Browsing Category

Lifestyle

All lifestyle-related news will be uploaded here

ଲୁଣ ଖାଉଛନ୍ତି କି?

ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଭୟଙ୍କର ରୋଗ। ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ…

ଲେମ୍ବୁର ଉପକାରିତା

ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା କାର୍ଯ୍ୟରେ ହୋଇଥାଏ। ଲେମ୍ବୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ…

ଟେନ୍‌ସନ୍‌ରେ ରହୁଛନ୍ତି କି?

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ଉନ୍ନତ ଜୀବନଶୈଳୀ ଅନୁସରଣ କରନ୍ତି, ତେବେ ତାଙ୍କର ହୃତ୍‌ପିଣ୍ଡ ଠିକ୍‌ ଭାବରେ କାର୍ଯ୍ୟ କରିବାର ସମ୍ଭାବନା…

ଆଜି ବିଶ୍ବ ହୃତ୍‌ପିଣ୍ଡ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ବତ୍ର ‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ ପାଳନ କରାଯାଇ ଆସୁଛି। ବିଭିନ୍ନ ପ୍ରକାର ହୃତ୍‌ପିଣ୍ଡ ଜନିତ ରୋଗ ବାବଦରେ ସଚେତନତା ସୃଷ୍ଟି ସହ ହୃଦ୍‌ଘାତ ପରି ପ୍ରାଣାନ୍ତକ ପରିସ୍ଥିତିକୁ ଦୂରେଇ ଦେବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ଓ…

ଦହି ସ୍ବାସ୍ଥ୍ୟ ପାଇଁ ଉପଯୋଗୀ

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ। ଦହିରେ କ୍ୟାଲ୍‌ସିୟମ୍‌ ଥିବାରୁ ଏହା ଅସ୍ଥି ଓ…

ଓଜନ ହ୍ରାସ କରେ ବାଦାମ ତେଲ

ବାଦାମ ଭଳି ଏହାର ତେଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବାଦାମ ତେଲରେ ପାଦର ମାଲିଶ କରିବାରେ ଅନେକ ଲାଭ ମିଳିଥାଏ। ଏଥିରେ ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ କରିଥାଏ ଏବଂ ହାନିକାରକ ତତ୍ତ୍ୱ ବାହାରକୁ ବାହାର କରିଥାଏ। ଯେଉଁଥିରେ ଓଜନ କମ ହୋଇଥାଏ। ଏହା ବ୍ୟତୀତ ବାଦାମର ତେଳ ଥକାପଣକୁ ଦୂର…

କଲରା ହେଉଛି ଭିଟାମିନର ଭଣ୍ଡାର

ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରା ହେଉଛି ଭିଟାମିନର ଭଣ୍ଡାର । ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରାରେ ଜିଙ୍କ, ଭିଟାମିନ୍ ସି, ପୋଟାସିୟମ୍, ଆଇରନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ…

ଚା’ ପିଉଛନ୍ତି କି? 

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ…

ହାଇ ହିଲ୍‌ସ ପିନ୍ଧୁଛନ୍ତି କି ?ହୋଇଯାନ୍ତୁ ସାବଧାନ !

ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ ହିଁ ହେଲେ ନୂଆ ଫେଶନର ପ୍ରବର୍ତ୍ତକ। ଆମେ ତାଙ୍କୁ ‘ସେଲିବ୍ରିଟି’ ବୋଲି…

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ… ଲେମ୍ବୁରସ ଏବଂ ମହୁ ପ୍ୟାକ୍‌ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍‌ ସାହାଯ୍ୟ…