Browsing Category

Lifestyle

All lifestyle-related news will be uploaded here

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସୋମବାର ଏକ ବିଶାଳ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ ହୋଇଛି। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ…

କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି, ଜାଣନ୍ତୁ ଏହାର କାରଣ

ଏକଦା ବୃଦ୍ଧାବସ୍ଥା ସହ କେଶ ପାଚିବା ଜଡ଼ିତ ଥିଲା। ମାତ୍ର ସମ୍ପ୍ରତି କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି। ଜୀବନଶୈଳୀ, ପରିବେଶିକ ପରିବର୍ତ୍ତନ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ସେଭଳି ଘଟୁଛି ବୋଲି ଜଣାଯାଇଛି। ସ୍ବାସ୍ଥ୍ୟ…

ଜାଣନ୍ତୁ ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ସବୁ ଫାଇଦା ମିଳେ

ଏବେ ଘରେ ଘରେ ଥଣ୍ଡା ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲରେ ପାଣି ଭରି ଫ୍ରିଜରେ ରଖିବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି, ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ । ମାତ୍ର ଆପଣ ଯଦି ତମ୍ବା ପାତ୍ରରେ ପାଣି ରଖି ପିଇବା ତାହାଲେ ତାହା ଦେହ ପାଇଁ…

କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ଏହା ରକ୍ତଚାପକୁ କମ୍‌ ହୋଇଥାଏ

ସାଧାରଣତଃ ଦିନ ହେଉ କିମ୍ବା ରାତିରେ ରୁଟି ପ୍ରସ୍ତୁତ କରିବା ପରେ ଅଳ୍ପ ପରିମାଣରେ ରୁଟି ନିଶ୍ଚୟ ବଳକା ରହିଥାଏ । କିଛି ଲୋକେ ବାସି ରୁଟି ଖାଇଥାନ୍ତି ଓ କିଛି ଫିଙ୍ଗି ଦେଇ ଥାନ୍ତି। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ନିଶ୍ଚୟ ଜାଣିଥିବେ। ମାତ୍ର କ୍ଷୀର ସହ ବାସି ରୁଟି…

ମେଥି କାହିଁକି ଉପକାରୀ ଏବଂ ଏହାକୁ କିପରି ଖାଇବେ?

ଶାରୀରିକ ଗଠନକୁ ବିଗାଡି ଦିଏ ପେଟରେ ଚର୍ବି ବୃଦ୍ଧି। ଏଥିପାଇଁ ଅନେକ ଲୋକ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ ହୋଇପାରେ ବୋଲି ଜାଣନ୍ତି କି? ଆଜ୍ଞା ହଁ... ମେଥିରେ ଏପରି କିଛି ଉପକାରୀ ଗୁଣ ରହିଛି, ଯାହା ପେଟରେ…

ଡାଳିମ୍ବ ଚୋପା ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି?

ଡାଳିମ୍ବକୁ ବିଭିନ୍ନ ଉପକାରୀ ଫଳ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏଥିରେ ଜିଙ୍କ, ପୋଟାସିୟମ୍, ଆଇରନ୍ ଏବଂ ଓମେଗା-6 ଫ୍ୟାଟି ଏସିଡ୍ ଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ହେଲେ …

ଏଭଳି କିଛି ଭିଟାମିନ୍‌ ରହିଛି, ଯାହାର ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ଓ ଦାଗ ହୋଇଥାଏ, ଜାଣନ୍ତୁ ତାହା କଣ

ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍‌ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି । ମାତ୍ର ତ୍ୱଚାରେ କେଉଁ କାରଣରୁ ବ୍ରଣ ଓ ଦାଗ ସୃଷ୍ଟି ହୁଏ…

ନିଜ ଭିତରକୁ ନେଉଥିବା ସିଗାରେଟ୍ ଧୂଆଁ, ଧିରେଧିରେ ଶରୀରକୁ ଭିତରୁ ଖାଇ ଚାଲିଛି

ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ.. ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପିଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି । କିଛି ଲୋକ ପ୍ରେସରରେ ଆସି ସିଗାରେଟ୍ ଟାଣୁଛନ୍ତି ତ ଆଉ କିଛି ଲୋକ ମଜା ମସ୍ତି ପାଇଁ ସିଗାରେଟ୍ ଟାଣୁଛନ୍ତି । ଖାସ କରି ସନ୍ଧ୍ୟା…

ହୋଲିରେ କିପରି କରିବେ  ତ୍ବଚା ଏବଂ କେଶର ଯତ୍ନ  

ଆସିଛି ରଙ୍ଗର ପର୍ବ ହୋଲି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାଆନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । ଏହି ରଙ୍ଗୀନ ପର୍ବ ମନକୁ ଆନନ୍ଦ ଏବଂ…

କାହିଁକି ଗୋଲାପୀ ରଙ୍ଗର ଜିନିଷ ଏତେ ଦାମୀକିଆ

ଅନେକ ସମୟରେ ଆପଣମାନେ ଦେଖିଥିବେ କି, ବଜାରରେ ଯେକୌଣସି ସାମଗ୍ରୀ କିଣନ୍ତି ଯେତିକି ଦର ଥାଏ ସେହି ସମାନ ସାମଗ୍ରୀ ଯଦି ଗୋଲାପୀ ରଙ୍ଗର ଆପଣ କିଣନ୍ତି ତାହାଲେ ଅଧିକ ଦାମ ହୁଏ । କୁହାଯାଉଛି ଗୋଲାପୀ ରଙ୍ଗ ମହିଳା ଓ ଯୁବତୀଙ୍କର ସବୁଠାରୁ ଅଧିକ ପସନ୍ଦ । ତେଣୁ ଏହି ରଙ୍ଗର ପ୍ରତିଟି ସାମଗ୍ରୀର…