Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ
ସୋମବାର ବିଳମ୍ବିତ ରାତିରେ ଦେଶର ସୁପରଷ୍ଟାର ଅଭିନେତା ରଜନୀକାନ୍ତ (୭୩) ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେନ୍ନାଇ ପୋଲିସର କହିବାନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା…
ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’
ଜୁନିୟର ଏନ୍ଟିଆର୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍ରେ ମଧ୍ୟ ଧମାଲ୍ ମଚାଇବାରେ ଲାଗିଛି। କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ…
ଓସ୍କାର ବିଜୟିନୀ ଅଭିନେତ୍ରୀଙ୍କ ପରଲୋକ
ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍ରେ ସେ ପ୍ରଫେସର ମାକ୍ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍ ଅଫ୍ ମିସ୍ ଜିନ୍ ବ୍ରୋଡି’…
ଆଇଫା ଉତ୍ସବ ୨୦୨୪ : ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ସିନେମା ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କ…
ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ତାଙ୍କର ଚମତ୍କାର ଅଭିନୟ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଅଭିନେତ୍ରୀଙ୍କ ଏହି ଚମତ୍କାର ପ୍ରଦର୍ଶନ ଦେଖି ତାଙ୍କୁ ଆବୁଧାବିରେ ଆୟୋଜିତ IIFA 2024…
୪୮ ବର୍ଷ ବୟସରେ ପାଦ ଦେଲେ ପଙ୍କଜ ତ୍ରିପାଠୀ
୬ ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଓ ଥରେ ଫିଲ୍ମଫେୟାର ଜିତିଥିବା ପଙ୍କଜ ତ୍ରିପାଠୀଙ୍କୁ ଆଜି ୪୮ ବର୍ଷ ବୟସ ହୋଇଛି। ବିହାରର ଏକ ଛୋଟ ଜିଲ୍ଲାରୁ ଆସି ପଙ୍କଜ ତ୍ରିପାଠୀ ଏକଦା ଏକ ହୋଟେଲରେ କାମ କରୁଥିଲେ। କେବଳ ଏତିକି ନୁହେଁ, ହୋଟେଲରେ କାମ କରିବା ସହିତ ପଙ୍କଜ ତ୍ରିପାଠୀ…
ରିଲିଜ୍ ହେଲା “ଦେବରା”
ତାମିଲ ଚଳଚ୍ଚିତ୍ର ‘ଜି.ଓ.ଏ.ଟି.’ରେ ସୁପର୍ଷ୍ଟାର୍ ଥଲପତି ବିଜୟ ଯେପରି ବାପା-ପୁଅଙ୍କ ଯୁଗ୍ମ ଭୂମିକାରେ ଅଭିନୟ କରିଥିଲେ ତେଲୁଗୁ ସୁପର୍ଷ୍ଟାର୍ ଜୁନିଅର୍ ଏନ୍ଟିଆର୍ ମଧ୍ୟ ‘ଦେବରା: ପାର୍ଟ ୧’ରେ ଅନୁରୂପ ଭାବେ ଉଭୟ ବାପା-ପୁଅ ଭୂମିକାରେ ଅଭିନୟ କରିଛନ୍ତି। ଏହା ଦର୍ଶାଇଥାଏ ଯେ…
ଛାଡପତ୍ର ଦେବେ ଉର୍ମିଳା
ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଛାଡପତ୍ର ନେବାକୁ ଯାଉଛନ୍ତି । ବିବାହର ୮ ବର୍ଷ ପରେ ଉର୍ମିଳା ସ୍ୱାମୀ ମୋହସିନଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ।୮ ବର୍ଷର ବିବାହ ପରେ ଉର୍ମିଳା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ…
‘ଭୁଲ୍ ଭୁଲୈୟା ୩’ ର ଟିଜର୍ ରିଲିଜ୍
ଖୁବ୍ ଶୀଘ୍ର ଆସୁଛି ‘ଭୁଲ୍ ଭୁଲୈୟା ୩’। ଚଳିତ ବର୍ଷର ଦୀପାବଳିରେ ସିନେମା ଘରେ ଜବରଦସ୍ତ ଧମାକା କରିବ । ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢି ଚାଲିଛି । ଏବେ ଫିଲ୍ମର ନିର୍ମାତାମାନେ ୧ ମିନିଟ୍ ୪୬ ସେକେଣ୍ଡର ଏକ…
ମୁଁ ଦେଇଥିବା ବୟାନ ପ୍ରତ୍ୟାହାର କରୁଛି – କଙ୍ଗନା ରାଣାୱତ
ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ପୂର୍ବରୁ ଦେଇଥିବା ବୟାନକୁ ପ୍ରତ୍ୟାହାର କରିଛନ୍ତି କଙ୍ଗନା। ସେ କହିଛନ୍ତି କୃଷି ଆଇନକୁ ନେଇ ମୁଁ ଦେଇଥିବା…
ମୁହଁଖୋଲିଲେ କୈଳାଶ
ବଲିଉଡର ଜଣାଶୁଣା ଗାୟକ କୈଳାଶ ଖେରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ୨୦୦୪ରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା କୈଳାଶ ଆଜି କେବଳ ଭାରତ ନୁହେଁ ବରଂ ତାଙ୍କର ସୁମଧୁର ସ୍ୱରର ଯାଦୁରେ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କୈଳାଶ ଆଜି ପର୍ଯ୍ୟନ୍ତ ଯାହାବି…