକ୍ ସେନାର ବଡ଼ ବୟାନ
୧୯୯୯ରେ ଭାରତ ବିରୋଧରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ନିଜର ସମ୍ପୃକ୍ତିକୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛି । ରାୱଲପିଣ୍ଡିରେ ଦେଶର ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର…
ଅଗ୍ନି-୪ର ହେଲା ସଫଳ ଉତକ୍ଷେପଣ
ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ର ବିବୃତି ଅନୁଯାୟୀ, ଏହାକୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଉତକ୍ଷେପଣ କରାଯାଇଛି । ଏହି ଉତକ୍ଷେପଣ ଏହାର ପରିଚାଳନାଗତ ଏବଂ…
ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଭାରତର ଧନୀ ମହିଳା ସାବିତ୍ରୀ
ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ଵାଧୀନ ଭାବେ…
ସିକ୍କିମରେ ସଡକ ଦୁର୍ଘଟଣା
ସିକ୍କିମରେ ବଡ ଧରଣର ସଡକ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନାଗାଡି । ଅକାଳରେ ଚାଲିଗଲା 4 ଯବାନଙ୍କ ଜୀବନ । ଗୁରୁବାର ପାକୟୋଙ୍ଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ପରିଚୟ ମିଳିଛି । ପଶ୍ଚିମବଙ୍ଗର ପେଡୋଙ୍ଗରୁ ଜୁଲୁକ ଯାଉଥିବା ବେଳେ ସେନାଗାଡି ଘାଟିରୁ ତଳକୁ…
ସୁରକ୍ଷାବାହିନୀକୁ ବଡ ସଫଳତା
ସୁରକ୍ଷାବାହିନୀଙ୍କ ଗୁଳିମାଡରେ ଟଳିପଡିଲେ ନକ୍ସଲ । ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲାରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ 6ଜଣ ନକ୍ସଲ ଟଳିପଡିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା…
ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଥିବା ଜଣାପଡିଛି। ଆଜି ( ଗୁରୁବାର) ସିଙ୍ଗାପୁର ପାର୍ଲାମେଣ୍ଟରେ ମୋଦୀଙ୍କ ସରକାରୀ ଭାବେ ସ୍ଵାଗି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହାପରେ ସେ…