Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ
ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।ବିଶେଷ କରି ରାଜ୍ୟର…
ସାଉଥରେ ଡେବ୍ୟୁ କରିବେ ଅକ୍ଷୟ
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଷ୍ଣୁ ମଞ୍ଚୁଙ୍କ ନିର୍ମିତ ‘କନ୍ନପ୍ପା’ ଫିଲ୍ମରେ ଅକ୍ଷୟ ନଜର ଆସିବେ ବୋଲି ମଙ୍ଗଳବାର ଜଣାପଡ଼ିଛି। ଏହା ଏକ ପୌରାଣିକ ଆଧାରିତ ଫିଲ୍ମ…
ଅଡ଼ୁଆରେ ରବି କିଶନ
ଗୋରଖପୁରର ବିଜେପି ସାଂସଦ ରବି କିଶନ ଏକ ବଡ଼ ବିବାଦରେ ଫସିଥିବା ଜଣାପଡିଛି । ଜଣେ ମହିଳା ନିଜକୁ ରବି କିଶନଙ୍କ ପତ୍ନୀ ବୋଲି ଦାବି କରିଛନ୍ତି। ଲକ୍ଷ୍ନୌରେ ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସିଥିବା ଜଣେ ମହିଳା ତାଙ୍କ ଝିଅକୁ ରବି କିଶନଙ୍କ ଝିଅ ଭାବରେ ଗ୍ରହଣ କରିବାକୁ ଏବଂ ତାଙ୍କୁ ସାମାଜିକ…
କାହା ଟାର୍ଗେଟରେ ସଲମାନ୍?
ବଲିଉଡ୍ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ।ବିଗତ କିଛି ବର୍ଷର ଘଟଣାବଳୀକୁ ଦେଖିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ରହି ଆସିଛନ୍ତି ସଲମାନ। ଲରେନ୍ସ ବିଶ୍ନୋଇ…
ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ
ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ସୋସିଆଲ…
ନୂଆ ରୂପରେ ‘ବଡ଼େ ମିଆଁ ଛୋଟେ ମିଆଁ’
୧୯୯୮ରେ ଆସିଥିଲା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଆକ୍ସନ୍ କମେଡି ସିନେମା ‘ବଡ଼େ ମିଆଁ ଛୋଟେ ମିଆଁ’। ତା’ ସହିତ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ର କିଛିଟା ସାମଞ୍ଜସ୍ୟ ଅଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ମୁଖ୍ୟ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ…
ଥାନାରେ ରାଣୀ ପଣ୍ଡା
ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରନ୍ତି । ତେବେ ଏହା ମଧ୍ୟରେ ରାଣୀ ନିଜ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥାକୁ ମିଡ଼ିଆ ଆଗରେ…
ସଫଳ ଦାମ୍ପତ୍ୟ ଯୋଡ଼ି
ବଲିଉଡର ହିଟ୍ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ ପଡ଼ିଯାଉଥିଲେ। ଅନେକ…
ଅଗଷ୍ଟ ୧୫ରେ‘ପୁଷ୍ପା ୨’ରିଲିଜ୍ ହେବ
ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିଲା। କିଛି ମାସ ତଳେ ଫିଲ୍ମର ପୋଷ୍ଟର…
ରାମନବମୀରେ ଘୋଷଣା ହେବ ‘ରାମାୟଣ’
ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ ରାମଙ୍କ ଭୂମିକାରେ ରଣବୀର, ସୀତା…