Browsing Category

Entertainment

All entertainment related news will be uploaded here

ପଞ୍ଜି ସ୍କାମରେ ଗୋବିନ୍ଦାଙ୍କର କୗେଣସି ଲିଙ୍କ ନାହିଁ

ସୋଲାର ଟେକ୍ନୋଲୋଜି ଆଲିଆନ୍ସ  ର ବ୍ରାଣ୍ଡ ଆମ୍ବାସଡର ହୋଇ ଫସିଛନ୍ତି ଗୋବିନ୍ଦା ।  ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଅଭିନେତା ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ। ଏପରିକି ଖୁବ୍‌ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ । ଏହି କମ୍ପାନୀର…

‘ଗଦର ୨’ ସଫଳ ହେବା ପରେ ଅଭିନୟରୁ ବିରତି ନେଇ ଆମେରିକା ଗଲେ ସନ୍ନି

ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଏବେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ ରହି ବାପା…

ସାଙ୍ଗ ସହ ନାଚିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁର୍‌ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ…

ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ କୁମାର

ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ୫୬ ବର୍ଷ ବୟସରେ ଅକ୍ଷୟ କୁମାର ପାଦ ଦେଇଥିବାବେଳେ ସକାଳୁ ସକାଳୁ ମହାକାଳେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେ ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ସହ କ୍ରିକେଟର…

‘ଯବାନ’ କ୍ରେଜ୍‌ ଚାଲିଛି

ସାରା ଦେଶରେ ଏବେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍ ଖାନ୍‌ଙ୍କ ଫିଲ୍ମର ଚାଲିଛି କ୍ରେଜ୍‌। ରାଜଧାନୀ‌ ଭୁବନେଶ୍ବର ବି ଭଲ ବ୍ୟବସାୟ କରୁଛି । ଶହେ କୋଟି କ୍ଲବରେ ସାମିଲ ହୋଇଛି ।  ଗତ ଜାନୁଆରିରେ ଶାହରୁଖ୍‌ଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଠାନ୍‌’ର ରେକର୍ଡ ଭଙ୍ଗ କରିଛି । ଦର୍ଶକଙ୍କ…

ରିଲିଜ ହେଲା ସିନେମା ଯବାନ

ରିଲିଜ ହୋଇଛି ସିନେମା ଯବାନ । ଗତକାଲି ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସହରରେ ରିଲିଜ୍ ହୋଇଛି  ।  ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର…