Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
ଡଟ ଫେଷ୍ଟ ଅଷ୍ଟମ ଦିନରେ ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର
ରାଜଧାନୀରେ ମୁମ୍ବାଇର ମାହୋଲ । ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର । ଡଟ ଫେଷ୍ଟର ଅଷ୍ଟମ ଦିନରେ ଧୁମ ମଚାଇଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଏବଂ ଅଲକା ୟାଗ୍ନୀକ । ୯୦ ଦଶକ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତ ପରିବେଷଣ ସମୟରେ ଲୋକେ କିଛି ସମୟ ପାଇଁ ସେହି ପୁରୁଣା କାଳକୁ…
ଆଜି ସନ୍ଧ୍ୟାରୁ ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ
ଭୁବନେଶ୍ବର: ଆଜି ସନ୍ଧ୍ୟାରୁ ଝୁମିବ ରାଜଧାନୀ । ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । କାରଣ ଡପ୍ ଫେଷ୍ଟକୁ ଆସୁଛନ୍ତି ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ ।
ରବିବାର ସନ୍ଧ୍ୟାରେ ୩ ଘଣ୍ଟା ବାନ୍ଧି ରଖିବ ହୃଦୟ…
ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ
ଭୁବନେଶ୍ୱର: ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ରାଜଧାନୀରେ ଝଲସୁଚି ଲାଇଟ । ନୂଆ ବୋହୁ ପରି ସଜାଇ ହୋଇଛି ରାଜଧାନୀର ରାସ୍ତା । ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ହେଉଥିବା ବେଳେ ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଏଭଳି ମେଗା ଇଭେଣ୍ଟର ସପ୍ତମ ଦିନରେ ହଜାର…
ବେସରମ ରଙ୍ଗ ଗୀତକୁ ନେଇ ବର୍ଷିଛନ୍ତି କେଜିଏଫ୍ ଷ୍ଟାର୍
ମୁମ୍ବାଇ: ଫିଲ୍ମର ପଠାନର ଗୀତ ବେସରମ୍ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ। ଏହି ଗୀତଟି ଏବେ ଯେତିକି ପପୁଲାର ହୋଇଛି ସେତିକି ବିବାଦ ଭିତରକୁ ମଧ୍ୟ ଠେଲି ହୋଇଛି। ଗୀତରେ ଦୀପିକାଙ୍କ ଅଲ୍ଟ୍ରା-ଗ୍ଲାମର ବିିକିନୀ ଅବତାରକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ତେବେ ବିବାଦ ପରେ ଗୀତରେ ଦୀପିକାଙ୍କ…
ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ-୨୦୨୩ ଆଓ୍ବାର୍ଡ
ଓ୍ୱାଶିଂଟନ: ଗୋଲ୍ଡେନ ଗ୍ଲୋବ-୨୦୨୩ରେ RRRର ଜଲଓ୍ବା । ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପର ଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂGoleସ୍କରଣରେ…
ସଲମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋମୀ ଅଲ୍ଲୀ
ସଲମାନ ଖାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବିବାଦ ଆଣିଛି ପୁରୁଣା ପ୍ରେମ । ବିଗତ ଦିନ ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସଲମାନ ଖାନ ଓ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ । ଏ କିଛି ଦିନ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସି ସୋମୀ ଅଲ୍ଲୀ…
ନୂଆ ପ୍ରେମିକଙ୍କ ସହ ନଜର ଆସିଲେ ଦିଶା !
ବଲିଉଡ୍ର ବଛା ବଛା ଫିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଦିଶା ପଟାନୀ ଅନ୍ୟତମ। ସୋସିଆଲ୍ ମିଡିଆରେ ଦିଶା ନିଜ କ୍ରେଜି ଲୁକ୍ରେ ଦର୍ଶକଙ୍କୁ ଘାଏଲ କରିଥାନ୍ତି। ଦିଶାଙ୍କୁ ତାଙ୍କର ଅଭିନୟ ପାଇଁ ଦର୍ଶକ ଯେତେ ପସନ୍ଦ କରନ୍ତି, ତାଙ୍କର ଚୁଲ୍ବୁଲି ଅନ୍ଦାଜ ପାଇଁ ବି ସେତେ ଅଧିକ ପସନ୍ଦ କରିଥାନ୍ତି।!-->…
ରକୁଲ ପ୍ରୀତଙ୍କ ଲଗାତାର ଦୀର୍ଘ ୧୧ ଘଣ୍ଟା ସୁଟିଂ
ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପାଣି ଭିତରେ ଦୀର୍ଘ ୧୧ ଘଣ୍ଟା ସୁଟିଂ କରିଥିବା ଦେଖିବାକୁ ମିଳିଛି । ଥଣ୍ଡା ପାଣିରେ ଏତେ ସମୟ ଧରି ରହି ପରିଶ୍ରମ କରୁଥିବା ଦେଖାଯାଇଥିଲା । ଥଣ୍ଡାରୁ ବର୍ତ୍ତିବା ଲାଗି ସେ ଆୟୁର୍ବେଦିକ କାଢ଼ା ବ୍ୟବହାର କରୁଥିବା ସେ ତାଙ୍କର ପ୍ରଶଂସକମାନଙ୍କୁ!-->…
ବିବାହ ପ୍ରସ୍ତାବ ଉପରେ ଏପରି କହିଲେ କାର୍ତ୍ତିକ
ଗୋଟାଏ ପରେ ଗଟାଏ ହିଟ୍ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ। ତାଙ୍କ ଅଭିନୀତ ‘ଭୁଲ୍ ଭୁଲେୟାଁ-୨’ ଓ ଓଟିଟିରେ ରିଲିଜ୍ ହୋଇଥିବା ‘ଫ୍ରେଡି’ ଖୁବ୍ ଚର୍ଚ୍ଚାରେ ରହିଛି। କାର୍ତ୍ତିକ ଲଗାତର ଏହି ଦୁଇଟି ଲୋକପ୍ରିୟ ଫିଲ୍ମ ଦେବା ପରେ!-->…
ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ
ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍ଡିଜେଏମ୍ କୋର୍ଟରେ ସେ ଆଜି ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି।ନଭେମ୍ୱର ୨ ତାରିଖ ସୁଦ୍ଧା ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ!-->…