Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ଡେଙ୍ଗୁ, ମ୍ୟାଲେରିଆ ସଚେତନତା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ
ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଚଳଚ୍ଚିତ୍ର କଳାକାରଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି…
ଡେଙ୍ଗୁରୁ ବର୍ତ୍ତିବାକୁ ହେଲେ ଖାଆନ୍ତୁ ଏହିସବୁ ଖାଦ୍ୟ
ଡେଙ୍ଗୁ ଜ୍ୱର ପ୍ରତି ବର୍ଷ ବର୍ଷାଦିନେ ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ । ଏପରିକି ପ୍ରାୟ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରତିରୋଧ ଶକ୍ତି କମ୍ ଥିବା ଲୋକଙ୍କୁ ହିଁ ଡେଙ୍ଗୁ ପ୍ରଭାବିତ କରିଥାଏ ।ତେଣୁ ଏହି ସମୟରେ ପ୍ରତିଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍ । ଚାଲନ୍ତୁ ଜାଣିବା…
ଶରୀରର ପାଇଁ ଲାଭଦାୟକ
ଯଦି ଆପଣ ବି ସେମିତି କିଛି ଟେଷ୍ଟି ଓ ସ୍ୱାସ୍ଥ୍ୟକର ପିଇବା ପାଇଁ ଚାହାନ୍ତି, ତେବେ ଘରରେ ତିଆରି ଏହି ରେସିପିକୁ ନିଶ୍ଚିତଭାବରେ ବ୍ୟବହାର କରି ପାରିବେ । ଏହିକ୍ରମରେ ଘରରେ ରହି ଆପଣ ନିଜେ ମିକ୍ସ ଫ୍ରୁଡସ ରାୟତା ତିଆରି କରି ପାରିବେ । ଏହା ତିଆରି କରିବା ବେଶ୍ ସହଜ ମଧ୍ୟ ଅଟେ ।ଏହାକୁ ତିଆରି…
ଆମିଷ ଅତ୍ୟଧିକ ଖାଉଛନ୍ତି କି ?
ଶରୀର ଅନୁଯାୟୀ ଡାଏଟ୍ ଅନୁସରଣ କରିବା ଉଚିତ୍। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଯଦି ଆପଣ ଏଥିପାଇଁ ନିରାମିଷ ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହେବ ।ଅତ୍ୟଧିକ ପ୍ରୋଟିନ୍ କିଡନୀକୁ କ୍ଷତି ପହଞ୍ଚାଇପାରେ ଏବଂ…
ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ଜାମୁକୋଳି
ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏହାକୁ କିପରି ବ୍ୟବହାର…
ଅଧିକ ପେଷ୍ଟର ବ୍ୟବହାର ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ
ଟୁଥ୍ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍ କରିବା ସମୟରେ ଯେତେ ଅଧିକ ଟୁଥ୍ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ ଭାବନ୍ତି। ମାତ୍ର ଏହା ଭୁଲ୍। ଅଧିକ ପେଷ୍ଟ ବ୍ୟବହାର କରିବା ଫଳରେ ଦାନ୍ତକୁ…
ଖାଦ୍ୟ ପ୍ୟାକେଟରେ ଲୁଣ, ଚିନି ଏବଂ ଚର୍ବି ସମ୍ବନ୍ଧୀୟ ସୂଚନା ଦେବାକୁ ବାଧ୍ୟ
ଖାଦ୍ୟ ନିୟନ୍ତ୍ରକ ଫାସାଇ ବଡ଼ ବଡ଼ ଅକ୍ଷରରେ ବଡ଼ ଆକାରରେ ଖାଦ୍ୟ ପ୍ୟାକେଟରେ ଲୁଣ, ଚିନି ଏବଂ ଚର୍ବି ସମ୍ବନ୍ଧୀୟ ସୂଚନା ଦେବାକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି।
ନିୟାମକ ଏହି ପ୍ରସଙ୍ଗରେ ଲେବଲ୍ ନିୟମରେ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ, ଏହି ସଂଶୋଧନ…
କିଡ୍ନୀ ଫେଲ୍ର ଲକ୍ଷଣ
କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ…
ଚିନ୍ତା ବଢ଼ାଇଛି ଡେଙ୍ଗୁ,ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ
ବର୍ଷା ଦିନ ଆରମ୍ଭରୁ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରଖିଛି । ଗତବର୍ଷ ଜୁଲାଇ ସୁଦ୍ଧା ରାଜ୍ୟରେ ୨୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୮୯ ରହିଛି । ତେଣୁ ଏହାର ମୁକାବିଲା ସ୍ବାସ୍ଥ୍ୟ ବିଭାଗ ପାଇଁ…
ସଇଁତଳାରେ ବ୍ୟାପୁଛି ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଦେଖା ଦେଇଛି ଡେ଼ଙ୍ଗୁ ଆତଙ୍କ । କିଛି ଦିନ ତଳେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଲାଣି।
୧୮ ଜଣକ ମଧ୍ୟରୁ ୧୧ ଜଣଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି…