Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Lifestyle
All lifestyle-related news will be uploaded here
ମୌସୁମୀର ମଜା ନେବା ପୂର୍ବରୁ ସ୍ବାସ୍ଥ୍ୟ କିପରି ଯତ୍ନ ନେବେ
ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ ପେଟ ସମସ୍ୟା, ପାଚନତନ୍ତ୍ର ସମସ୍ୟା ଦେଖାଯାଇଥାଏ। ମୌସୁମୀ ବର୍ଷାର ମଜା ନେବା ପୂର୍ବରୁ ଏହାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ…
କୋଲେଷ୍ଟରଲ କମାଇବାରେ ସହାୟକ କରେ ଗୁଜୁରାତି
ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…
କୋଲେଷ୍ଟରଲ : ଗୁଜୁରାତି ଖାଲି ମସଲା…
ଯକୃତକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍
ଅନେକ ଲୋକ ଲିଭର୍ ସିରୋସିସ ଭଳି ରୋଗର ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ଏହାକୁ ସୁସ୍ଥ ରଖିବା ନିହାତି ଜରୁରୀ। ଖାଦ୍ୟପେୟରେ କି କି ପରିବର୍ତ୍ତନ ଆଣି ଲିଭରକୁ ସୁସ୍ଥ ରଖିପାରିବେ, ଜାଣନ୍ତୁ...
ଯକୃତକୁ ସୁସ୍ଥ ରଖିବା ପାଇଁ କଣ କରିବା ଉଚିତ୍?
ଫାଇବରରେ ଭରପୂର ଖାଦ୍ୟ…
ପ୍ରତିଦିନ ମଲ୍ଟିଭିଟାମିନ୍ ଖାଇଲେ ଶୀଘ୍ର ମୃତ୍ୟୁ ଘଟିବାର ଆଶଙ୍କା
ପ୍ରତିଦିନ ମଲ୍ଟିଭିଟାମିନ୍ ଖାଇଲେ କେହି ଦୀର୍ଘାୟୁ ହେବେ ନାହିଁ। ବରଂ ଏହା ଶୀଘ୍ର ମୃତ୍ୟୁ ଘଟିବାର ଆଶଙ୍କାକୁ ବଢ଼ାଇ ଦେଇପାରେ। ଏକ ବଡ଼ ଗବେଷଣାରୁ ଏହା ଜଣାପଡ଼ିଛି। ଆମେରିକାର ମେରୀଲ୍ୟାଣ୍ଡ ସ୍ଥିତ ନ୍ୟାଶନାଲ କ୍ୟାନସର ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଗବେଷଣା କରାଯାଇଥିଲା।
୩ ଲକ୍ଷ ୯୦…
ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍ ପ୍ଲାଣ୍ଟ
ଇଣ୍ଡୋର୍ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ…
* ବାମ୍ବୋ ପ୍ଲାଣ୍ଟ ଘରକୁ ସୁଖ,…
କୋଲେଷ୍ଟରଲ କମାଏ ଅଁଳାରସ
ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। ପିପ୍ପଳୀ ସହିତ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି,…
ଶରୀର ପାଇଁ ବରଦାନ ଗିଲୋଇ
ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ ବୋଲି ବିବେଚନା…
ପିଲା ପାଇଁ ବିପଜ୍ଜନକ ହୋଇପାରେ ବେବି ପାଉଡର
ନବଜାତ ଶିଶୁଙ୍କୁ ପ୍ରାୟତଃ ଗାଧୋଇବା ଓ ଡାଇପର୍ ବଦଳାଇବା ପରେ ତାଙ୍କ ଉପରେ ଟାଲକମ୍ ପାଉଡର ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଶିଶୁର ଚର୍ମରେ ପାଉଡର ବ୍ୟବହାର କରିବା ଭଲ ନୁହେଁ ।ବେବି ପାଉଡର ବ୍ୟବହାର କରିବା ଦ୍ୱାରା ଶିଶୁର ଶରୀରରୁ ଭଲ ବାସ୍ନା ତ ଆସେ କିନ୍ତୁ…
ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ
ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି…
କିଛି କୁଅଭ୍ୟାସ , ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ
ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ...
ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା…