Browsing Category

Entertainment

All entertainment related news will be uploaded here

ମା ହେବେ କିଆରା ଆଡଭାନୀ

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି। ଫ୍ୟାନ୍ସମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଏକ କୁନି ଅତିଥି ଆସିବାକୁ ଯାଉଛି। ଏହି ଦମ୍ପତି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଶୁକ୍ରବାର ଇନଷ୍ଟାଗ୍ରାମରେ…

ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ବାପାଙ୍କୁ ମୁଖାଗ୍ନୀ ଦେଲେ ବାବୁସାନ୍ । ଭୁବନେଶ୍ବରର  ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଉତ୍ତମଙ୍କୁ ମୁଖାଗ୍ନୀ ଦେଇଛନ୍ତି ପୁଅ ବାବୁସାନ୍ ।  ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ  ସତ୍ୟନଗର  ଶ୍ମଶାନରେ ଉତ୍ତମ ମାହାନ୍ତିଙ୍କୁ ରାଷ୍ଟ୍ରୀୟ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କର ହେବ ଶେଷକୃତ୍ୟ

ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତେବେ ଉତ୍ତମଙ୍କ ବିୟୋଗରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଉତ୍ତମଙ୍କ ପୁଅ ସହିତ କଥା…

ପରଲୋକରେ ସୁପରଷ୍ଟାର ଉତ୍ତମ ମହାନ୍ତି

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି…

ଡନ୍ ୩ରେ ନଜର ଆସିବେ ରଣବୀର ସିଂଙ୍କ ସହିତ କିଆରା ଆଡଭାନୀ

ଫରହାନ ଅଖତରଙ୍କ ନୂଆ ଫିଲ୍ମ ‘ଡନ୍ ୩’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଚଳିତବର୍ଷ ଆରମ୍ଭ ହେବ ବୋଲି ଫରହାନ କହିଛନ୍ତି । ଏହାସହିତ ଫିଲ୍ମର ହିରୋଇନ କିଏ ହେବେ, ତାହା ମଧ୍ୟ ଖୁଲାସା ହୋଇଛି । ଏହି ଫିଲ୍ମରେ ରଣବୀର ସିଂଙ୍କ ସହିତ କବୀର ସିଂ ଅଭିନେତ୍ରୀ…

ପୁଷ୍ପା-୨’କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ ‘ଛାବା

ଫିଲ୍ମ 'ଛାବା'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ 'ପୁଷ୍ପା-୨'କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ 'ଛାବା'। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ଛାବା' ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି। ସୂଚନାନୁସାରେ,…

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍‌ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍‌ ବ୍ରେସ ମଧ୍ୟ ରହିଛି।…

ଅଲଗା ହେଲେ ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଏହି…

ଅଭିନେତା ସୋହମ ସିଂହ ହୃଦ୍‌ଘାତର ଶିକାର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି

ଅଭିନେତା ସୋହମ ସିଂହ ହୃଦ୍‌ଘାତର ଶିକାର ହେବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଘରୋଇ ହସ୍ପିଟାଲ୍‌ରେ ଆଇସିୟୁରେ ସୋହମଙ୍କ ଚିକିତ୍ସା ଚାଲିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଏବେ ସୋହମଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଓଡ଼ିଆ ଫିଲ୍ମ…

ହଠାତ୍‌ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍‌ କନ୍‌ସର୍ଟକୁ ବାତିଲ କରିବାକୁ ପଡ଼ିଛି। ଏନେଇ ଶକିରା ଏକ୍ସ’ରେ ଏକ…