Browsing Category

Jobs

NTPC ରେ ନିଯୁକ୍ତି ସୁଯୋଗ

ନେସନାଲ ଥର୍ମାଲ ପାୱାର କର୍ପୋରେସନ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଥିଲା। ଯାହା ଅନୁଯାୟୀ, ସଂସ୍ଥାରେ ବମ୍ପର ପଦରେ ନିଯୁକ୍ତି ଦିଆଯିବ। ଏହି ଅଭିଯାନ ପାଇଁ ଆବେଦନ କରିବାର ଆଶାୟୀ ପ୍ରାର୍ଥୀ ଖୁବଶିଘ୍ର ଆବେଦନ କରନ୍ତୁ। ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ପାଖେଇ…

୨୪ହଜାର ୧୬୨ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ୪ହଜାର ୯୫୪କୋଟି ୨୬ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪ହଜାର ୧୬୨ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି ।ମୁଖ୍ୟ ଶାସନ…

ଓଡ଼ିଶା ପୋଲିସରେ ନିଯୁକ୍ତି

ଆଜିଠାରୁ ଓଡ଼ିଶା ପୋଲିସର କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଫିସିଆଲ ୱେବସାଇଟରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀ ମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in/ ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ…

ଫ୍ରେଶର୍ ପାଇଁ ଆଇଟି କମ୍ପାନୀ ଖୋଲିବ ଗେଟ୍

ବର୍ତ୍ତମାନ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଉନ୍ନତି ପଥରେ ଅଛନ୍ତି । ଫ୍ରେଶର୍ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଆରମ୍ଭ କରିବା ସହ ଉତ୍ତମ ବେତନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି କମ୍ପାନୀ । ଅବଶ୍ୟ ଏଥିପାଇଁ ଆପଣଙ୍କୁ…

କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ – ଓସେପା ପକ୍ଷରୁ…

ସୈନିକ ସ୍କୁଲରେ ବାହାରିଛି ଚାକିରୀ

ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ । ତେଣୁ ଆର୍ମୀ ପବ୍ଲିକ ସ୍କୁଲରେ ବାହାରିଥିବା ଶିକ୍ଷକ ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ ।ଏହି ପଦ ସ୍ନାତକୋତ୍ତର ଶିକ୍ଷକ, ତାଲିମପ୍ରାପ୍ତ ସ୍ନାତକ…

ବ୍ୟାଙ୍କରେ ବାହାରିଲା ନିଯୁକ୍ତି ସୁଯୋଗ

ୟୁନିୟନ ବ୍ୟାଙ୍କରେ ବାହାରିଲା ନିଯୁକ୍ତି ସୁଯୋଗ । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଦିନ ପୂର୍ବରୁ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଥିଲା । ଏହି ପଦବୀଗୁଡିକ ପାଇଁ ପଞ୍ଜୀକରଣ ଦୀର୍ଘ ଦିନ ଧରି ଚାଲିଆସୁଥିଲା ଏବଂ ବର୍ତ୍ତମାନ ଆବେଦନ କରିବାର ଶେଷ ତାରିଖ ମଧ୍ୟ ଘୋଷଣା ହୋଇଥିଲା ।…

କନଷ୍ଟେବଳ ପଦବୀରେ ନିଯୁକ୍ତି ସୁଯୋଗ

ବର୍ତ୍ତମାନର ନିଯୁକ୍ତି ଡ୍ରାଇଭ ଅଧୀନରେ ଓଡି଼ଶା ପୋଲିସ ଡିପିଓ କ୍ୟାଡରରେ ଜୁନିଅର କ୍ଲର୍କ ଏବଂ ରାଜ୍ୟର ବିଭିନ୍ନ OSAP / SIR / IR / SS ବାଟାଲିୟନରେ କନଷ୍ଟେବଳ ନିଯୁକ୍ତ କରିବାକୁ ଯାଉଛି। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଓଡି଼ଶା ପୋଲିସ୍ ମିନିଷ୍ଟ୍ରିୟାଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ…

ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍) ପ୍ରିଲିମ୍‌ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା । ପ୍ରିଲିମ୍‌ ପରୀକ୍ଷା ନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । …

ନିଯୁକ୍ତି ମେଳାରେ ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ…