Trending
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
Browsing Category
Entertainment
All entertainment related news will be uploaded here
ପୁଣି ଏକାଠି ନଜର ଆସିବେ ହ୍ରିତିକ-କରୀନା
ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ କିଛି ସୁପର ହିଟ୍ ଯୋଡିଙ୍କୁ ପୁଣି ପରଦାରେ ଦେଖିବାକୁ ବହୁ ଦର୍ଶକ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଶାହରୁଖ-କାଜଲ ଓ ସଲମାନ-କ୍ୟାଟ୍ଙ୍କ ଯୋଡି ବେଶ୍ ଲୋକପ୍ରିୟ । ସେହିପରି ଅଛି ହ୍ରିତିକ ରେଶନ ଓ କରୀନା କପୁରଙ୍କ ଯୋଡି । ଏହି ଦୁଇ ଜଣଙ୍କ!-->…
ପ୍ରିୟଙ୍କାଙ୍କୁ ଅଭିଭାବକ ହେବାର ଶୁଭେଚ୍ଛା ଜଣାଇ:ମଜାଦାର ପୋଷ୍ଟ କଲେ ଅନୁଷ୍କା
ମେଟ୍ରୋ ଟିଭି ଓଡିଶା,୨୭/୧ : ନିକଟରେ ପିତା-ମାତା ହେଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ । ସେମାନେ ସରୋଗେସି ଜରିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏ ନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଯେଉଁଥିରେ ତାଙ୍କୁ!-->!-->!-->…
ବିବାହ ବନ୍ଧନରେ ବାନ୍ଧି ହେଲେ ମୌନି ରୟ
ମେଟ୍ରୋ ଟିଭି ଓଡିଶା,୨୭/୧ : ଆଜି ଅଭିନେତ୍ରୀ ମୌନି ରୟ ନିଜ ବହୁ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି । ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ!-->!-->!-->…
କୋ-ଷ୍ଟାରଙ୍କ ସହ ପୁଷ୍ପା ଷ୍ଟେପରେ ଡାନ୍ସ କରି ଚର୍ଚ୍ଚାରେ ଶ୍ରଦ୍ଧା ଆର୍ଯ୍ୟ
ମେଟ୍ରୋ ଟିଭି ଓଡିଶା,୨୭/୧ : ଟିଭି ସିରିଏଲ୍ କୁଣ୍ଡଲି ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ସପ୍ତାହ ପୂର୍ବରୁ, ଶ୍ରଦ୍ଧା ଆର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକଟରେ ସେ ତାଙ୍କ ସିରିଏଲ ପାଇଁ ଅନେକ!-->…
ନିଜ ହଳଦୀରେ ଠୁମକ୍ମା ଲଗାଇ ଚର୍ଚ୍ଚାରେ ମୌନୀ ରୟ
ମେଟ୍ରୋ ଟିଭି ଓଡିଶା,୨୭/୧ : ବଲିଉଡ ଅଭିନେତ୍ରୀ ମୌନୀ ରୟ ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକା ସୁରଜ ନାମ୍ବିଆରଙ୍କୁ ବିବାହ କରୁଛନ୍ତି । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇଯାଇଛି । ସେମାନଙ୍କର ମ୍ୟାରେଜର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏକ!-->!-->!-->…
ବାହା ହେଲେ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ
ମେଟ୍ରୋ ଟିଭି ଓଡିଶା,୨୬/୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି ।
ସୂଚନା ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ!-->!-->!-->…
ଆଲିଶାନ ଭ୍ୟାନଟୀ ଭ୍ୟାନ୍ର ମାଲିକ ଅଲ୍ଲୁ ଅର୍ଜୁନ
ମେଟ୍ରୋ ଟିଭି ଓଡିଶା,୨୫/୧ : ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ରହିଛି । ଚାରିଆଡେ ତାଙ୍କର ଫିଲ୍ମ , ଗୀତ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସମସ୍ତ ଜାଣିଛନ୍ତି କି ତାଙ୍କ ଘର କୌଣସି ବଙ୍ଗଳା ଠାରୁ କମ୍ ନୁହେଁ । ବହୁ!-->!-->!-->…
ଭାମିକାଙ୍କ ଫଟୋ ଭାଇରାଲକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଲେ ବିରାଟ-ଅନୁଷ୍କା
ମେଟ୍ରୋ ଟିଭି ଓଡିଶା,୨୫/୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ!-->!-->!-->…
ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ଶତ୍ରୁଘ୍ନ ସିହ୍ନା
ମେଟ୍ରୋ ଟିଭି ଓଡିଶା,୨୪/୧ : ସୋନାକ୍ଷୀ ନିଜର ଦମଦାର ଆକ୍ଟିଂ ଜରିଆରେ ବଲିଉଡରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିକଟରେ ଭାଇରାଲ ହୋଇଥିଲା ସୋନାକ୍ଷୀ ବିବାହ କରିବେ ସଲମାନ ଖାନ୍ ପରିବାରରେ । ଏହି ଖବର ପାଇଁ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲେ । କିନ୍ତୁ ଏହି ବିବାହରେ ଖସୁ!-->!-->!-->…
ବାପା ହେବେ ଆଦିତ୍ୟ ନାରାୟଣ
ମେଟ୍ରୋ ଟିଭି ଓଡିଶା,୨୪/୧ : ଟେଲି ଜଗତର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି । ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୧!-->!-->!-->…