Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ରାଜନୀତିରେ ଏଣ୍ଟ୍ରି କଲେ ଥାଲାପତି
ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ତାମିଲ ସିନେମାର ସୁପରଷ୍ଟାର ବିଜୟଙ୍କ ରାଜନୈତିକ ପାର୍ଟି ‘ତାମିଲଗା ବେତ୍ରୀ କଝଗମ’ (TVK)କୁ ନିର୍ବାଚନ ଆୟୋଗ ତରପରୁ ମାନ୍ୟତା ମିଳିସାରିଛି । ଏଥର ସିନେମା ଥିଏଟରରେ ନୁହେଁ, ନିର୍ବାଚନ ମଇଦାନରେ ଲଢିବେ ସୁପରଷ୍ଟାର…
ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ
ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା। ଗଣେଶ ଚତୁର୍ଥୀ ପରଦିନ ଦୀପବୀରଙ୍କ ଘରକୁ ହୋଇଛି ଲକ୍ଷ୍ମୀଙ୍କ ଆଗମନ। ତେବେ ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବାବେଳେ ୨୦ ଦିନ…
ଧମାଲ କରୁଛି ‘ସ୍ତ୍ରୀ୨’
ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ…
ପୁରୁଣା ଭିଡ଼ଓ ଭାଇରାଲ ହେବା ପରେ କଙ୍ଗନା ରଖିଲେ ନିଜ ମତ
ବଲିଉଡ଼ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ବି ହେବାକୁ ପଡ଼ିଛି । ଆସନ୍ତା ସେପ୍ଟେମ୍ବର 6 ତାରିଖରେ କଙ୍ଗନାରାଣାୱତ ଅଭିନୀତ ଏମାରଜେନ୍ସି…
ରଣବୀରଙ୍କ ରାଗ
ଏକ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ…
ଏମ୍ପି କଙ୍ଗନା ରାଣାଓ୍ବତଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ଭାରତ ଭାଗ୍ୟ ବିଧାତା’
ଅଭିନେତ୍ରୀ ତଥା ଲୋକ ସଭା ଏମ୍ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ସେ ଅଭିନୟ…
ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି ଭାଇଜାନ
ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ ସର୍ବଦା ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି। ଏହାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି। ପିଞ୍ଜରା ହାଡ଼ରେ ଆଘାତ ଥିବା ସତ୍ତ୍ୱେ ମଧ୍ୟ ସଲ୍ମାନ ପୁଣିଥରେ ନିଜର ଆଗାମୀ ଫିଲ୍ମ ‘ସିକନ୍ଦର’ର ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ସେଟ୍ରୁ…
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି।…
ଶାଶୁଘରେ ଐଶ୍ୱର୍ଯ୍ୟା
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ…
ଅଭିନେତ୍ରୀ ତଥା ନୃତ୍ୟ ନିର୍ଦ୍ଦେଶିକାଙ୍କୁ ନିର୍ମମ ହତ୍ୟା
ସେ ଖୁବ ସୁନ୍ଦର ସହ ଜଣେ ସଫଳ ଅଭିନେତ୍ରୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଅଚନାକ ବନ୍ଦ କୋଠରୀରୁ ତାଙ୍କ…