Browsing Category

Entertainment

All entertainment related news will be uploaded here

ରିଲିଜ୍ ହେବ ଶାହାରୁଖଙ୍କ ‘କିଙ୍ଗ୍’

ଶାହାରୁଖ ଖାନ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି । ଅଗଷ୍ଟ ୨୦୨୪ରେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ‘ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ’ରେ ଯୋଗ ଦେବା ପରେ ଅଭିନେତା ନିଜେ ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନିଶ୍ଚିତ କରିଥିଲେ । ଏଥିସହିତ ଏହି ଫିଲ୍ମର ରିଲିଜ…

ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ

ଭୁବନେଶ୍ୱର ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ୍‌ ଚ୍ୟାନେଲ ମାଲିକଙ୍କ ବିରୋଧରେ ଗୁରୁବାର ଏଫ୍‌ଆଇଆର ଦାଖଲ କରିଛନ୍ତି। ସେମାନଙ୍କ ବୈବାହିକ ଜୀବନକୁ ନେଇ ସୋସିଆଲ୍‌ ମିଡିଆରେ ସମ୍ମାନହାନି କରିବା ଭଳି ମନ୍ତବ୍ୟ ଏବଂ ଭିଡିଓ ପୋଷ୍ଟ କରୁଥିବାରୁ ଉକ୍ତ…

ଭିନ୍ନକ୍ଷମ ନାରୀର କାହାଣୀ “ଆଭା”

ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ ‘ଆଶ୍ରମ’ ଏକ ଆଶାର ଆଶ୍ରୟ ଏବଂ ଅନ୍ୟଟି ଦିବ୍ୟାଙ୍ଗ ଝିଅର କାହାଣୀ ‘ଆଭା’। ଓମ୍ ବାବା ପ୍ରଡ଼କସନ୍ସ ନିବେଦିତ ଚଳଚ୍ଚିତ୍ର ‘ଆଭା’ରେ ସାମାଜିକ ବାର୍ତ୍ତା ଭରପୂର ରହିଛି। ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ…

ଲୋକପ୍ରିୟ ଗାୟକଙ୍କ ପରଲୋକ

ଅମରରସ ରେକର୍ଡସର ବ୍ୟାଣ୍ଡ 'ବାଡ଼ମେର ବାଏଜ୍'ର ମୁଖ୍ୟ ଗାୟକ ଭାବରେ ନିଜର ସ୍ୱର ପାଇଁ ପ୍ରସିଦ୍ଧ ଲାଭ କରିଥିବା ରାଜସ୍ଥାନୀ ଲୋକଗାୟକ ମାଙ୍ଗେ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେକକୁ ୪୯ ବର୍ଷ ବୟସ ହୋଇଥିଲା। ମାଙ୍ଗେ ଖାନ ହୃଦରୋଗରେ ପୀଡିତ ଥିଲେ। ଏହି…

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି । ଅଭିନେତ୍ରୀଙ୍କ ବାପା ଅନିଲ ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡ଼େଇଁ ଆତ୍ମହତ୍ୟା  କରିଛନ୍ତି । ଏହି ଖବର ପରେ ମଲାଇକା ଆରୋରା…

ରିଲିଜ ହେଲା ଦେଵାରା-୧ ଟ୍ରେଲର

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦେଵାରା ପାର୍ଟ -୧'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ସମୟ ଅପେକ୍ଷା ପରେ ପ୍ରଶଂସକମାନେ ଶେଷରେ ଫିଲ୍ମର ଝଲକ ପାଇଛନ୍ତି | ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିବାବେଳେ ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ମଧ୍ୟ ବହୁତ ଭଲ…

ପରଦାକୁ ଆସିବ ମହାକାଳ

ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି । କାହାଣୀ, ଡାଇଲଗ୍ ଦାୟିତ୍ବ ନେଇଛନ୍ତି ଭରଦ୍ବାଜ…

ଆରପାରିରେ ହଲିଉଡର ଲୋକପ୍ରିୟ ଅଭିନେତା ଜେମ୍ସ୍

ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସ ୯୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଏଜେଣ୍ଟ ବେରୀ ମ୍ୟାକଫର୍ସନ ସୂଚନା ଦେଇଛନ୍ତି । ଜେମ୍ସ୍ ତାଙ୍କ…

ରାଜନୀତିରେ ଏଣ୍ଟ୍ରି କଲେ ଥାଲାପତି

ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ତାମିଲ ସିନେମାର ସୁପରଷ୍ଟାର ବିଜୟଙ୍କ ରାଜନୈତିକ ପାର୍ଟି ‘ତାମିଲଗା ବେତ୍ରୀ କଝଗମ’ (TVK)କୁ ନିର୍ବାଚନ ଆୟୋଗ ତରପରୁ ମାନ୍ୟତା ମିଳିସାରିଛି । ଏଥର ସିନେମା ଥିଏଟରରେ ନୁହେଁ, ନିର୍ବାଚନ ମଇଦାନରେ ଲଢିବେ ସୁପରଷ୍ଟାର…

ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ

ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା। ଗଣେଶ ଚତୁର୍ଥୀ ପରଦିନ ଦୀପବୀରଙ୍କ ଘରକୁ ହୋଇଛି ଲକ୍ଷ୍ମୀଙ୍କ ଆଗମନ। ତେବେ ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବାବେଳେ ୨୦ ଦିନ…