Trending
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
Browsing Category
Market
All market-related news and information will update here
ଷ୍ଟେସନ ବାହାରେ ମିଳିବ ଶସ୍ତା ଚାଉଳ- ଅଟା
ସୋସିଆଲ ମିଡ଼ିଆରେ କେତେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିଲେ କିଛି ମହିଳା ମୁମ୍ବାଇ ଲୋକାଲ ଟ୍ରେନରେ ସିଟ୍ ଉପରେ ବସି ପନିପରିବା କାଟୁଛନ୍ତି। ବାସ୍ତବରେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଭଳି ସହରରେ ଲୋକଙ୍କ ପାଖରେ ସମୟ ବହୁତ କମ୍ ଥାଏ। ସେମାନଙ୍କୁ ଘରୁ ଅଫିସ ଏବଂ ଯାତ୍ରା…
ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହ
ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହ୍ରାସ ସଙ୍କେତ ଦେବା ପରେ ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଗୁରୁବାର ୫୪୦ ପଏଣ୍ଟ ବୃଦ୍ଧି ପାଇ ୭୨,୬୪୧ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୭୨ ପଏଣ୍ଟ…
ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆଟାକର ବଢ଼ୁଛି ବିପଦ
ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବଢ଼ିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି । ଏହି ସତର୍କତା ସହିତ ସାଇବର ସୁରକ୍ଷାକୁ ସୁଦୃଢ଼଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି ।
ଚେତାବନୀ ସହିତ ଦିଆଯାଇଛି ପରାମର୍ଶ :-
ମନି…
ଶେୟାର ବଜାରରେ ଉତ୍ସାହ
ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ…
ସେୟାର ମୂଲ୍ୟ ହ୍ରାସ
ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୬୧୭ ପଏଣ୍ଟ ହ୍ରାସ ପାଇ ୭୩,୫୦୨ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୩.୧୫ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ୍ ବଜାରରେ ପଞ୍ଜୀକୃତ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ…
ପୁଣି ବଢିପାରେ ପିଆଜ ଦର
ପିଆଜ ଦର କିଛି ସମୟ ପାଇଁ ସ୍ଥିର ଥିବାବେଳେ ରସୁଣ ଦର ବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଉଛି। ତେବେ ଗତ ସପ୍ତାହରୁ ପିଆଜ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମାଣ୍ଡିରେ ପିଆଜ ହାରରେ ବୃଦ୍ଧି ଦେଖିବାକୁ ମିଳିଛି। କିଲୋ ପିଛା ୧୬-୨୪ ଟଙ୍କା ମଧ୍ୟରେ ଉପଲବ୍ଧ ପିଆଜ ଏହି…
ସେନ୍ସେକ୍ସରେ ୭୯୦ ପଏଣ୍ଟ ହ୍ରାସ
ବମ୍ବେ ଷ୍ଟକ ବଜାର କାରବାର ଲାଗି ବୁଧବାର ଖରାପ ଦିନ ସାବ୍ୟସ୍ତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବା କାରଣରୁ ଏହାର ସୂଚୀ ସେନ୍ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ଏହି ଝଡ଼ରେ ଗୋଟିଏ ଦିନରେ ୬ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର…
ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ
ଭାରତୀୟ ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିବା ବିଦେଶୀ ନିବେଶକମାନେ ଫେବ୍ରୁଆରି ମାସର ପ୍ରଥମ ୧୫ ଦିନରେ ନିଟ୍ ୩୭୭୬ କୋଟି ଟଙ୍କାର ଇକ୍ବିଟି ବିକ୍ରି କରିଛନ୍ତି। ଏହାଫଳରେ ୨୦୨୪ରେ ବିଦେଶୀ ନିବେଶକମାନେ ୨୯,୫୨୦ କୋଟି ଟଙ୍କାର ନିବେଶ ରାଶି ଭାରତୀୟ ବଜାରରୁ ଉଠାଇ ନେଇ ସାରିଲେଣି।…
୩ ଦିନ ବନ୍ଦ ରହିବ ଶେୟାର ବଜାର
ଆଜି ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ଦିନ ଷ୍ଟକ୍ ବଜାର ବନ୍ଦ ରହିବ । ଏହା ସହ ମଲ୍ଟି କମୋଡିଟି ମାର୍କେଟ ବି ଉଭୟ ଅଧିବେଶନ ପାଇଁ ବନ୍ଦ ରହିବ । ଆଜି ଗଣତନ୍ତ୍ର ଦିବସ, ଜାନୁଆରୀ ୨୭ ଓ ୨୮ ଶନିବାର ଓ ରବିବାର କାରଣରୁ ଶେୟାର ବଜାର ସୋମବାର ଖୋଲିବ । ତେବେ ଚଳିତ ବର୍ଷ ୫୨…
ଭଡ଼ାରେ ମିଳିବ ଲାପଟପ୍ ଓ ଫୋନ୍
ନୂଆ ଫୋନ୍ କିମ୍ବା ଲାପଟପ୍ କିଣିବାକୁ ଚାହୁଁଛନ୍ତି କି? ତେଣୁ ବର୍ତ୍ତମାନ କିଣିବା ପୂର୍ବରୁ, ରିଲାଏନ୍ସ ଜିଓର ଏକ ଚୁକ୍ତି ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ହଜାରେ ଟଙ୍କା ସଞ୍ଚୟ କରିପାରିବ। ପ୍ରକୃତରେ, ରିଚାର୍ଜ ପ୍ଲାନ୍ର ସୁବିଧା ବ୍ୟତୀତ ଲାପଟପ୍ ଏବଂ ଫୋନ୍ ଗୁଡିକ ପ୍ରସିଦ୍ଧ ଟେଲିକମ୍…