Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ଦି କେରଳ ଷ୍ଟୋରି ୫୦ କୋଟିରୁ ଅଧିକ ବ୍ୟବସାୟ କରିଛି
ମୁମ୍ବାଇ: ଦି କେରଳ ଷ୍ଟୋରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ରେସପନସ ମିଳୁଛି । କରୋନା ପରେ ଫିଲ୍ମ ଶିଳ୍ପ ମାନ୍ଦା ଚାଲୁଥିବା ବେଳେ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । କମ ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭଲ ବିଜିନେସ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଲୋକେ…
ଦି କେରଳ ଷ୍ଟୋରୀକୁ କରମୁକ୍ତ ଘୋଷଣା କଲେ ଯୋଗୀ
ଲକ୍ଷ୍ନୈା: ଦି କେରଳ ଷ୍ଟୋରିକୁ ନେଇ ବଲିଉଡ ଦିଫାଳ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଗତକାଲି ପଶ୍ଚିମବଂଗରେ ଏହି ଫିଲ୍ମକୁ ବ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।…
ଦି କେରଳ ଷ୍ଟୋରିକୁ ପ୍ରଶଂସା କଲେ ଶବାନା ଆଜମି
ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ଦି କେରଳ ଷ୍ଟୋରିକୁ ନେଇ ସୋସିଆଲ ମିଡିଆ ଏବେ ଦିଫାଳ । କିଏ କହୁଛି ଫିଲ୍ମକୁ ବ୍ୟାନ କର ତ କିଏ କହୁଛି ଫିଲ୍ମ ସତ୍ୟକୁ ଉଜାଗର କରିଛି । ଦୁଇ ଦିନ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିଛି କଳାକାର ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି…
ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପରଲୋକରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହ। ହଠାତ ଏଭଳି ଭାବେ ସ୍ବାମୀଙ୍କୁ ହରାଇବା ପରେ ନିଲୁଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ନିଲୁଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ ଶୁକ୍ରବାର ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ,…
ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ
ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା…
ହର ହର ଶମ୍ଭୁ ଫେମ୍ ଅଭିଲିପ୍ସା ପଣ୍ଡାଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର
ଭୁବନେଶ୍ୱର: ହର ହର ଶମ୍ଭୁ ଫେମ୍ ଅଭିଲିପ୍ସା ପଣ୍ଡାଙ୍କୁ ମିଳିଲା ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର । ମୁମ୍ବାଇରେ ଆୟୋଜିତ ସୁର ଜ୍ୟୋସ୍ନା ନ୍ୟାସନାଲ ମ୍ୟୁଜିକ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଲିପ୍ସା । ଲୋକପ୍ରିୟ ସଙ୍ଗୀତ କାଟାଗୋରୀରେ ପୁରସ୍କୃତ ହୋଇଛନ୍ତି କେନ୍ଦୁଝର ବଡ଼ବିଲର…
କନ୍ନଡ ଅଭିନେତା ଚେତନ କୁମାର ଗିରଫ
କନ୍ନଡ ଅଭିନେତା ଚେତନ କୁମାର ହିନ୍ଦୁତ୍ୱ ବା ହିନ୍ଦୁଧର୍ମକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲେ । ଏହାକୁ ନେଇ ବଜରଙ୍ଗଦଳ ତରଫରୁ ଚେତନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ଚେତନଙ୍କୁ ବେଙ୍ଗାଲୁର ପୋଲିସ ଗିରଫ କରିଛି ।ଗତକାଲି ଚେତନ କୁମାର ଏକ ଟ୍ୱିଟ୍ କରିଥିଲେ…
ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା : ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପ୍ରେମ ସଂପର୍କ ପାଇଁ ଆତ୍ମହତ୍ୟା କୁହାଯାଉଛି । ଏଥିରେ ତ୍ରିକୋଣୀୟ ପ୍ରେମ ହିଁ ଏଭଳି ଘଟଣା ପାଇଁ ଦାୟୀ କୁହାଯାଉଛି । ଘଟଣା ସଂପର୍କରେ କୁହାଯାଉଛି ତାଙ୍କ…
ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି
ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନା ଦେଇଛନ୍ତି।୮୦ ଦଶକର ଦୂରଦର୍ଶନର ସିରିଏଲ୍ ‘ନୁକ୍କଡ୍’ରେ ଖୋପ୍ଡୀ ଭୂମିକାରେ ଅଭିନୟ କରି ଅଭିନେତା ସମୀର ଖାଖର୍ ବେଶ୍…
‘ଆର୍ଆର୍ଆର୍’ର ନାଟୁ ନାଟୁ ଗୀତ ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍ ବର୍ଗରେ ‘ଓସ୍କାର୍’ ବିଜୟୀ
ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍ଆର୍ଆର୍’ ଇତିହାସ ସୃଷ୍ଟି…