Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Browsing Category
Market
All market-related news and information will update here
ସିଙ୍ଗାପୁରରୁ ନିବେଶ ଲୋଡ଼ିଲେ ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ସିଙ୍ଗାପୁରର ସହଯୋଗ ଲୋଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗୁରୁବାର ଲୋକସେବା ଭବନରେ ସିଙ୍ଗାପୁରର ହାଇକମିସନର ସାଇମନ୍ ୱାଙ୍ଗ୍ଙ୍କ ସହ ସେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ପୁଞ୍ଜିନିବେଶ…
ବଜାରରେ ରୟାଲ ଏନ୍ଫିଲ୍ଡର ଗରିଲା ୪୫୦
ଦେଶର ପ୍ରମୁଖ ପ୍ରିମିୟମ ବାଇକ୍ ତଥା ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ୍ ‘ରୟାଲ ଏନ୍ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ପ୍ରିମିୟମ ମଡର୍ନ ରୋଡ୍ଷ୍ଟର ‘ରୟାଲ ଏନ୍ଫିଲ୍ଡ ଗରିଲା୪୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଠିକ୍ ଭାବେ…
ଶେୟାର ବଜାର କାରବାରରେ ବୃଦ୍ଧି
ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିବାରୁ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା (ସର୍ବୋଚ୍ଚ ସ୍ତରର କାରବାର) ସହ ନୂତନ ରେକର୍ଡ ହାସଲ କରିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟ ନୂତନ ରେକର୍ଡ ସହ…
ଏଣିକି ସମାନ ମୂଲ୍ୟରେ କ୍ରୟ କରିବେ ସୁନା
ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ ପୁରା ଦେଶରେ ସୁନା ଦର ଏକସମାନ ହୋଇଯିବ। ଅର୍ଥାତ ତୁମେ ସୁନା ଦିଲ୍ଲୀରେ କିଣ ନଚେତ ଡେରାଡୁନରେ କିଣ,…
ଆସିଲା ଓପୋର ନୂଆ ରେନୋ ୧୨ ସିରିଜ
ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଫୋନ୍ଗୁଡ଼ିକର ଉପଲବ୍ଧତାକୁ ତ୍ୱରାନ୍ବିତ କରିବା ପାଇଁ ବ୍ରାଣ୍ଡ୍ର ଏହା ପ୍ରଥମ…
ଲାଭାର ନୂତନ ଉତ୍ପାଦ
ଲାଭା ବ୍ଲେଜ୍ ଏକ୍ସ’ର ସର୍ବଭାରତୀୟ ଉନ୍ମୋଚନ (ଲଞ୍ଚିଂ) ନିକଟରେ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲ ସ୍ମାର୍ଟଫୋନ ସେଗ୍ମେଣ୍ଟ୍ର ପ୍ରଥମ କର୍ଭଡ ଆମୋଲେଡ୍ ଡିସ୍ପ୍ଲେ ସହ ଆସୁଛି। ବିଶେଷକରି ଏହା ଦୁଇଟି ଆକର୍ଷଣୀୟ ରଙ୍ଗ ଷ୍ଟାରଲାଇଟ୍ ପର୍ପଲ ଓ ଟାଇଟାନିୟମ ଗ୍ରେ’…
ଆସନ୍ତା ୨୫ ତାରିଖରେ ବଜେଟ୍ ଉପସ୍ଥାପନ ହେବ – ମୁଖ୍ୟମନ୍ତ୍ରୀ ମୋହନ ମାଝି
ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା,…
ସାମସଙ୍ଗର ନୂଆ ଫ୍ଲିପ ଫୋନ ଲଞ୍ଚ କଲା
ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ସାମସଙ୍ଗ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି…
ଇଲେକ୍ଟ୍ରିକ କାର୍ ଲଞ୍ଚ୍ କରିବ ଟାଟା ମୋଟର୍ସ
ଲଗାତାର ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ଯାନ ଉପରେ ଫୋକସ କରୁଛି । କମ୍ପାନିର ପୋର୍ଟଫୋଲିଓରେ ପୂର୍ବରୁ ୪ଟି ଇଲେକ୍ଟ୍ରିକ୍ କାର୍ ଥିବା ବେଳେ ଏବେ କମ୍ପାନି ଆଉ ଏକ ଇଲେକ୍ଟ୍ରିକ୍ କାର୍ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ନାମ ରହିଛି କର୍ଭ । ଟାଟା ମୋଟର୍ସ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ…
ଏଫ୍ଏସ୍ଏସ୍ଏଆଇ ନୂଆ ନିୟମ ଆଣିବ
ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍ ଫ୍ୟାଟ୍ ବିଷୟରେ…