Browsing Category

Entertainment

All entertainment related news will be uploaded here

ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ରାଜସ୍ଥାନ: ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରାଙ୍କ ଆଜି ହେବ ବାହାଘର । । ଦୁହେଁ ରାଜକୀୟ ଅନ୍ଦାଜରେ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ସାଢେ ୧୧ଟାରେ ହଳଦୀ ମହେନ୍ଦୀ ନୀତି ସମ୍ପନ୍ନ ହୋଇଛି । ଦୁହେଁ ପରିବାର ଲୋକଙ୍କ ଗହଣରେ ହଲଦୀ ଲଗାଇ…

ରାଘବ ଓ ପରିଣୀତିଙ୍କ ବାହାଘର

ରାଘବ ଓ ପରିଣୀତିଙ୍କ ବାହାଘର ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।  ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ବାହାଘର ପାଇଁ ପରିବାର ପହଁଚିଛନ୍ତି। ବାହାଘର ପାଇଁ ଏହି ଦୁଇ ପରିବାର ଏବେ ଯାଇ ଉଦୟପୁରରେ ପହଞ୍ଚିଛନ୍ତି।  ସେପ୍ଟେମ୍ବର…

‘ଗଦର-୨’ ହେବ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର ୨’କୁ ରିଲିଜ୍‌ ହେବାର ୪୦ ଦିନ ହୋଇଗଲାଣି। ତେବେ ଜାଣିବାକୁ ମିଳିଛି ଯେ ସିନେମାର ରାଇଟ୍‌ସ ବା ଅଧିକାର ଓଟିଟି ପ୍ଲାଟ୍‌ଫର୍ମ ଜି୫କୁ ମିଳିଛି। ଫିଲ୍ମଟି  ଅକ୍ଟୋବର ୬ ତାରିଖରେ ଏଠାରେ ରିଲିଜ୍‌ ହେବ। ଏବେ ବଲିଉଡ ଅଭିନେତା ସନ୍ନି…