Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Lifestyle
All lifestyle-related news will be uploaded here
ଚାକିରି ଚାଲିଯାଇଥିଲେ ନିଅନ୍ତୁନି ଟେନସନ
ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଘରେ ଗୋଟିଏ ମାସ କିମ୍ବା ବେଳେବେଳେ ଏପରିକି ଅନେକ ମାସ ରହିବାକୁ ପଡିଥାଏ। ବେଳେବେଳେ ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ ଏହା ଜଣେ ବ୍ୟକ୍ତିଙ୍କୁ ନିରାଶ ଏବଂ ଆର୍ଥିକ…
କଲରାର ଉପକାରିତା
କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ ଅନେକ ଜାଣନ୍ତି। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାଣ ଅନେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ…
ଖାଆନ୍ତୁ ଗଜା ମୁଗ
ଯଦି ଆପଣ ମୁଗ ଡାଲିକୁ ଭିଜାଇ ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତି ତେବେ ଏଥିରେ କେବଳ ଓଜନ କମିବନି ବରଂ ଅନେକ ରୋଗ ଦୂର ହେବ। ସକାଳ ସମୟରେ ପ୍ରତିଦିନ ଗୋଟିଏ ଗିନା ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ନିରୋଗ ରହିବ। ଆସନ୍ତୁ ଜାଣିବା ଭିଜାଯାଇଥିବା ମୁଗ ଡାଲିର ସେବନ କରିବାରେ ଆପଣଙ୍କୁ…
ସେଲ୍ଫ କନଫିଡେନ୍ସ କିପରି ବଢେଇବେ
ଅନେକ ବ୍ୟକ୍ତିଙ୍କ ପାଇଁ ଖୁସି ରହିବାର ସିକ୍ରେଟ୍ ହେଉଛି ଆତ୍ମବିଶ୍ୱାସ । ଆତ୍ମବିଶ୍ୱାସର ଅଭାବ ଦ୍ୱାରା ବ୍ୟକ୍ତି ନିଜକୁ ଅନ୍ୟଠାରୁ ଦୁର୍ବଳ ଭାବିଥାଏ । ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆଣିଥାଏ । ଏହା ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ନିଜ…
ଡିନର କରିବାର ଠିକ୍ ସମୟ କେତେବେଳେ, ଯାହାଦ୍ଵାରା ନିୟନ୍ତ୍ରଣ ରହିବ ଓଜନ
ଆପଣମାେନ ତ ଜାଣଇଥିେବ ଯେ ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ରାତିର ଡିନର ହେଉ କରିବାର ଏକ ସଠିକ୍ ସମୟ ରହିଥାଏ । ଯାହା ଫଳରେ ଆପଣ ଫିଟ ରହିଥାନ୍ତି ଏବଂ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇନଥାଏ । ବିଶେଷକରି ଲୋକମାନେ ଡିନର ବହୁତ ବିଳମ୍ବ କରନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ…
ସାବଧାନ ! ଟାଇଟ୍ ଡ୍ରେସ ପିନ୍ଧିଲେ
ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା ମ୍ୟାଚିଂ କରିବା ସହ ଆକର୍ଷଣୀୟ ଲାଗିଥାଏ । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଷ୍ଟାଇଲିସ୍ ଚକ୍କରରେ ଆପଣଙ୍କର ଶରୀରର କଣ କ୍ଷତି ଘଟୁଛି ।…
ନୂଆ ଜାଗାରେ ଜବ୍
ନୂଆ ଜବ୍ ପାଇଁ ହେଉ ଅବା ଟ୍ରାନ୍ସଫର ହେଲେ କିମ୍ବା ଜବ୍ ପରିବର୍ତ୍ତନ କରୁଥିଲେ, ନୂଆ ସ୍ଥାନକୁ ଯିବାକୁ ହୋଇଥାଏ। ହେଲେ ପ୍ରାରମ୍ଭିକ ସମୟରେ ଏକ ନୂଆ ସହରରେ ଆଡ୍ଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍ ନୁହେଁ …
କିପରି ନେବେ ଘର: ଜବ୍ ପାଇଁ କୌଣସି ନୂଆ ସ୍ଥାନକୁ ଯିବାକୁ ହେଲେ ପ୍ରଥମେ…
ପାପୁଲି ରେଖା
କୁହାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାପୁଲିରେ ଥିବା ଏହି ଭାଗ୍ୟଶାଳୀ ଚିହ୍ନ ଗରିବ ଲୋକଙ୍କୁ ମଧ୍ୟ ଧନୀ କରିପାରେ। କିନ୍ତୁ ଆପଣ ଜାଣନ୍ତି କି ଭାଗ୍ୟଶାଳୀ ଚିହ୍ନ ପରି ପାପୁଲିରେ ମଧ୍ୟ ଅଶୁଭ ଚିହ୍ନ ଅଛି। ଏହି ଉଦ୍ବେଗଜନକ ଚିହ୍ନଗୁଡ଼ିକ ଯେକୌଣସି ବ୍ୟକ୍ତିଙ୍କୁ ବିନାଶର ସମ୍ମୁଖୀନ କରିପାରେ।…
ଚମକିବ ପୁରୁଣା ଗହଣା
ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଆଜି…
ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ଡ୍ରିଙ୍କ
ଆପଣ ଏପରି ହର୍ବାଲ ଡ୍ରିଙ୍କ ବିଷୟରେ ଜାଣିଛନ୍ତି କି, ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ଅତ୍ୟନ୍ତ ସାହାଯ୍ୟ କରିବ? ଏରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବା ପାଇଁ ଏହିନେଚୁରାଲ ଡ୍ରିଙ୍କ ଲାଭଦାୟକ ହେବ। ଆସନ୍ତୁ ଏହି ଡ୍ରିଙ୍କକୁ ଡାଏଟ ପ୍ଲାନରେ ସାମିଲ କରିବା ବିଷୟରେ…