Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Entertainment
All entertainment related news will be uploaded here
ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା ରେ ରଖିଛି ପାକିସ୍ତାନ
ବଲିଉଡ୍ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ…
୧୪ ବର୍ଷ ପରେ ଅଲଗା ହେବ ଲୋକପ୍ରିୟ ଟେଲିଭିଜନ କପଲ ଜୟ ଭାନୁଶାଳୀ ଏବଂ ମାହି ଭିଜ
ଲୋକପ୍ରିୟ ଟେଲିଭିଜନ କପଲ ଜୟ ଭାନୁଶାଳୀ ଏବଂ ମାହି ଭିଜଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଅନେକ ରିପୋର୍ଟ ଦାବି କରୁଛି ଏବଂ ଗଣମାଧ୍ୟମ ଦ୍ରୁତ ଗତିରେ ପ୍ରସାରିତ ହେଉଛି ଯେ ଜୟ ଏବଂ ମାହିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏପରି ମଧ୍ୟ କୁହାଯାଉଛି ଯେ ଏହି ଦମ୍ପତି କିଛି ମାସ…
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’ର ବହୁ ପ୍ରତୀକ୍ଷିତ…
ଦକ୍ଷିଣ ସିନେମା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଥାମା ନିକଟରେ ରିଲିଜ୍ ହୋଇଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ, ଅଭିନେତ୍ରୀ ପୁଣି ଥରେ ବଡ଼ ପରଦାରେ ଚହଳ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ତାଙ୍କର ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଦି…
ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍’ରେ ରିଲିଜ ହୋଇଛି। ୨୦୨୪ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନୁଭବ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ସୂର୍ଯ୍ୟମୟୀ।…
ପରଲୋକରେ ‘ଅବ୍ କି ବାର୍ ମୋଦୀ ସରକାର’ ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ
ପରଲୋକରେ 'ଅବ୍ କି ବାର୍ ମୋଦୀ ସରକାର' ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ। ଏହି ଖବର ଆସିବା ପରେ ଏବେ ଭାରତୀୟ ବିଜ୍ଞାପନ ଜଗତକୁ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ…
“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ବିଲ୍ ଗେଟ୍ସ
ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଲ୍ ଗେଟ୍ସ। କିଛିଦିନ ହେବ ବିଲ୍ ଗେଟ୍ସ ଛୋଟପରଦାରେ ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି।
ସ୍ମୃତି ଇରାନୀଙ୍କ ସୋ’…
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ
ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରଥମେ ଗାୟକ ଜୁବିନ୍ ଗର୍ଗ ଏବଂ ଏବେ ଋଷଭ ଟଣ୍ଡନ୍ । ୩୫ବର୍ଷ ବୟସରେ ଋଷଭଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ବେଳେ ବୁଧବାର ଅର୍ଥାତ୍…
ପରଲୋକରେ ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନି
ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନିଙ୍କ ଦେହାନ୍ତ ହୋଇଛି। ସେ ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଥିଲେ। ସୋମବାର ଅପରାହ୍ନ ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ…
ମା ହେଲେ ପରିଣୀତି ଚୋପ୍ରା
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ରବିବାର ଅପରାହ୍ନରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଯାଇଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଥିଲା। ରାଘବ ଚଢା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…
ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେ ଉପରେ ଆକ୍ରମଣ
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେରେ ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଛି। ଜଣେ ସେଲିବ୍ରିଟିଙ୍କ କ୍ୟାଫେରେ ଯଦି ଦାଦାବଟି ଆଦାୟକୁ ନେଇ ଏଭଳି ଘଟୁଛି; ତାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ପ୍ରସଂଗ ପାଲଟିଛି। ଭିଡିଓରେ କଏଦ ହୋଇଥିବା ଏବଂ ଅନଲାଇନରେ ବ୍ୟାପକ…