Browsing Category

Lifestyle

All lifestyle-related news will be uploaded here

ଅମୃତଭଣ୍ଡା ପତ୍ରରେ କି କି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଏବଂ ଏହାକୁ କିପରି ସେବନ କରିବେ, ଜାଣନ୍ତୁ.

ଅମୃତଭଣ୍ଡାର ନାଁ ଯେପରି, ଏ ଫଳଟି ମଧ୍ୟ ସେପରି। କଞ୍ଚା ହେଉ କି ପାଚିଲା ଅମୃତଭଣ୍ଡା, ସବୁଥିରେ ଭରି ରହିଛି ସ୍ୱାସ୍ଥ୍ୟ ଉପକାରୀ ଗୁଣ। ଅମୃତଭଣ୍ଡାର ଉପକାରିତା ବିଷୟରେ ପ୍ରାୟ ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ, ହେଲେ ଏହାର ପତ୍ରର ଉପକାରୀ ଗୁଣ ବାବଦରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ…

ଜବ୍‌ ସହିତ କ୍ୟାରିୟର୍‌

ଭଲ ଜବ୍‌ କରିବା ପରେ ବି ସନ୍ତୁଷ୍ଟ ନ ଥାନ୍ତି ଅନେକେ। ଜବ୍‌ ସହିତ ସେମାନେ ପୁଣି ଅଧିକ ପାଠ ପଢ଼ି ନିଜକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରୁଥାନ୍ତି। କାହିଁକିନା ସେମାନେ ନିଜ ସ୍ବପ୍ନର କ୍ୟାରିୟର ଗଢ଼ି ନ ଥାନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି।…

ଏଣିକି ସମାନ ମୂଲ୍ୟରେ କ୍ରୟ କରିବେ ସୁନା

ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ ପୁରା ଦେଶରେ ସୁନା ଦର ଏକସମାନ ହୋଇଯିବ। ଅର୍ଥାତ ତୁମେ ସୁନା ଦିଲ୍ଲୀରେ କିଣ ନଚେତ ଡେରାଡୁନରେ କିଣ,…

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ ମାନବ ସ୍ବାସ୍ଥ୍ୟ ଉପରେ ନିୟମିତ ଖାଦ୍ୟର ସକାରାମତ୍କ ପ୍ରଭାବ ଆକଳନ କରିବାକୁ ଯାଇ…

ପିଲାଙ୍କୁ ଚା’ ଓ କଫି ପିଇବାରୁ ବାରଣ କରନ୍ତୁ?

ବେଶ ବିଦେଶୀ ରେ ସମସ୍ତ ଲୋକଙ୍କ ଚା’ ପ୍ରତି ରହିଛି ଦୁର୍ବଳତା।ବୟସ ବଢ଼ିବା ରେ ଲୋକ ଦିନ ରେ ଦୁଇ ରୁ ତିନି ଥର ଚା’ ପିଅନ୍ତି। ଏହା ଶରୀର ପାଇଁ ଉଚିତ ନୁହେଁ ଏହା ଜାଣି ମଧ୍ୟ ଅନେକ ଲୋକ ପିଅନ୍ତି।ଆମେ ଅନେକ ସମୟରେ ଦେଖିଛେ ଛୋଟ ଛୋଟ ପିଲା ମାନେ ବୟସ୍କଙ୍କ ଭଳି ଦିନ ରେ ଦୁଇ ରୁ ତିନି ଥର ଚା’…

ପ୍ରତ୍ୟେକ ଦିନ ୫୦ ଶିଢି ଚଢିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା କମ୍‌

ଶାରିରୀକ ରୂପରେ ସକ୍ରିୟ ରହିବା ପାଇଁ ସୁସ୍ଥ ରହିବା ନିତାନ୍ତ ଜରୁରୀ । ଏଥିରେ କେବଳ ବ୍ୟାୟାମ, ଯୋଗ ସାମିଲ ନୁହେଁ ବରଂ ଦୈନନ୍ଦିନ ଜୀବନରେ କରୁଥିବା ଛୋଟ ଛୋଟ କାର୍ଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଭଳି ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ଶିଢି ଚଢିବା । ଆଜ୍ଞା ହଁ…

ଡେଙ୍ଗୁ ସମସ୍ତଙ୍କ ପାଇଁ ବିପଜ୍ଜନକ

ଗତ କିଛି ଦଶନ୍ଧି ମଧ୍ୟରେ ମୌସୁମୀ ଋତୁରେ ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଡେଙ୍ଗୁ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଥିଲେ ମଧ୍ୟ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ। ଗର୍ଭାବସ୍ଥାରେ ଡେଙ୍ଗୁ ସଂକ୍ରମଣ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଅନେକ…

ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର କରେ ତା’ ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା…

ଋଣ କରିଛନ୍ତି କି?

ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ ବୋଲି ବିଶ୍ୱାସ…

ଭୋଜନକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ରହିଛି ନିୟମ ?

ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ । ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ । ତେବେ…