Browsing Category

Entertainment

All entertainment related news will be uploaded here

ଆଉ ଥରେ ପରଦାରେ ଦେଖିବାକୁ ମିଳିବ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ଶାର୍‌ ଭି କଭି ବୋହୂ ଥି’

ଏକ୍‌ତା କପୁରଙ୍କ ଦ୍ବାରା ନିର୍ମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ଶାର୍‌ ଭି କଭି ବୋହୂ ଥି’ ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି ଗତକିଛି ଦିନ ମଧ୍ୟରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ଏହି ଧାରାବାହିକକୁ ନେଇ ପ୍ରଶଂସକମାନେ ବି ଅଧିକ ଅପଡେଟ୍ ପାଇଁ…

‘ଇଣ୍ଡିଆନ୍ ଆଇଡଲ୍ ୧୫’ର ଟାଇଟଲ ଜିତିଲେ ମାନସୀ ଘୋଷ

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ’ 'ଇଣ୍ଡିଆନ୍ ଆଇଡଲ୍ ୧୫'ର ଗ୍ରାଣ୍ଡ ଫିନାଲେ ଶେଷ ହୋଇ ଯାଇଛି । ଏହି ସିଜିନରେ ମାନସୀ ଘୋଷ ବିଜୟୀ ହୋଇଛନ୍ତି। କୋଲକାତାର ମାନସୀ ବିଜୟୀ ହେବାପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ନୂତନ କାର ମଧ୍ୟ ମିଳିଛି। କେବଳ ଏତିକି…

ମା’ କୁ ହରାଇଲେ ଜ୍ୟାକଲିନ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କିଛିଦିନ ହେବ ରୋଗରେ ପୀଡ଼ିତ ଥିବା ଜ୍ୟାକଲିନଙ୍କ ମା’ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ସେ ହସ୍ପିଟାଲରେ…

ଲରେନ୍ସ ଗ୍ୟାଙ୍ଗର ୫ ଜଣ ଗିରଫ, ସଲମାନଙ୍କୁ Y Plus କ୍ୟାଟେଗୋରୀର ସୁରକ୍ଷା

ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଲରେନ୍ସ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଅନ୍ଧେରି ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ପାଖରୁ ୭ଟି ପିସ୍ତଲ ଏବଂ ୨୧ଟି ଲାଇଭ କାର୍ଟ୍ରିଜ ଜବତ କରିଛି। ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ଧମକ ଦେଉଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆତଙ୍କ ମୁମ୍ବାଇରେ…

ଆରପାରିରେ ବରିଷ୍ଠ ଅଭିନେତା ମନୋଜ କୁମାର

ବଲିଉଡରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ…

ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୋତେ ବି ସମର୍ଥନର ଆବଶ୍ୟକତା ରହିଛି – ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍ ଏବେ ତାଙ୍କ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ଅଛନ୍ତି। ସିକନ୍ଦର ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଆୟ କରିଥିଲେ ବି ଏବେ ଫିଲ୍ମର ଆୟ କମିବାରେ ଲାଗିଛି। ଫିଲ୍ମଟି ୧୦୦କୋଟି ପାର୍ କରିପାରିବ କି ନାହିଁ, ସେ ଚିନ୍ତା…

ନିଜ ପରିବାର ସହ ମନ୍ନତ ଛାଡ଼ିବେ ଶାହରୁଖ

ମୁମ୍ବାଇରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ବିଭିନ୍ନ ଐତିହାସିକ ସ୍ଥାନ ସହିତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ଧନୀକ ବ୍ୟକ୍ତିଙ୍କ ବଡ଼ ବଡ଼ ବଙ୍ଗଳା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗ‌ଳା ମନ୍ନତ ସେଥିମଧ୍ୟରୁ ଅନ୍ୟତମ। ଲୋକେ ମୁମ୍ବାଇକୁ ବୁଲିବାକୁ ଗଲେ ମନ୍ନତକୁ…

ଆଶାଠାରୁ କମ୍ ଆୟ କରିଥିବା ସିକନ୍ଦରକୁ ବହୁତ କମ ଦାମ୍‌ରେ କିଣିଛି ନେଟଫ୍ଲିକ୍ସ

ବଲିଉଡର ସିକନ୍ଦର ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ଫିଲ୍ମ ସିକନ୍ଦର ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏ.ଆର. ମୁର୍ଗଡୋସ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ସାମ୍ନାକୁ ଆସିଛି। ଥିଏଟର ପରେ, ଏହି ଫିଲ୍ମଟି…

ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି , ଜାଣନ୍ତୂ ଏହାର କାରଣ

ଇଦ୍ ଅବସରରେ ବଲିଉଡ଼ ଅଭିନେତା ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ। ଚଳଚ୍ଚିତ୍ର ମୁକ୍ତିଲାଭ ସହିତ ସଲମାନ ଖାନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ବିବାଦର କାରଣ ସାଜିଛି ସଲମାନଙ୍କ ହାତର ଘଣ୍ଟା। ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ…

ମୋତେ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ – ରଣବୀର

ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ସୋ’ରେ ଆହ୍ଲାବାଦିଆ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।  ଆହ୍ଲାବାଦିଆଙ୍କୁ ସମାଲୋଚନା ମଧ୍ୟ…