Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Health
News related to complete physical, mental and social well-being
ଡ଼େଲାଙ୍ଗ ବ୍ଲକରେ ବାର୍ଡ ଫ୍ଲୁ ସଂକ୍ରମଣ , ୩ ହଜାର ଊର୍ଦ୍ଧ୍ବ କୁକୁଡ଼ା ମରା ଅଭିଯାନ , ଚାଷୀଙ୍କୁ ମିଳିବ କ୍ଷତିପୂରଣ
ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବା ପରେ ୪ ଜଣିଆ ୭ଟି ରାପିଡ ରେସ୍ପନ୍ସ ଦଳ ଗଠନ କରାଯାଇ ବେନୁପଡ଼ାର ରୀତା ରାୟଙ୍କ ଫାର୍ମରୁ ୩ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯାଇ ପୋତାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବା ଖବରପାଇ ରବିବାର ସନ୍ଧ୍ୟାରେ ମତ୍ସ୍ୟ ଓ…
ରୋଗୀଙ୍କ ମୃତଦେହକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରଖିପାରିବ ନାହିଁ ଘରୋଇ ହସ୍ପିଟାଲ
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆସାମ ସରକାର ଘୋଷଣା କରିଛନ୍ତି ଯେ ଚିକିତ୍ସା ବିଲ୍ ବାକି ଥିବା କ୍ଷେତ୍ରରେ ଏବେ କୌଣସି ଘରୋଇ ହସ୍ପିଟାଲ ରୋଗୀଙ୍କ ମୃତଦେହକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରଖିପାରିବ ନାହିଁ । କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…
ଆଜି ରସଗୋଲ ଦିବସ
ରସଗୋଲା କାହାର! ପଶ୍ଚିମବଙ୍ଗ ନା ଓଡ଼ିଶାର? ଏହାର ଉତ୍ତର ମିଳିଥିଲା ୨୦୧୯ ଜୁଲାଇ ୨୯ ତାରିଖରେ। ପଶ୍ଚିମବଙ୍ଗ ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ରସଗୋଲା ଯେ ଓଡ଼ିଶାର, ସେ ନେଇ ହେଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ…
ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା
ନବରଙ୍ଗପୁର ଜିଲ୍ଲାରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଇଛି । ଶିବିରରେ ବଡ଼ବଡ଼ ଜଟିଳ ରୋଗର ଚିକିତ୍ସା କରିବେ ବଡ଼ ଡାକ୍ତର ।
ଦେଢ଼ ବର୍ଷର…
ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ଲାଭଦାୟକ ଦେଶୀଘିଅ
ଘିରେ ଥିବା ଦେଶୀଘିଅ ବା ଗୁଆଘିଅ ଯେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସହାୟକ ହୋଇପାରେ- ଏକଥା ଅନେକ ଭାବି ନଥିବେ। ଏହା ସ୍ବାସ୍ଥ୍ୟ ପାଇଁ ଯେପରି ଉପକାରୀ, ସୌନ୍ଦର୍ଯ୍ୟ ତଥା ତ୍ବଚା ପାଇଁ ମଧ୍ୟ ସେପରି ଲାଭଦାୟକ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଘିଅକୁ ସିଧାସଳଖ ମୁହଁରେ ଲଗାଇ ହାଲ୍କା…
ହୃଦଘାତ ପୂର୍ବରୁ ଦେଖାଦିଏ ଏହି ସବୁ ଲକ୍ଷ୍ୟଣ
ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ ଶେଫାଲି ଆଉ ଏହି ଦୁନିଆରେ ନାହାନ୍ତି। ମାତ୍ର ୪୨ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ରିପୋର୍ଟ ଅନୁସାରେ, ଗତକାଲି ରାତିରେ ସେ ଘରେ ଥିଲେ ଏବଂ ତାଙ୍କ…
ପାନ୍କ୍ରିଆଟିକ୍ କ୍ୟାନ୍ସରର ଲକ୍ଷଣ
କ୍ୟାନ୍ସର ବା କର୍କଟ..ଏହି ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଡର ନିଶ୍ଚିୟ ଆସେ , କାରଣ ହେଉଛି ଏକ ପ୍ରାଣଘାତୀ ରୋଗ । ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି । କିନ୍ତୁ ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ…
ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଜାଇଫଳ
ରନ୍ଧାଶାଳରେ ଥିବା ଜାଇଫଳରେ ରହିଛି ଅନେକ ଗୁଣ । ଯାହା ଖାଲି ଖାଦ୍ୟରେ ସୁନ୍ଦର ବାସ୍ନା ଭରିଦିଏ ତାହା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଜାଇଫଳରେ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟନ୍ସ , ଉପକାରୀ ତୈଳ ଏବଂ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଥାଏ । ଯଦିଓ ଜାଇଫଳ ଖାଇବା…
ଜାଣନ୍ତୁ ରାତିରେ କଦଳୀ ଖାଇବା କାହିଁକି ମନା
କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ୍ ମାତ୍ରାକୁ ବଢ଼ାଇଥାଏ।…
ଏଭଳି କିଛି ଖାଦ୍ୟ ଅଛି ଯାହାକୁ ଭିଜାଇ ଖାଇବା ଜରୁରୀ , ଜାଣନ୍ତୁ ତାହା କଣ
ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି କି ? କୁହାଯାଏ ମଣିଷ ଯଦି ଖାଇବା ପିଇବା ଠିକ୍ ରଖିବ ତାହାଲେ ସେ ସୁସ୍ଥ ରହିଛି । ତେବେ କିଛି ଖାଦ୍ୟ ଆମ ଶରୀର ପାଇଁ ସିଧା ସଳଖ ପ୍ରଭାବିତ କରୁଥିବା ବେଳେ କିଛି ଜିନିଷକୁ ଏମିତି ରହିଛି ଯାହାକୁ ଭିଜାଇ ଖାଇଲେ…