Trending
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
Browsing Category
Entertainment
All entertainment related news will be uploaded here
ବିବାହ କଲେ ତାପସୀ
ବଲିଉଡ୍ ଦୁନିଆରୁ ବି ମନକୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସଙ୍କ ପସନ୍ଦ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍ରୁ ମିସେସ୍ ପାଲଟି ଯାଇଛନ୍ତି । ଅଭିନେତ୍ରୀ ନିଜର ବହୁ ଦିନର ବିଦେଶୀ ବୟଫ୍ରେଣ୍ଡ ମାଥିଆସ୍ ବୋଙ୍କୁ ଲୁଚି ଲୁଚି ବିବାହ କରିଛନ୍ତି ।ଗତ ୨୩…
ଏକାଠି ହେଲେ ମଲାଇକା ଅରବାଜ
ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ଛାଡପତ୍ର ହେବାର ଅନେକ ବର୍ଷ ବିତିଗଲାଣି। ଅରବାଜ ତାଙ୍କ ଜୀବନରେ ବହୁତ ଆଗକୁ ଆସିଛନ୍ତି। ସେ ବର୍ତ୍ତମାନ ଶୁରାଙ୍କୁ ବିବାହ କରିଛନ୍ତି। ପୁଅ ଅରହାନ କାରଣରୁ, ମଲାଇକା ଏବଂ ଅରବାଜ ପ୍ରାୟତଃ ଏକାଠି ଦେଖାଯାଇଥାନ୍ତି। କିନ୍ତୁ ଶୁରାଙ୍କ ସହ ବିବାହ ପରେ ଦୁହେଁ…
ମା ହେବାକୁ ଚାହୁଁଛନ୍ତି ରାଣୀ
ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଆକ୍ଟ୍ରେସଙ୍କ ଭିତରୁ ରାଣୀ ମୁଖାର୍ଜୀ ଅନ୍ୟତମ। ନିକଟରେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ ବଖାଣିଛନ୍ତି ଆବରଶନ ସମୟରେ ତାଙ୍କୁ କେତେ କଷ୍ଟ ହୋଇଥିଲା। ସେ କହିଥିଲେ ଯେ ମୋତେ ଏହା ଖୁବ ଡର ଲାଗୁଛି । ତେବେ ସେ…
ଚର୍ଚ୍ଚାରେ ଅଙ୍କିତା
ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବଢିବାରେ ଲାଗିଥିଲା। ଆଜି ଏହି…
ଅଯୋଧ୍ୟାରେ ପ୍ରିୟଙ୍କା
କିଛି ଦିନ ପୂର୍ବରୁ ଭାରତ ଫେରିଥିବା ପ୍ରିୟଙ୍କା ଆଜି ସ୍ବାମୀ ନିକ ଜୋନାସ ଏବଂ ଝିଇ ମେରି ମାଳତୀ ଜୋନାସଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମ ଜନ୍ମଭୂମିରୁ ତାଙ୍କ ପରିବାର ସହିତ ପିସିଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି।ପ୍ରିୟଙ୍କାଙ୍କ ସହ ତାଙ୍କ ମା’ ମଧୁ ଚୋପ୍ରା ମଧ୍ୟ ଅଯୋଧ୍ୟା ଯାଇଛନ୍ତି।…
ବେଦା’ର ଟିଜରରେ ଜନ୍ ଆବ୍ରାହମ୍ ତମନ୍ନାଙ୍କ କେମିଷ୍ଟ୍ରୀର ଝଲକ
ବହୁ ପ୍ରତୀକ୍ଷିତ ଫିଲ୍ମ ବଲିଉଡ଼ର ଅଭିନେତା ଜନ୍ ଆବ୍ରାହମଙ୍କ ‘ବେଦା’ର ଟିଜର ଆଉଟ୍ ହୋଇସାରିଛି । ନିଖିଲ ଆଡ଼ଭାନୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମରେ ଶରବରୀ ୱାଗ୍ ଏବଂ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିବେ । ଜନ୍ ଆବ୍ରାହିମ୍ ନିଜ ଇନଷ୍ଟାଗ୍ରାମରେ ‘ବେଦା’ର ଟିଜର…
ମଞ୍ଚରେ ଶାହରୁଖ୍ ସଲ୍ମାନଙ୍କ ଝଗଡ଼ା
ସୁପର୍ଷ୍ଟାର୍ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଜାମନଗରରେ ମଞ୍ଚ ଉପରେ ଦେଖିବାକୁ ମିିଳିଥିଲା। ସେଠାରେ ଦୁଇ ସୁପର୍ଷ୍ଟାର୍ ମଜାକ୍ ମଜାକ୍ରେ ଲଢୁଥିବାର ଦେଖିବାକୁ ମିଳିଥିଲେ, ଯାହାକି ଉପସ୍ଥିତ ସମସ୍ତଙ୍କୁ ବେଶ୍…
ମଧୁବାଲାଙ୍କ ଉପରେ ହେବ ବାୟୋପିକ୍
ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍ଶୀଘ୍ର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଉକ୍ତ ବାୟୋପିକ୍…
ସାଉଥରେ ଡେବ୍ୟୁ କରିବେ କରୀନା
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, କରୀନା କନ୍ନଡରେ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍’ରେ ଅଭିନୟ କରିବେ | ଏହି ଚର୍ଚ୍ଚା ମଧ୍ୟରେ କରୀନା କହିଛନ୍ତି, “ମୁଁ ବହୁତ ବଡ…
ହସ୍ପିଟାଲରେ ବିଗ ବି
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି। ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ବିଗ ବି ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଅମିତାଭ…