Browsing Category

Entertainment

All entertainment related news will be uploaded here

 ‘ଧୁରନ୍ଧର ୨’ର ଟିଜର ରିଲିଜ

‘ଧୁରନ୍ଧର ୨’ର ଟିଜର ରିଲିଜ ହୋଇଛି । ଏହାରି ମଧ୍ୟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର ସିଂଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି । ଫିଲ୍ମର ନିର୍ମାତା ନିକଟରେ ରଣବୀର ସିଂଙ୍କ ‘ଧୁରନ୍ଧର ୨’ ର ପ୍ରଥମ ପୋଷ୍ଟର…

ଫେବୃଆରୀ ୨ ରେ ନୁହେଁ, ୨୬ରେ ହେବ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ

ଗ୍ଲାମର ୱାର୍ଲ୍ଡର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା। ବର୍ତ୍ତମାନ ଦୁହେଁ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଆଠ ବର୍ଷର ଡେଟିଂ ପରେ, ଏହି କପଲ ସାତଫେରା ନେବେ। କୁହାଯାଉଛି ଯେ ସେମାନେ ଫେବୃଆରୀ ୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ଏବେ ଏକ…

ଯାଆଁଳା ଶିଶୁର ବାପା ମା ହେଲେ ରାମଚରଣ

ସାଉଥର ପପୁଲାର ଅଭିନେତା ରାମ ଚରଣ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ଯାଆଁଳା ଛୁଆ ଜନ୍ମ କରିଛନ୍ତି । ଗୋଟିଏ ପୁତ୍ର ସନ୍ତାନ ହୋଇଥିଲାବେଳେ ଅନ୍ୟଟି କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଏହି ଖବର ତାଙ୍କ ଘରେ ଆନନ୍ଦର ଲହରୀ ଖେଳେଇ ଦେଇଛି । ଏହାରି ମଧ୍ୟରେ…

ଏହି କାରଣରୁ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ

ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଚମତ୍କାର ଅଭିନୟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ପାଇଁ ସେ ବେଶ୍ ଜଣାଶୁଣା । ମା’ ହେବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ତେଣୁ ସେ ଏବେ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାଁନ୍ତି ବୋଲି…

ଅନୁଭବ ଓ ବର୍ଷା ବିବାଦ : ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅନୁଭବଙ୍କ ବିରୋଧରେ ଚାଲିବ ମାମଲା

ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିଲେ ଏତଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ ।…

ବଲିଉଡ୍‌ର ବାଜିରାଓ ରଣବୀର ସିଂହ ବିରୋଧରେ ଦୈବ ପରମ୍ପରାକୁ ଅପମାନିତ କରିବା ମାମାଲା ରୁଜୁ

ବଲିଉଡ୍‌ର ବାଜିରାଓ ରଣବୀର ସିଂହ ଏବେ ଅଡୁଆରେ ଫସିଛନ୍ତି। କିଛି ମାସ ପୂର୍ବରୁ, ସେ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର "କାନ୍ତାରା: ଏ ଲିଜେଣ୍ଡ - ଚାପ୍ଟର ୧ "ର ଦୈବା ସିନ୍କୁ ନକଲ କରୁଥିବାର ଦେଖାଯାଇଥିଲା। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏପରି କରିବା ପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ…

ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ, ସୋସିଆଲ ମିଡିଆ ଆକାଉଣ୍ଟରେ କଲେ ଘୋଷଣା

ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ । ଏଣିକି ଆଉ ଗୀତ ଗାଇବେନି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରିଜିତ ସିଂ । ଏନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ନିଜେ ଅରିଜିତ ସିଂ । କହିଛନ୍ତି ଯେ ମୁଁ ଏବେ ବୋର୍ ହୋଇଗଲିଣି, ଆଉ ଗୀତ ଗାଇବିନି! । ସେ ଆହୁରି ମଧ୍ୟ…

‘ଲାଫ୍ଟର ସେଫ୍ ୩’ଗ୍ରାଣ୍ଡ ଫିନାଲେ : ବିଜେତା ଟ୍ରଫି ହେତେଇଲା ଟିମ୍ କାଣ୍ଟା

ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ଲାଫ୍ଟର ସେଫ୍ ୩’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏବେ ଏହି ଶୋ‘କୁ ବିଜେତା ଟିମ୍ ମିଳି ସାରିଛି । ଗତକାଲି କାଣ୍ଟା ଟ୍ରଫି ଏବଂ ଟିମ୍ ଛୁରୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ଟିମ୍ କାଣ୍ଟା ବିଜେତା ଟ୍ରଫି ହାତକୁ ନେଇଥିଲା । ଟିମ୍…

ସଂଗୀତ ଜଗତରୁ ହଜିଗଲା ଜଣେ ତାରକା, ଆରପାରିରେ ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର

ସଂଗୀତ ଜଗତରୁ ହଜିଗଲା ଜଣେ ତାରକା । ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ…

‘ଧୁରନ୍ଧର ୨’ ଓପନିଂ ରେକର୍ଡ ଭାଙ୍ଗିବାରେ ସଫଳ ହେଲା ‘ବର୍ଡର ୨’

ଶେଷରେ ରିଲିଜ୍ ହୋଇଛି ମୋଷ୍ଟ ଅୱେଟେଡ୍ ଫିଲ୍ମ ‘ବର୍ଡର ୨’ । ରିଲିଜ୍ର ପ୍ରଥମ ଦିନରେ ହିଁ ଫିଲ୍ମଟି ଦମ୍ଦାର ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ବକ୍ସ ଅଫିସରେ ଦର୍ଶକଙ୍କ ଠାରୁ ‘ବର୍ଡର ୨’କୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଏହା ଏକ ବମ୍ଫର ଓପନିଂ ବି କରିଛି । ଯଦିଓ ଫିଲ୍ମଟି ଆଶାଠାରୁ…