Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ବହୁ ଅପେକ୍ଷାର ଅନ୍ତ ଘଟିଲା : ରିଲିଜ ହେବ‘ପୁଷ୍ପା-୨’
ସ୍ୱାଧିନତା ଦିବସରେ ଦର୍ଶକ ଦେଖିବେ ପୁଷ୍ପା-୨
‘ଗଦର ୨’ ସଫଳ ହେବା ପରେ ଅଭିନୟରୁ ବିରତି ନେଇ ଆମେରିକା ଗଲେ ସନ୍ନି
ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଏବେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ ରହି ବାପା…
ସାଙ୍ଗ ସହ ନାଚିଲେ ମାଧୁରୀ ଦୀକ୍ଷିତ
ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁର୍ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ…
ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ କୁମାର
ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ୫୬ ବର୍ଷ ବୟସରେ ଅକ୍ଷୟ କୁମାର ପାଦ ଦେଇଥିବାବେଳେ ସକାଳୁ ସକାଳୁ ମହାକାଳେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେ ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ସହ କ୍ରିକେଟର…
‘ଯବାନ’ କ୍ରେଜ୍ ଚାଲିଛି
ସାରା ଦେଶରେ ଏବେ ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ଙ୍କ ଫିଲ୍ମର ଚାଲିଛି କ୍ରେଜ୍। ରାଜଧାନୀ ଭୁବନେଶ୍ବର ବି ଭଲ ବ୍ୟବସାୟ କରୁଛି । ଶହେ କୋଟି କ୍ଲବରେ ସାମିଲ ହୋଇଛି । ଗତ ଜାନୁଆରିରେ ଶାହରୁଖ୍ଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଠାନ୍’ର ରେକର୍ଡ ଭଙ୍ଗ କରିଛି । ଦର୍ଶକଙ୍କ…
ରିଲିଜ ହେଲା ସିନେମା ଯବାନ
ରିଲିଜ ହୋଇଛି ସିନେମା ଯବାନ । ଗତକାଲି ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସହରରେ ରିଲିଜ୍ ହୋଇଛି । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର…
ଯବାନ ଫିଲ୍ମ ଅଗ୍ରୀମ ବୁକିଂଚାଲିଛି
ଶାହାରୁଖ ଖାନଙ୍କ ‘ଯବାନ’ର କ୍ରେଜ ରିଲିଜ ହେବା ପୂର୍ବରୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଫିଲ୍ମର ଟିକେଟ ଖୁବ ଜୋରରେ ବୁକିଂ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ ଏବଂ ମୁମ୍ବାଇରେ ଫିଲ୍ମର ଟିକେଟ୍ ସର୍ବାଧିକ ବିକ୍ରି ହେଉଛି । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଫିଲ୍ମର ଅଗ୍ରୀମ…
ରେକର୍ଡ କଲା ସନ୍ନିଙ୍କ ’ଗଦର-୨’
ସନ୍ନିଙ୍କ ଫିଲ୍ମଟି କେବଳ ୫୦୦ କୋଟି ଟଙ୍କାର ବେପାର କରିନାହିଁ। ବରଂ ବହୁ ଜଲ୍ଦି ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ କରିଛି ମଧ୍ୟ। ‘ଗଦର-୨’ ୩ଟି ସପ୍ତାହ ପାର୍ କରି ଏବେ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ଚତୁର୍ଥ ସପ୍ତାହର ଆରମ୍ଭରୁ ଫିଲ୍ମଟି ଟାର୍ଗେଟ ପୂରା କରି ସାରିଲାଣି। ଯେତିକି…
ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଲେ କୋର୍ଟ
ଟିଭି ଶୋ 'ବାଳିକା ବଧୂ'ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଲେ କୋର୍ଟ। ମାମଲାରେ ଜଡିତ ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି। ବାସ୍ତବରେ ରାହୁଲ…
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା । ‘ଚନ୍ଦ୍ରଯାନ-୩’ର ସଫଳତାକୁ ସମଗ୍ର ଦେଶ ପାଳନ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଗର୍ବିତ ଥିବା ଜଣାଇଛନ୍ତି। ଇନଷ୍ଟା ଷ୍ଟୋରୀରେ ଇସ୍ରୋର ମହିଳା…