Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Health
News related to complete physical, mental and social well-being
ଚକୋଲେଟରୁ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଉପକାରୀ ପଷୋକ ତତ୍ତ୍ୱ ମିଳିଥାଏ
ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ। ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ପଷୋକ ତତ୍ତ୍ୱ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ। ଏଥିସହ ଆଉ କି…
ଆସିଲା ମଙ୍କିପକ୍ସ ଟୀକା
ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହି ଟୀକାକୁ ମଞ୍ଜୁରୀ ଦିଆଯାଇଛି । ମଙ୍କିପକ୍ସ ବିପକ୍ଷରେ ଟୀକାକୁ ମଞ୍ଜୁରୀ ମିଳିବା ପରେ ଏହାସହ…
ଟିବି ଔଷଧ
ଟିବି ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହାସ ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ କହିଛି ଯେ, ଗତ ୮ ବର୍ଷରେ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରାୟ ୧୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ଏହାର ସଂକ୍ରମଣ ଏବଂ ଏହାର ଭୟାବହତା ଜାରି ରହିଛି ।…
ସାବଧାନ ! ଟାଇଟ୍ ଡ୍ରେସ ପିନ୍ଧିଲେ
ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା ମ୍ୟାଚିଂ କରିବା ସହ ଆକର୍ଷଣୀୟ ଲାଗିଥାଏ । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଷ୍ଟାଇଲିସ୍ ଚକ୍କରରେ ଆପଣଙ୍କର ଶରୀରର କଣ କ୍ଷତି ଘଟୁଛି ।…
ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ
ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ସରକାରୀ ତଥ୍ୟ ଅନୁଯାୟୀ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ଏଥିରେ କିପରି ବ୍ରେକ୍ ଲାଗିବ, ସେ ଦିଗରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ…
ମଙ୍କି ପକ୍ସ୍ କୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ
ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମଙ୍କି ପକ୍ସ୍ କୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି, ଭାରତ ସରକାରଙ୍କ ତରଫରୁ…
ଏସ୍ସିବିରେ ଆଜି ହେବ ଦ୍ୱିତୀୟ ଲିଭର୍ ପ୍ରତିରୋପଣ
କଟକ ବଡ଼ ଡାକ୍ତରଖାନାରେ ଆଜି ହେବ ଦ୍ୱିତୀୟ ଯକୃତ(ଲିଭର୍) ପ୍ରତିରୋପଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଏଆଇଜି ଟିମ୍ ଏସ୍ସିବିରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଦାତା ଓ ଗ୍ରହିତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।
ଏସ୍ସିବି…
ଦେଶରେ ମେଲେରିଆ ଓ ଡେଙ୍ଗୁରେ ଯେତିକି ଲୋକ ମରୁଛନ୍ତି, ତା’ଠାରୁ ଅଧିକ ସର୍ପଦଂଶନରେ ମୃତ୍ୟୁମୁଖରେ ପଡ଼ୁଛନ୍ତି
ଦେଶରେ ମେଲେରିଆ ଓ ଡେଙ୍ଗୁରେ ଯେତିକି ଲୋକ ମରୁଛନ୍ତି, ତା’ଠାରୁ ଅଧିକ ସର୍ପଦଂଶନରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏମିତିକି କୌଣସି ହିଂସ୍ର ଜନ୍ତୁଙ୍କ ଆକ୍ରମଣରେ ବି ଏତିକି ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁନାହିଁ। ଏହି ମୃତ୍ୟୁ ପଛରେ ଅନ୍ଧବିଶ୍ବାସ ଓ ସ୍ବାସ୍ଥ୍ୟସେବାର ଅଭାବ ପ୍ରମୁଖ କାରଣ…
ମଙ୍କିପକ୍ସ ଭୟ
ଭାରତରେ ଜଣେ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିକଟରେ ସେ ମଙ୍କିପକ୍ସ ଆକ୍ରାନ୍ତ ଦେଶକୁ ଯାଇ ଫେରିଥିବା ସୂଚନା ରହିଛି । ଆକ୍ରାନ୍ତ ସନ୍ଦେହ ଯୁବକଙ୍କର ରକ୍ତ ନମୂନା ମଧ୍ୟ ସଂଗ୍ରହ…
ସାବଧାନ! ଇନସୁଲିନ୍ ନେଇଥିଲେ
ଇନସୁଲିନ ରକ୍ତରେ ଶର୍କରାରର ପରିମାଣକୁ ସମତୁଲ କରିଥାଏ । କିନ୍ତୁ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇନସୁଲିନ ତିଆରି ପ୍ରକ୍ରିୟା ଧିମା କିମ୍ବା ବନ୍ଦ ହୋଇଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଶରୀରରେ ସଠିକ ଭାବେ ଇନସୁଲିନ ତିଆରି ହୁଏ ନାହିଁ, ତାହେଲେ ମଧୁମେହ ହେବାର…