Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି
ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଭାଇ ତଥା ଅଭିନେତା ନରେଶ ବାବୁ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି । ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ନିଜ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ନିଜର କିଛି ଖାସ୍ ବନ୍ଧୁଙ୍କ ଗହଣରେ ଅତି ନିରାଡମ୍ବର ଭାବେ ଏହି ବିବାହ…
ଯାତ୍ରା ମଞ୍ଚରେ ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର
ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ…
ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହଙ୍କୁ ହତ୍ୟା ଧମକ
ଜଣାଶୁଣା ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହଙ୍କୁ ହତ୍ୟା ଧମକ। ଏକ ଇ-ମେଲ୍ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଏଥିରେ ବଲକୌର ସିଂହ ଓ ତାଙ୍କ ପରିବାରକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଷ୍ଟରଙ୍କ ନାଁ ନ ନେବାକୁ ପରାମର୍ଶ ଦିଆଯାଇଛି।ରିପୋର୍ଟ ମୁତାବକ, ଯେଉଁ…
‘ମନ୍ନତ’ରେ ପ୍ରବେଶ କଲେ ୨ ଯୁବକ
ମୁମ୍ବାଇ: ଶାହାରୁଖ୍ ଖାନ୍ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ପୁଲିସ କହିଛି। ବାନ୍ଦ୍ରା ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିବା ୨ଜଣ ଯୁବକଙ୍କୁ ‘ସିକ୍ୟୁରିଟି ଗାର୍ଡ’ମାନେ ଧରି ପକାଇଥିଲେ।…
ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେହି ଭିଡିଓରେ ସେ ଦିବ୍ୟଗଂତ ଗାୟିକା ଲତା ମଙ୍ଗେସକରଙ୍କୁ ଅପମାନିତ କରିଛନ୍ତି । ଏହାକୁ ଦେଖି ଏବେ ରାନୁଙ୍କ ଉପରେ ରାଗ ତମତମ ଲତାଙ୍କ ଫ୍ୟାନ୍ । ରାନୁଙ୍କ ଏପରି ଆଚରଣ…
ପ୍ରସିଦ୍ଧ ରାପର୍ ଏମସି ଷ୍ଟାନ୍ ବିବାଦୀୟ ରିଆଲିଟି ସୋ ‘ବିଗ୍ ବସ୍ ୧୬’ ର ଟ୍ରଫି ଜିତିଛନ୍ତି
ମୁମ୍ବାଇ: ପ୍ରସିଦ୍ଧ ରାପର୍ ଏମସି ଷ୍ଟାନ୍ ବିବାଦୀୟ ରିଆଲିଟି ସୋ ‘ବିଗ୍ ବସ୍ ୧୬’ ର ଟ୍ରଫି ଜିତିଛନ୍ତି । ତେବେ ତାଙ୍କ ଗୀତ ପାଇଁ ତାଙ୍କୁ ବହୁ ଲୋକ ଜାଣନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତବରେ ତାଙ୍କର ଜୀବନୀ କିପରି ଥିଲା, ଆସନ୍ତୁ ଜାଣିବା । ପୁଣେରେ ୩୦ ଅଗଷ୍ଟ ୧୯୯୯ ରେ ଜନ୍ମଗ୍ରହଣ…
ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର
ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର । କୀର୍ତ୍ତି ସେନନଙ୍କ ସହ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ଏହାର ଜବାବ ରଖିଛନ୍ତି ପ୍ରଭାସଙ୍କ ଟିମ୍ ।ପ୍ରକୃତ କଥା ହେଉଛି ସାଉଥ୍ ସୁପରଷ୍ଟାର ଓ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସେନନ୍ ଖୁବ ଶୀଘ୍ର ନିଜର…
ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍ର ହଟ୍ ଗସିପ୍ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ…
ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ
ଦୁଲୁକୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ମନଛୁଆଁ ସଙ୍ଗୀତ, ଆକର୍ଷଣୀୟ ନୃ୍ତ୍ୟ ଓ ଚମକ୍ରାର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି । ବିଶେଷକରି ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟୁର ଦବଦବା ରହିଛି । ଏଥର ଯାତ୍ରା ରେକର୍ଡ ଡ୍ୟାନ୍ସରେ ପୂର୍ବପରି ଅଶ୍ଳୀଳତା ଦେଖିବାକୁ ମିଳୁନି, ଯାହା ଦଶର୍କଙ୍କୁ…
ହିନ୍ଦି ଦମନର ପ୍ରିମିୟର ସୋ’ ମୁମ୍ବାଇରେ
ହିନ୍ଦୀରେ ଦମନ ସ୍କ୍ରିନକୁ ନେଇ ଓଡ଼ିଆ ଫିଲ୍ମ ଆଜି ଦେଶରେ ସିନେମା ହଲରେ ଆସିବ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ…