Trending
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
Browsing Category
Lifestyle
All lifestyle-related news will be uploaded here
ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ
ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ । ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ । ସେହି ପ୍ରେମ ପାଇଁ ବର୍ଷରେ ଗୋଟିଏ ସପ୍ତାହଟ୍ଟ ପ୍ରେମ ସପ୍ତାହ । ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ ।
ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ହେଲେ ଏଇ ୭ ଦିନ ଧରି ପ୍ରେମ ଆକାଶର ନୀଳ…
ବାଦାମ ଏବଂ କିସମିସ୍ BP ନିୟନ୍ତ୍ରଣ କରେ
ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଅଧିକାଂଶ ଲୋକ ଡ୍ରାଏ ଫ୍ରୁଟ୍ସ ଖାଆନ୍ତି । ଡ୍ରାଏ ଫ୍ରୁଟ୍ସ ପ୍ରକୃତିରେ ଗରମ ତେଣୁ ଏହାକୁ ପାଣିରେ ଭିଜାଇବା ପରେ ଖାଇବା ପରାମର୍ଶ ଦିଆଯାଇଥାଏ । ଲୋକମାନେ କିସମିସ୍ ଏବଂ ବାଦାମକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଆନ୍ତି । ବାଦାମ ଖାଇବା ଦ୍ୱାରା…
ଦିନକୁ କେତେ ଥର ଖାଇବା ଶରୀର ପାଇଁ କେତେ ଠିକ୍,
ଆମ ଦେଶରେ ପ୍ରାୟ ସମସ୍ତ ଘରେ ଖାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ଏକ ସାଧାରଣ ଭାରତୀୟ ପରିବାରରେ ଦିନକୁ ଦୁଇରୁ ତିନିଥର ଭାତ ଓ ରୁଟି ଖାଆନ୍ତି। ଚା' ଏବଂ ଜଳଖିଆ କେତେ ଥର ଖାଉ, ତାହାର କୌଣସି ହିସାବ ନଥାଏ। ହେଲେ ଦିନକୁ ଏତେ ଥର ଖାଇବା ଶରୀର…
ଅଧିକ ଲୁଣ ପେଟ କ୍ୟାନସର ର କାରଣ
ଲୁଣ ବିନା ଖାଦ୍ୟର ସ୍ୱାଦ ଅଧୁରା। ବିନା ଲୁଣରେ ଫିକା ଲାଗେ ଖାଦ୍ୟ। ତେବେ ଲୁଣ ଅଧିକ ହେଲେ ବି ବିଗିଡିଯାଏ ସ୍ୱାଦ। ଅଧିକାଂଶ ଲୋକେ ଖାଦ୍ୟରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ହୋଇପାରେ ହାନିକାରକ। ଅଧିକ ଲୁଣ ଖାଇଲେ ରକ୍ତଚାପ ବଢ଼ିବା ସହ ପୋଟ କ୍ୟାନସର ଭଳି ସାଙ୍ଘାତିକ ରୋଗ…
ଆଜି ବିଶ୍ବ ଦୟା ଦିବସ
ଦୟା ଏକ ମହାନ୍ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ କରାଯାଏ। ୧୯୮୮ରୁ ଏହି ଦିବସ ପାଳନ କରାଯାଉଛି। ଏହାକୁ ବିଶ୍ୱ ଦୟା କିମ୍ବା ସହୃଦୟତା ଆନ୍ଦୋଳନର ଏକ ଅଂଶ ବୋଲି କୁହାଯାଏ। ତେବେ ଏହି ବର୍ଷର…
ଜାଣନ୍ତୁ କିପରି ପେଟ ସମସ୍ୟା ଦୂର କରିବ ପିଜୁଳି ?
ପିଜୁଳି ସବୁ ଋତୁରେ ମିଳିଥାଏ ଏହା ଫଳ ବଜାରରେ ବହୁଳ ଭାବରେ ବିକ୍ରି ହେଉଛି । ଲୋକମାନେ ଏହାର ମିଠା ଏବଂ ଖଟା ସ୍ୱାଦକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଫଳ ପେଟ ପାଇଁ ବହୁତ ଲାଭଦାୟକ ଅଟେ । ପିଜୁଳି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ…
ଆଜି ହେଉଛି ଧନତେରାସ: ସୁନା ଦୋକାନାରେ ଗହଳି
ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି ତାହା ଲୋକଙ୍କୁ ହତାସ କରିଦେଇଛି। କାରଣ ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୧୭ ହଜାର ଟଙ୍କା ଅଧିକ ରହିଛି।…
ଶୀତଦିନେ ଭିଟାମିନ-D ଶରୀର ପାଇଁ କାହିଁକି ଜରୁରୀ ?
ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପୋଷକ ତତ୍ତ୍ୱ ଆବଶ୍ୟକ । ବିଶେଷକରି ଥଣ୍ଡା ପାଗରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ଶୀତଦିନେ ଶରୀରରେ ଅନେକ ଜରୁରୀ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ । ବିଶେଷକରି ଭିଟାମିନ୍ ଡି କମିବା ଆରମ୍ଭ କରେ ଯାହା ସମଗ୍ର ଶରୀର ଉପରେ…
ଆରମ୍ଭ ହେଲା ଧର୍ମ ମାସ, , ଭୁଲରେ କରନ୍ତୁ ନାହିଁ ଏହି କାମ
କାର୍ତ୍ତିକ ମାସର ଆରମ୍ଭ ୧୭ ଅକ୍ଟୋବର ସନ୍ଧ୍ୟା ୪ଟା ୫୬ ମିନିଟ୍ରେ କାର୍ତ୍ତିକ ମାସ କୃଷ୍ଣ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । କାର୍ତ୍ତିକ ମାସ ୧୫ ନଭେମ୍ବରରେ ଶେଷ ହେବ । ସଠିକ୍ ନିୟମ ଅନୁସାରେ କାର୍ତ୍ତିକ ମାସରେ ପୂଜାପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଧନ,ସୁଖସମୃଦ୍ଧି ବୃଦ୍ଧି…
ଚକୋଲେଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ
ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି…