Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Entertainment
All entertainment related news will be uploaded here
ଅଜୟ କାଜୋଲ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା
ବଲିଉଡ୍ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍ଗନ୍ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜ ବିବାହକୁ ନେଇ ବୁଧବାର ଏକ ସାକ୍ଷାତ୍କାରରେ କାଜୋଲ ନୂତନ ଖୁଲାସା କରିଛନ୍ତି। ବିବାହ ପାଇଁ ସେ…
ଅନ୍ତର୍ଜାତୀୟ ସଂଗଠନର ଗୁଡଓ୍ବିଲ ଆମ୍ବାସାଡର ହେଲେ ଓଡ଼ିଆ ଯୁବକ
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ, ପ୍ରମୋଟର ଓ କ୍ୟୁରେଟର ଜିତେନ୍ଦ୍ର ମିଶ୍ରଙ୍କୁ ‘ସିଫେଜର ସଦିଚ୍ଛା ଦୂତ ବା ଗୁଡ୍ଓ୍ବିଲ ଆମ୍ବାସାଡର୍’ ଭାବେ ମନୋନୀତ କରାଯାଇଛି।ଫ୍ରେଞ୍ଚ ଭାଷାରେ ସିଫେଜର ପୂର୍ଣ୍ଣ ରୂପ ହେଉଛି ‘ସେଣ୍ଟର ଇଣ୍ଟରନ୍ୟାସନାଲ୍ ଡି ଫିଲ୍ମ ପୋର୍…
କିଏ ଅଧିକ ଧନୀ?ରଣବୀର ନା ଆଲିଆ
ଜାତୀୟ ଗଣମାଧ୍ୟମ ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ ରଣବୀର କପୁର ୩୪୫କୋଟି ଟଙ୍କାର ମାଲିକ ଅଟନ୍ତି। ରଣବୀର ଏକ ଚଳଚ୍ଚିତ୍ର ପାଇଁ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି। ଏହା ସହିତ ସେ ଫିଲ୍ମର ଲାଭରୁ ମଧ୍ୟ ନିଜର ଭାଗ ନିଅନ୍ତି। ଆୟ କରୁଥିବା ଟଙ୍କାକୁ ରଣବୀର ବିଳାସପୂର୍ଣ୍ଣ କାର…
ଏନଟିଆର ହ୍ରିତିକ ମଧ୍ୟରେ କଡ଼ା ଟକ୍କର
ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୁଦ୍ଧ ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ସେ ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଆସନ୍ତା ମାସରେ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଫିଲ୍ମର ଦ୍ୱିତୀୟ କାର୍ୟ୍ୟସୂଚୀ…
ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ନିଅନ୍ତି କରୀନା
କରୀନା ତାଙ୍କର ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ନିଅନ୍ତି। କରୀନା ଏକ ବାର୍ତ୍ତାଳାପ ଜରିଆରେ ନିଜେ ଏହି କଥାକୁ ପରୋକ୍ଷାରେ ସତ ବୋଲି କହିଛନ୍ତି। ଯେତେବେଳେ ଏକ ସାକ୍ଷାତ୍କାରରେ କରୀନାଙ୍କୁ ପଚରାଗଲା କି ସେ ଗୋଟାଏ ସିନେମା ପାଇଁ ୧୦-୧୫ କୋଟି ଟଙ୍କା ଫିସ୍ ନେଉଛନ୍ତି…
ଅମୀରଙ୍କ ଛାଡ଼ପତ୍ର
ବଲିଉଡ଼ ସେଲିବ୍ରିଟି ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାନ୍ତି ଅମୀର ଖାନ । ସେ ଥରେ ନୁହେଁ ଦୁଇଥର ବିବାହ କରିଥିଲେ ଏବଂ ପରେ ଦୁଇଜଣଙ୍କଠାରୁ ଛାଡ଼ପତ୍ର ହୋଇଥିଲା। ୨୦୨୧ରେ ସେ ସୋସିଆଲ ମିଡିଆରେ ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କଠାରୁ…
ଆକ୍ସନ ଅବତାର ଶାହିଦ୍
ତେରୀ ବାତୋ ମେଁ ଐସା ଉଲ୍ଝା ଜିଆ’ ପରେ ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କୁ ଫିଲ୍ମ ‘ଦେବା’ରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓଜ୍’ ଓ ‘ରଏ କପୁର ଫିଲ୍ମସ୍’ ପକ୍ଷରୁ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରୋଶନ୍ ଆଣ୍ଡ୍ୟୁଜ୍ ନିର୍ଦ୍ଦେଶନା ଦେଉଥିବା ବେଳେ ସିଦ୍ଧାର୍ଥ ରଏ କପୁର ଏହି…
ଛାଡ଼ପତ୍ର ବିଷୟରେ ଲେଖାଥିବା ପୋଷ୍ଟକୁ ଲାଇକ୍ କଲେ ଅଭିଷେକ ବଚ୍ଚନ
ବଲିଉଡ୍ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ…
ବିବାହର ୪ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା
ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି। ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ଭାବେ…
ଜାହ୍ନବୀ ଅସୁସ୍ଥ
ବଲିଉଡର ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀ କପୂରଙ୍କ ଦେହ ଏବେ ଅସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ଦେହ ଖରାପ ହେବା କାରଣରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ସୁସ୍ଥ ହୋଇ ନଥିବା ଜଣା ପଡିଛି । ଫଳରେ ବଲିଉଡର ଏହି ବୁଲବୁଲ ପ୍ରାୟ ୨ ଦିନ ହସ୍ପିଟାଲରେ ରହି ପାରନ୍ତି…