Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Entertainment
All entertainment related news will be uploaded here
ଫୁଲରେ ତିଆରି ଓଢ଼ଣୀ ପିନ୍ଧି ଅମ୍ବାନୀଙ୍କ ବୋହୂ
ଅମ୍ବାନୀ ପରିବାରରେ ଏବେ ଖୁସିର ମାହୋଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ଏହା…
ପରଲୋକରେ ଉଷା ଉତ୍ଥୁପଙ୍କ ପତି
ବଲିଉଡର ଲୋକପ୍ରିୟ ଗାୟିକା ପଦ୍ମଭୂଷଣ ସମ୍ମାନପ୍ରାପ୍ତ କଣ୍ଠଶିଳ୍ପୀ ଉଷା ଉତ୍ଥୁପଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ଉଷାଙ୍କ ପତି ଜାନୀ ଚାକୋ ଉତ୍ଥୁପ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି । କାର୍ଡିୟକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ରିପୋର୍ଟ…
ଭଜନକୁ ନେଇ ହ୍ୟୁମାନ୍ ସାଗର ଓ ତାଙ୍କ ସହ ସିଙ୍ଗର ନାଁ ରେ ମାମଲା ରୁଜୁ
ପୁଣି ଥରେ ସମସ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁୁ ହୋଇଛି । ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି …
ଖୁବ ଶୀଘ୍ର ଓଟିଟିରେ ରିଲିଜ୍ ହେବ କଲ୍କି
ବକ୍ସ ଅଫିସରେ ଧମାଲ କରିଛି ନିକଟରେ ରିଲିଜ୍ ହୋଇଥିବା 2898 AD । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି । ରିଲିଜ୍ ହେବାର ମାତ୍ର ୧୧ ଦିନରେ ଫିଲ୍ମ ୫୦୦ କୋଟିରୁ ଉର୍ଦ୍ଧ୍ୱ କଲେକ୍ସନ୍ କରିଛି । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି…
ହାତ ଛାଡ଼ିବେ କି ! ହିନାଙ୍କ ବୟଫ୍ରେଣ୍ଡ
ୟେ ରିସ୍ତା କ୍ୟା କେହଲତା ହୈ’ ର ଅକ୍ସରା ଭାବେ ପରିଚିତ ହିନା ଖାନ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ହିନା ତାଙ୍କ ଅଭିନୟ ଜୀବନ ଅପେକ୍ଷା ତାଙ୍କ ପ୍ରେମ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି । ହିନା ୧୧ ବର୍ଷ ଧରି ରକି ଜୈସୱାଲଙ୍କୁ ଡେଟ କରୁଥିଲେ ବୋଲି ସମସ୍ତେ ଜାଣିଛନ୍ତି । ଯଦିଓ…
ସରିଲା ଅନନ୍ତ-ରାଧିକାଙ୍କ ସଙ୍ଗୀତ ସେରିମନି
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରିମନି। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ…
ମିର୍ଜାପୁର ସିରିଜ ୩
ଅନେକ ଦିନରୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ୱେବ ସିରିଜ ଓଟିଟି ଫ୍ଲାଟଫର୍ମରେ ରିଲିଜ ହୋଇସାରିଛି । ସିରିଜରେ ଏଥର ଅଭିନେତା ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଶ୍ୱେତା ତ୍ରିପାଠୀ ତଥା ବିଜୟ ବର୍ମା ନଜର ଆସୁଛନ୍ତି । ମିର୍ଜାପୁରର ସିଜନ, ୩ ବର୍ଷର ସବୁଠୁ…
କେମୋଥେରାପି ପୂର୍ବରୁ ଚୁଟି କାଟିଲେ ହିନା ଖାନ
ସ୍ତନ କର୍କଟ ସହିତ ଲଢୁଥିବା ଟିଭି ଅଭିନେତ୍ରୀ ହିନା ଖାନ । ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଏହା ଦେଖିବାକୁ ମିଳେ ଯେ ଏହି ରୋଗର ଚିକିସା ପାଇଁ ଅଭିନେତ୍ରୀ କେଶ କାଟିଛନ୍ତି । ସଂପୂର୍ଣ କେଶ କାଟିବା ସତ୍ବେ ହିନା ଖାନ ଆମବିଶ୍ବାସରେ ତାଙ୍କର ସମ୍ପୂର୍ଣ…
ବାପା ହେବାକୁ ଯାଉଛନ୍ତି ଅରବାଜ୍
ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତା ଅରବାଜ ଖାନ୍ ବ୍ୟକ୍ତିଗତ ଜୀବନକୁ ନେଇ। କିଛି ମାସ ପୂର୍ବରୁ ସେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ୍ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବିବାହର କିଛି ମାସ ପୂର୍ବରୁ ଏବେ ଶୁରା ଗର୍ଭବତୀ ଥିବା କୁହାଯାଉଛି। ଉଭୟଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି…
ହାଇକୋର୍ଟ ଗଲେ ଏଲିନା ଦାସ
ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟ ଗଲେ ଏଲିନା ଦାସ। ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ବିଜେଡି ନେତ୍ରୀ ଏଲିନା ଦାସ। ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା କହିଲେ ଏଲିନାଙ୍କ ଓକିଲ। ଆଇନଜିବୀ ବ୍ୟୋମକେଶ ତ୍ରିପାଠୀ…