Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ବିଲ୍ ଗେଟ୍ସ
ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଲ୍ ଗେଟ୍ସ। କିଛିଦିନ ହେବ ବିଲ୍ ଗେଟ୍ସ ଛୋଟପରଦାରେ ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି।
ସ୍ମୃତି ଇରାନୀଙ୍କ ସୋ’…
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରଥମେ ଗାୟକ ଜୁବିନ୍ ଗର୍ଗ ଏବଂ ଏବେ ଋଷଭ ଟଣ୍ଡନ୍ । ୩୫ବର୍ଷ ବୟସରେ ଋଷଭଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ବେଳେ ବୁଧବାର ଅର୍ଥାତ୍…
ପରଲୋକରେ ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନି
ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନିଙ୍କ ଦେହାନ୍ତ ହୋଇଛି। ସେ ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଥିଲେ। ସୋମବାର ଅପରାହ୍ନ ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ…
ମା ହେଲେ ପରିଣୀତି ଚୋପ୍ରା
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ରବିବାର ଅପରାହ୍ନରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଯାଇଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଥିଲା। ରାଘବ ଚଢା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…
ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେ ଉପରେ ଆକ୍ରମଣ
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେରେ ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଛି। ଜଣେ ସେଲିବ୍ରିଟିଙ୍କ କ୍ୟାଫେରେ ଯଦି ଦାଦାବଟି ଆଦାୟକୁ ନେଇ ଏଭଳି ଘଟୁଛି; ତାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ପ୍ରସଂଗ ପାଲଟିଛି। ଭିଡିଓରେ କଏଦ ହୋଇଥିବା ଏବଂ ଅନଲାଇନରେ ବ୍ୟାପକ…
ଏହି କାରଣରୁ ଆଜି ମୁକ୍ତିଲାଭ କରିପାରିବନି ଓଡ଼ିଆ ସିନେମା ‘ଲଢ଼େଇ’,
ମୁକ୍ତିଲାଭ ସମୟ ନିର୍ଦ୍ଧାରିତ ହୋଇସାରିଥିଲା। ପ୍ରଚାରପ୍ରସାର ଜୋରଦାର ଚାଲିଥିଲା ଏବଂ ସମସ୍ତ ହଲ ବୁକିଂ ସରିଥିଲା। ହେଲେ ମୁକ୍ତିଲାଭର ଦିନକ ପୂର୍ବରୁ ବାଜିଲା ସେନ୍ସର୍ ଛାଟ। ନୂଆ ଅଭିନେତାମାନଙ୍କୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଲଢ଼େଇ’ ଆସନ୍ତାକାଲି (୧୭ ଅକ୍ଟୋବର) ମୁକ୍ତିଲାଭ…
ଜେଜେ ମା ହେଲେ ନମିତା ଅଗ୍ରୱାଲ
ଆପଣଙ୍କ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପରିବାର ପାଇଁ ଆଜି ଖୁସି ଖବର ଆସିଛି | ପ୍ରଥମେ ବୋହୂ, ତାପରେ ଶାଶୁ ଓ ଏବେ ଜେଜେ ମା ହୋଇଛନ୍ତି ନମିତା ଅଗ୍ରୱାଲ | ନମିତାଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓ ବୋହୂ ତମ୍ମନାଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି | ଆଉ ଏନେଇ ଅଗ୍ରୱାଲ…
ପଙ୍କଜ ଧୀରଙ୍କ ପରଲୋକ
ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀର ଆଉ ନାହାନ୍ତି । ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଟିଥିବା ବିଶିଷ୍ଟ ଅଭିନେତା ପଙ୍କଜ ଧୀର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି…
ମୂଲ୍ୟବାନ ହୀରାଖଞ୍ଜା ପୋଷାକ ରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ
ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଦେଶ ଏବଂ ବିଶ୍ୱରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ଐଶ୍ୱର୍ଯ୍ୟା ରାୟ ସମ୍ପ୍ରତି ପ୍ୟାରିସ୍ ଲୋରିଏଲ୍ ଫ୍ୟାସନ୍ ସପ୍ତାହ ୨୦୨୫ରେ ଯୋଗ ଦେଇଥିଲେ। ଅଭିନେତ୍ରୀ କିଛିଦିନ ହେବ ସୋସିଆଲ…
ମିସେସ୍ ୟୁନିଭର୍ସ ଟାଇଟଲ ହାସଲ କଲେ ଶେରି ସିଂ
୪୮ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। ଫିଲିପାଇନ୍ସର ରାଜଧାନୀ…