Browsing Category

National

ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି

ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଆସିବେ। ଆସନ୍ତା ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଭାନ୍ସ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ…

ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ

ମହାରାଷ୍ଟ୍ରର ଏକ ମ୍ୟୁନିସିପାଲିଟିର ସାଇନବୋର୍ଡରେ ଉର୍ଦ୍ଦୁ ଭାଷା ବ୍ୟବହାରକୁ ବିରୋଧ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି, ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ ଏବଂ ଭାରତର ଭାଷାଗତ ବିବିଧତାକୁ ପ୍ରଶଂସା କରାଯିବା ଉଚିତ।…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ

ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ…

କଂଗ୍ରେସ କାହିଁକି ଜଣେ ମୁସଲମାନ ସଭାପତିଙ୍କ ନାମ ଘୋଷଣା କରୁନାହିଁ – ମୋଦୀ

ଵକଫ୍ (ସଂଶୋଧନ) ଆଇନ ବିରୋଧରେ କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ କେବଳ ମୁସଲମାନ ମୌଳବାଦୀମାନଙ୍କୁ ସନ୍ତୁଷ୍ଟ କରିଛି ଏବଂ ନୂଆ ଆଇନକୁ ବିରୋଧ କରିବା ଏହା ପ୍ରମାଣିତ କରୁଛି। କଂଗ୍ରେସ କାହିଁକି ଜଣେ…

ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର ଦାୟିତ୍ୱ ତାଙ୍କୁ …

ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ମାଛଧରା ଉପରେ କଟକଣା

ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ବଳବତ୍ତର ରହିବ। ବଡ଼ ପରିମାଣର ମାଛ ଧରିବା କାର୍ଯ୍ୟ ବନ୍ଦ…

ମୁର୍ଶିଦାବାଦ ଦଙ୍ଗା – ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି…

ଓ୍ବାକଫ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ଘଟଣା ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଗୁଇନ୍ଦା ଏଜେନ୍ସି। ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି ଭଳି ରଣନୀତି ବ୍ୟବହାର କରୁଛନ୍ତି ବୋଲି ଏଜେନ୍ସିମାନେ…

ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ବାରାଣସୀର ବିକାଶ ଏକ ନୂତନ ଗତି ହାସଲ…

ସଂସଦୀୟ କ୍ଷେତ୍ର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସଂସଦୀୟ କ୍ଷେତ୍ର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଯାଇ ପହଞ୍ଚିଛନ୍ତି। ଏଥରକୁ ଲଗାଇ ଏହା ମୋଦୀଙ୍କର ୫୦ତମ ଗସ୍ତ।  ସେଠାରେ ମୋଦୀଙ୍କୁ ଜଣେ ୧୯ ବର୍ଷୀୟା ମହିଳାଙ୍କ ଗଣଦୁଷ୍କର୍ମ ବିଷୟରେ ସୂଚନା ଦେବା ପରେ ସେ ତୁରନ୍ତ କାର୍ଯ୍ୟାନୁ‌ଷ୍ଠାନ ପାଇଁ ନିର୍ଦ୍ଦେଶ…

୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା

୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । ଆତଙ୍କୀ ଠାରୁ ସମସ୍ତ ଆତଙ୍କବାଦୀ ନେଟୱାର୍କ ସମ୍ପର୍କିତ ତଥ୍ୟ କାଢିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯିବା ପରେ…