Browsing Category

Entertainment

All entertainment related news will be uploaded here

ଦୁବାଇରେ ଓଲିଉଡ୍ ପୁରସ୍କାର ମହୋତ୍ସବ 

ଦୁବାଇ: ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ ।  ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ  ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଦୁବାଇରେ ଆୟୋଜିତ ହେଉଛି । ଏଥିରେ ଓଡ଼ିଆ କଳାକାର ଜଗତର ବିଶିଷ୍ଟ କଳାକାର,…

ଚର୍ଚ୍ଚାରେ ବାବୁସାନ

ଓଡ଼ିଆ ସିନେ ଅଭିନେତା ବାବୁସାନ ମହାନ୍ତି ଗତ ବର୍ଷ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁତାକୁ ନେଇ ବେଶ୍‌ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀଙ୍କ ଦୃଢ଼ ପ୍ରତିବାଦ ସହିତ ଅନେକ କିଛି ଘଟଣା ଘଟିଯାଇଥିଲା। ଯାହା ସାରା ଓଡ଼ିଶାବାସୀଙ୍କୁ ଭଲ ଭାବେ ଜଣା। ତେବେ, ସମୟ ସହିତ…

ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ

ଭୋପାଲ: ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ଡିସେମ୍ବର ୧ରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥିବା ବେଳେ ଡିସେମ୍ବର ୨୯ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏହା ଏକ ହିନ୍ଦୁ ଧର୍ମ ବିରୋଧି ଫିଲ୍ମ…

ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ପହଞ୍ଚିଛନ୍ତି ଓଡ଼ିଆ କଳାକାର । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…

ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ

ନିର୍ଦେଶକ ଅନୁରାଗ ବସୁଙ୍କ ନୂଆ ସିନେମା ‘ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏହା ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ଦିନ ମୁକ୍ତିଲାଭ କରିବା ନେଇ ସ୍ଥିର ହୋଇଥିଲା।ଏହି ଚଳଚ୍ଚିତ୍ରଟି ଆଧୁନିକ ଯୁଗଳ…

ଚର୍ଚ୍ଚାରେ ତମନ୍ନା

ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାନ ହୋଇଥିବା ଏକ ୱେବସାଇଟ୍ Lotus365 ବେଟିଂ ଆପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତ୍ରୀ…

ବିବାହ କରିବେ ଭାଇଜାନ୍

ସାରା ଦେଶ ସଲମାନଙ୍କ ବିବାହ ବିଷୟରେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ୫୮ ବର୍ଷ ବୟସରେ ବ୍ୟାଚେଲର ରହିଛନ୍ତି ଦବଙ୍ଗ ଷ୍ଟାର ସଲମାନ୍ । ତେବେ ଟେଲିଭିଜନର ସୁପରହିଟ ରିଆଲିଟି ଶୋ’ରେ ସଲମାନ୍ ନିଜ ବିବାହକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ‘ବିଗ ବସ’ର ୱିକେଣ୍ଡ ୱାର ଏପିସୋଡରେ ଏଣ୍ଟ୍ରି…

ପଡିବ ହାତଗଣ୍ଠି ରଶ୍ମିକା ଓ ବିଜୟ

ଅଳ୍ପ ଦିନ କ୍ୟାରିଅରରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସମସ୍ତେ କ୍ରସ୍ ଗାର୍ଲ ବୋଲି କୁହନ୍ତି। ନିକଟରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୭ ବର୍ଷ କ୍ୟାରିଅର ପୂରଣ କରିଛନ୍ତି। ତେବେ ଏହି କ୍ୟାରିଅର ଭିତରେ ସେ ଅନେକ ଆକ୍ଟରଙ୍କ ସହ…

ବିବାହ କରିବେ ରକୁଲ-ଜ୍ୟାକି

ରକୁଲ୍‌ ପ୍ରୀତ୍ ସିଂହଙ୍କ ବିବାହର ସାହାନାଇ ଆସନ୍ତା ଫେବ୍ରୁଆରିରେ ବାଜିବାକୁ ଯାଉଛି। ନିଜ ପୁରୁଷ ବନ୍ଧୁ ଅଭିନେତା ଓ ପ୍ରଯୋଜକ ଜ୍ୟାକି ଭାଗ୍‌ନାନିଙ୍କୁ ସେ ଆସନ୍ତା ଫେବ୍ରୁଆରି ୨୨ରେ ବିବାହ କରିବାକୁ ଯାଉଛନ୍ତି। ଗତ ୨ ତାରିଖ ଦିନ ରାତିରେ ଉଭୟ ନୂଆବର୍ଷ ପାଳନ କରିବା ପରେ  ମୁମ୍ବାଇ…

କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ କରୀନା

କିଛି ଦିନ ପୂର୍ବରୁ, ୟଶ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ, ଯାହାର ନାମ ଥିଲା ‘ଟକ୍ସିକ୍’। ନିର୍ଦ୍ଦେଶକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମଟି କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ୟଶଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି।