Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ପରଦାକୁ ଆସିବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ମଧୁ ବାରିଷ୍ଟର
୨୦୧୩ରେ ମୁକ୍ତିପ୍ରାପ୍ତ ‘ଟାଇଗର୍’ ସିନେମାରୁ ଓଲିଉଡ୍ରେ ପ୍ରବେଶ କରିଥିବା ଜଣାଶୁଣା ପ୍ରଯୋଜକ ରମେଶ ବାରିକ ବିଗତ ୧୨ ବର୍ଷ ଧରି ସିନେପ୍ରଯୋଜନାରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଯୋଜିତ ‘ଆଜିର ରେବତୀ’ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବେଳେ ଏବେ ‘ଗଣ୍ଡ ଭୈରବ’ ଓ ‘ସ୍ପଟ୍ବୟ’…
କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର,ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ…
ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର କିଛିଦିନ ହେବ କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଏଥିସହିତ ସେ ସମସ୍ତ…
ଲଣ୍ଡନରେ ମାହିରା ଖାନଙ୍କ ସହ ଅସଦାଜରଣ,ଭିଡ଼ିଓ ଭାଇରାଲ
ଭାରତରେ ପାକିସ୍ତାନୀ ତାରକାମାନଙ୍କ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲାଗିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ସରକାର ସମସ୍ତ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଦେଇଛନ୍ତି। ଫଳରେ ପାକିସ୍ତାନରୁ ଅନେକ ତାରକା ଅନ୍ୟ ଦେଶକୁ ଯିବା ଆସିବା…
ଶେଷନିଶ୍ୱାସ ତ୍ୟାଗ କଲେ ଅଭିନେତା ମୁକୁଲ ଦେବ
ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସ ତାଙ୍କର ଦେହାନ୍ତ ହୋଇଥିବା ନେଇ ଫ୍ୟାନ୍ସ ଦୁଃଖରେ ଅଛନ୍ତି। ଅଭିନେତାଙ୍କର କଣ ହୋଇଥିଲା ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର…
ମହାବାତ୍ୟାର କାହାଣୀ ବଖାଣିବ ‘ଲ୍ୟାଣ୍ଡଫଲ୍’
ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ଦମନ’ର ନିର୍ଦ୍ଦେଶକ ଯୋଡ଼ି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସୁପରଷ୍ଟାର ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଆଜି ଘୋଷଣା ହୋଇଛି। ପିକ୍ସେଲ ମୁଭିଜ୍ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ…
ପୁଣି ଥରେ ମୁକ୍ତିଲାଭ କରିବ ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ ‘ଧଡକନ’
ବଲିଉଡର ସୁନ୍ଦର ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଥିବା ଫିଲ୍ମ 'ଧଡକନ' ପୁଣିଥରେ ବଡ଼ ପରଦାରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହେଉଛି । ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ ଏବଂ ସୁନୀଲ ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିବା ପରେ ଢେର ସାରା ପ୍ରଶଂସା…
“ଅସ୍ତ୍ରବିରତି ପାଇଁ ଭଗବାନଙ୍କୁ ଧନ୍ୟବାଦ , ଏହି ପୋଷ୍ଟ କୁ ନେଇ ଟ୍ରେଲ ହେବା ପରେ ଡ଼ିଲିଟ କଲେ ସଲମାନ ଖାନ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତଶନିବାର ସନ୍ଧ୍ୟାରେ ଚାରି ଘଣ୍ଟା ଧରି ଅସ୍ତ୍ରବିରତି ହୋଇଥିଲା। ଏହି ସମୟରେ ଅନେକ ତାରକା ନିଜନିଜ ପ୍ରତିକ୍ରିୟା ଦେଇଥିଲେ। ଏହି କ୍ରମରେ ସଲମାନ ଖାନ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟ ସେୟାର କରିବାର କିଛି ସମୟ ପରେ ସଲମାନ ଟ୍ରୋଲ ହୋଇଥିଲେ।…
ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ
ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ଅଧ୍ୟକ୍ଷ ବି.ଏନ ତିୱାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ…
ବିରାଟଙ୍କୁ ଜୋକର କହିଲେ ରାହୁଲ ବୈଦ୍ୟ
ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅବନୀତ କୌରଙ୍କ ଇନଷ୍ଟାଗ୍ରାମ ଫଟୋରେ ଦେଇଥିବା ଲାଇକ୍ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ, ସେ ଜାଣିଶୁଣି ତାଙ୍କ ଫଟୋକୁ ପସନ୍ଦ କରିନଥିଲେ ବରଂ ଏହା ଆଲଗୋରିଦମ ଯୋଗୁଁ ଘଟିଥିଲା। ପରେ ଗାୟକ ରାହୁଲ ବୈଦ୍ୟ…
ମେଟ୍ ଗାଲାରେ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା
ମେଟ୍ ଗାଲାରେ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା ଆଡଭାନୀ। ସେ ତାଙ୍କ ସ୍ବାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ ନଜର…