Browsing Category

Lifestyle

All lifestyle-related news will be uploaded here

ପ୍ରତିଦିନ ଏହି ବ୍ୟାୟମ କରନ୍ତୁ , କମିବ ପେଟ

ଯଦି ଆପଣଙ୍କର ପେଟ ଅତ୍ୟଧିକ ବାହାରିଛି ଏବଂ ଶରୀରର ମାସ ଇଣ୍ଡେକ୍ସ ଅଧିକ ଅଛି, ତେବେ ଏହାକୁ ଯଥାଶୀଘ୍ର ହ୍ରାସ କରନ୍ତୁ। ଗବେଷଣା ଏବଂ ଡାକ୍ତରମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହା ରୋଗର ଏକ କାରଣ। ମୋଟାପା ଆପଣଙ୍କର ଷ୍ଟାମିନା, ବ୍ୟକ୍ତିତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।…

 ଆଜି ମାଣ୍ଡିଆ ଦିବସ

ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ 'ମାଣ୍ଡିଆ ଦିବସ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ମାଣ୍ଡିଆ ଆମ…

ପତଳା ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁବେଳେ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ

ଯେତେବେଳେ ବି ପୋଷାକ କଥା ଉଠେ ତାହାର ରଙ୍ଗ ଏବଂ ଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରାୟତଃ ଦେଖାଯାଏ ଏପରି କିଛି ରଙ୍ଗ ଅଛି ସେହି ରଙ୍ଗରର ପୋଷାକ ପିନ୍ଧିବା ଦ୍ବାରା ସେ ମହିଳା ହୁଅନ୍ତୁ ଅବା ପୁରୁଷ  ଫିଟ ଏବଂ ସ୍ମାର୍ଟ ଦେଖାଯାଇଥାଆନ୍ତି। ପୋଷାକ ରଙ୍ଗ କେବଳ ଆପଣଙ୍କୁ…

କେତେ ସମୟ ଫୋନ ଦେଖିବେ, ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର କରୁଛନ୍ତି କି?

ଆପଣ ଯଦି ଶୋଇବା ପୂର୍ବରୁ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ଖବରକୁ ପଢ଼ନ୍ତୁ । ଆପଣଙ୍କ ପାଇଁ କେତେ ବିପଦ ଜାଣନ୍ତୁ । କଣ କରିବେ କଣ କରିବେ ନାହିଁ ଆପଣଙ୍କ ପରିବାର ଲୋକଙ୍କୁ ବୁଝାନ୍ତୁ । ଆପଣ ଜାଣନ୍ତି ଆଜିକାଲି ପାଗଳ କରୁଛି ସୋସିଆଲ ମିଡିଆ । ଆଜିକାଲିର ଯୁବପିଢ଼ିମାନଙ୍କ ପାଇଁ ସୋସିଆଲ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ ଓ ତେନ୍ତୁଳିରେ ତିଆରି  ରସମ

ଆଜିକାଲି ସମୟରେ ପ୍ରତିଦିନ ନୂଆ ରୋଗ ବାହାରୁଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଲୋକେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ସୁଖାଦ୍ୟ ଖାଇବା ହେଉଛି ଅନ୍ୟତମ ଉପାୟ, ଯାହା ଫଳରେ ନିଜକୁ ନିରୋଗ ରଖିହେବ। ଏହି ସମୟରେ ଆପଣ ରସୁଣ ଓ…

ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ କରିବା ମଦ ପିଇବା ସହ ସମାନ

ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ ସମୟ କାଟିବାର ଏକ ସାଧାରଣ ମନେହୁଏ, କିନ୍ତୁ ନ୍ୟୁରୋସାଇନ୍ଟିଷ୍ଟମାନେ ଚେତାବନୀ ଦେଇଛନ୍ତି ଯେ ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ। ନ୍ୟୁରୋଇମେଜ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ…

କଲରା ପତ୍ର ବି ଗୁଣକାରୀ

ଆମେ କଲରା  ଖାଇଲେ କୃମି ନଷ୍ଟ ହୋଇଥାଏ ବୋଲି ସାଧାରଣରେ ଏକ ଧାରଣା ରହିଛି। ଏହା କ୍ଷୁଧା ଓ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ। ତେବେ ଜାଣନ୍ତି କି କଲରା ପତ୍ର ବି ଗୁଣକାରୀ। ଏଥିରେ ଭିଟାମିନ୍‌ ଏ ଥାଏ ଓ ହାଇପୋଗ୍ଲାଇସେମିକ୍‌ର ଗୁଣ ଥାଏ, ଯାହା ରକ୍ତ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ…

ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା । ପ୍ରତିବର୍ଷ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଯୁବପିଢି଼ ଏବେ ଏହାର କବଳରେ । ଏବେ ଖୋଲାମେଲାରେ AIDS ରୋଗୀମାନେ ବୁଲୁଥିବାରୁ, ଏହି ରୋଗ କାହାକୁ କେତେବେଳେ ବ୍ୟାପିବ, ତାର ଠିକଣା ନାହିଁ ।ରାଜ୍ୟରେ ପୁରୁଷଙ୍କ ସହ…

ବନ୍ଧୁ ପାଇଁ ଦିନି ଟିଏ

ଆଜି ଫ୍ରେଣ୍ଡସିପ୍ ଡେ ।  ବନ୍ଧୁ ପାଇଁ ଦିନି ଟିଏ । ବନ୍ଧୁତ୍ୱର ବନ୍ଧନ କେଉଁ କାଳରୁ ଚାଲିଆସିଛି,  ତାହା କହିହେବନି ।  ରାଜଧାନୀର ବିଭିନ୍ନ ଜାଗାରେ ଆଜି ଫ୍ରେଣ୍ଡସିପ୍ ଡେ ପାଳନ ଆଜି ଫ୍ରେଣ୍ଡସିପ୍ ଡେ ହେଉଛି । ଫ୍ରେଣ୍ଡସିପ୍ ଡେରେ ନିଜ ବନ୍ଧୁଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇବା ଲାଗି…

ଅମୃତଭଣ୍ଡା ମଞ୍ଜି ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ

 ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆପଣ  ଜାଣନ୍ତି ଅମୃତଭଣ୍ଡା ସ୍ବାସ୍ଥ୍ୟା ପାଇଁ ଅମୃତ ସମାନ ହେବା ସହିତ ଏହା ମଞ୍ଜି ବି ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରିତା। ଯାହାକୁ ଲୋକମାନେ ସାଧାରଣତଃ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି। ବୃକକ: ବୃକକ୍ ସମ୍ବନ୍ଧୀୟ…