Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍ ଭାଇରାଲ ହୋଇଛି।‘ପ୍ରୋଜେକ୍ଟ କେ’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାନ ଡିଏଗୋ କମିକ-କନ (ଏସ୍ଡିସିସି) ୨୦୨୩ରେ ପ୍ରଦର୍ଶିତ ହେବ। ଏହାପୂର୍ବରୁ ଟାଇମ୍ସ ସ୍କୋୟାରରେ ‘ପ୍ରୋଜେକ୍ଟ କେ’ର ଏକ ବିଲବୋର୍ଡ…
ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ
ଲକ୍ଷ୍ନୌ: ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା ଗୋଟିଏ ବଡ଼ ଭୁଲ। କୋରାନ ଉପରେ ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ତିଆରି…
ସୌରିନ ଭଟ୍ଟଙ୍କ ଘରେ କମିସନରେଟ୍ ପୁଲିସର ଚଢ଼ଉ
କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିବା ଜଣାପଡ଼ିଛି। ଜଗତପୁର…
‘ଆଦିପୁରୁଷ’ କୁ ନେଇ ଚର୍ଚା ଜୋର
ମୁମ୍ୱାଇ : ରିଲିଜ୍ ହୋଇଛି ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ତେବେ ପ୍ରଥମ ଦିନରେ ଏହି ଫିଲ୍ମକୁ ନେଇ ଅନେକ ସମାଲୋଚନା କରିଥିବା ବେଳେ ଅନେକ ପ୍ରଶଂସା କରୁଛନ୍ତି । ରାମ ସୀତାଙ୍କ କାହାଣୀକୁ ଉଚିତ ସମ୍ମାନ ଦିଆଯାଇନଥିବା ସୋସିଆଲ ମିଡିଆରେ ଅଭିଯୋଗ ଉଠିଛି । ପ୍ରଥମ ଦିନରେ ସାରା…
ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା
ନୂଆଦିଲ୍ଲୀ: ପ୍ରାୟ ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ମିସ୍ ୱାର୍ଲ୍ଡର ବହୁ ପ୍ରତୀକ୍ଷିତ ୭୧ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହେବ ବୋଲି ଆଶା କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଅନ୍ତିମ ତାରିଖ ଜଣାପଡିନାହିଁ।ଭାରତ ଶେଷ ଥର ପାଇଁ ୧୯୯୬ରେ…
ବଲିଉଡ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ
ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକର । ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ।ସୁଲୋଚନାଙ୍କ ଦେହାନ୍ତ ଖବର ତାଙ୍କ ଝିଅ କାଞ୍ଚନ ଦେଇଛନ୍ତି । ସେ କହିଛନ୍ତି, ସୁଲୋଚନାଙ୍କ…
ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ
ନୂଆଦିଲ୍ଲୀ: ଅଭିନୟ ଜଗତ ପାଇଁ ଦୁଃଖ ଖବର । ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ । ସେ ମହାଭାରତ ସିରିୟଲର ଶକୁନି ଭୁମିକାରେ ଅଭିନୟ କରୁଥିଲେ । ବହୁ ଦିନ ଧରି ରୋଗାକ୍ରାନ୍ତ ପରେ ଅଭିନେତାଙ୍କ ଦେହାନ୍ତ ଘଟିଛି ।୧୯୮୮ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା କିମ୍ବଦନ୍ତୀ…
୬୦ ବର୍ଷ ବୟସରେ ରୂପାଲିଙ୍କ ହାତ ଧରିଲେ ଆଶିଷ
ମୁମ୍ବାଇ: ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି । ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି ଆଶିଷ । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ…
’ଦ କେରଲା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ’କେରଲ ଷ୍ଟୋରୀ’ ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି କି ଦେଶରେ ସବୁଠି ଫିଲ୍ମ ଲୋକ ଦେଖୁଛନ୍ତି । ନିର୍ଦ୍ଧିଷ୍ଟ ଏକ…
ରାଘବ-ପରିଣୀତିଙ୍କ ନିର୍ବନ୍ଧ
ନୂଆଦିଲ୍ଲୀ: ଲୁଚି ଲୁଚି ପ୍ରେମ କରୁଥିଲେ । କ୍ୟାମେରା ଆଗରେ ଧରାପଡ଼ିବା ପରେ ଏବେ ସତସତିକିଆ ବାହାଘର ହେବ । ମେ ୧୩ରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି । ପୂର୍ବରୁ ଦୁହିଁଙ୍କ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ସତ ହେବାକୁ…