Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Entertainment
All entertainment related news will be uploaded here
ଉର୍ବଶୀ ରାଉତେଲାଙ୍କୁ ‘ଉଦ୍ୟାନ’ ପୋଷାକରେ ହାସ୍ୟରସ କହି ଟ୍ରୋଲ କଲେ ଫ୍ୟାନ୍ସ
ଅଜବ ଗାଉନରେ ନଜର ଆସିଲେ ଉର୍ବସୀ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ । ଉର୍ବସୀ ରୌତେଲା ଅନେକ ସମୟରେ ହାଇଲାଇଟ୍ସରେ ରହି ଆସିଛନ୍ତି । ନିଜର ଲୁକ୍ ପାଇଁ ହେଉ, କି ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ, ଅନେକ ସମୟରେ ସେ ଫ୍ୟାନ୍ସ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି | ହେଲେ ଏଥର ନିଜର…
ଅଭିନେତ୍ରୀ ରାନ୍ୟା ରାଓ ଦୁବାଇରୁ ଡ୍ରେସ୍ରେ ଲୁଚାଇ ସୁନା ଆଣୁଥିବାବେଳେ ଧରିଲା ପୋଲିସ
କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର…
ଏକାଠି ନଜର ଆସିଲେ ଦୁଇ ପୁରୁଣା ପ୍ରେମିଯୁଗଳ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ
ଏଚ୍ଟିର ଏକ ଆୱାର୍ଡ ଇଭେଣ୍ଟରେ ଏକାଠି ନଜର ଆସିଲେ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ 'ଚୁରାକେ ଦିଲ ତେରା' ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ପରେ ନବେ ଦଶକର ଏହି ହିଟ୍ ଯୋଡ଼ିକୁ ପୁଣିଥରେ ଏକାଠି ଦେଖିବା…
ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନଙ୍କୁ ଓସ୍କାର
ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି । ଫିଲ୍ମ ‘ଦ ବ୍ରୁଟଲିଷ୍ଟ’ରେ ତାଙ୍କର ଦମଦାର୍ ଅଭିନୟ ପାଇଁ ଓସ୍କାର ପ୍ରଦାନ କରାଯାଇଛି। ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋକୁ ଅନୁମତି ଦେଲେ ସୁପ୍ରିମକୋର୍ଟ
‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରଣବୀରଙ୍କୁ ଗୁଆହାଟୀ ପୋଲିସ ସାମ୍ନାରେ ଯାଞ୍ଚ ପାଇଁ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି । ରଣବୀରଙ୍କ…
୯୭ତମ ଓସ୍କାର ପୁରସ୍କାର – ଫିଲ୍ମ ‘ଅନୋରା’ ୫ଟି ପୁରସ୍କାର ହାତେଇଛି
୯୭ତମ ଏକାଡେମୀ ପୁରସ୍କାର ବା ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା। ଫିଲ୍ମ ଆନୋରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।
ଏଥର ଏକାଡେମୀ ଆୱାର୍ଡ ଆୟୋଜନ କରିଥିଲେ ପ୍ରଥମ ଥର ପାଇଁ ଓସ୍କାର…
ହାନିଆଙ୍କୁ ବିବାହ କରିବେ ସଲମାନ
ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ସଲମାନ | କୁଇନ ଭାବରେ ପ୍ରସିଦ୍ଧ ରାଖୀ ସାୱନ୍ତ କହିଛନ୍ତି ଯେ ସେ ସଲମାନ ଖାନଙ୍କ ପାଇଁ ଜଣେ ଝିଅ ଏବଂ ନିଜ ପାଇଁ ଜଣେ ଭାବୀଙ୍କୁ ବାଛିଛନ୍ତି। ନିକଟରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଏବଂ…
ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍
ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ଶନିବାର ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଏକ୍ସ ଆକାଉଣ୍ଟ…
ମା ହେବେ କିଆରା ଆଡଭାନୀ
ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି। ଫ୍ୟାନ୍ସମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଏକ କୁନି ଅତିଥି ଆସିବାକୁ ଯାଉଛି। ଏହି ଦମ୍ପତି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଶୁକ୍ରବାର ଇନଷ୍ଟାଗ୍ରାମରେ…
ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ
ବାପାଙ୍କୁ ମୁଖାଗ୍ନୀ ଦେଲେ ବାବୁସାନ୍ । ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଉତ୍ତମଙ୍କୁ ମୁଖାଗ୍ନୀ ଦେଇଛନ୍ତି ପୁଅ ବାବୁସାନ୍ । ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ସତ୍ୟନଗର ଶ୍ମଶାନରେ ଉତ୍ତମ ମାହାନ୍ତିଙ୍କୁ ରାଷ୍ଟ୍ରୀୟ…