Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Education
All education-related news will be uploaded will be uploaded in this page
ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଏହା…
ସିବିଏସଇ ସ୍କୁଲରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ
ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡ଼ିକରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇପାରିବ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ଏଥିପାଇଁ ଅନୁମତି ପ୍ରଦାନ କରିଛି । ସିବିଏସଇ ଅନୁବନ୍ଧିତ ଅଧିକାଂଶ ସ୍କୁଲରେ ଏବେ ଇଂରାଜୀ ଏବଂ କିଛି ବିଷୟରେ ହିନ୍ଦୀରେ ଶିକ୍ଷାଦାନ…
ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ
ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ । ଚଳିତ ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବିତ ଯୋଜନା ସଂପର୍କରେ ବିଲ୍…
ବଦଳିଲା ହାଇସ୍କୁଲ ପିଲାଙ୍କ ୟୁନିଫର୍ମ
ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟର ଗ୍ରିନ୍’ ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ…
ବିଦ୍ୟାଳୟ ଶିକ୍ଷା ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ (ପିଜିଆଇ-ଡି) ଉପରେ ମିଳିତ ରିପୋର୍ଟ
ନୂଆଦିଲ୍ଳୀ : ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇ ଏଣ୍ଡ ଏଲ) 2020-21 ଏବଂ 2021-22 ବର୍ଷ ଲାଗି ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ଉପରେ ମିଳିତ ରିପୋର୍ଟ ଜାରି କରିଛି ।ଭାରତରେ 14.9 ଲକ୍ଷ ବିଦ୍ୟାଳୟ, 95 ଲକ୍ଷ…
ଓଟିଇଟି ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା
କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୧ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୨, ଦ୍ବିତୀୟ)ର ଅନେକ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ଗୁରୁତର ତ୍ରୁଟି ରହିଥିବା ଜଣାପଡ଼ିଛି। ବହୁ ପରୀକ୍ଷାର୍ଥୀ ପାଇଥିବା ଆଡ୍ମିଟ୍ କାର୍ଡରେ ଦୁଇଟି…
ଯୁକ୍ତ ଦୁଇ ନାମ ଲେଖାଇବା ପାଇଁ ଆବେଦନ ତାରିଖକୁ ଜୁନ୍ ୨୦ରୁ ୨୬କୁ ବୃଦ୍ଧି
ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି…
ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ । ଜୁଲାଇ ୪ ତାରିଖ ଯାଏ ଚାଲିବ ଆବେଦନ ପ୍ରକ୍ରିୟା । ଜୁଲାଇ ୧୪ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଲେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ…
ଆଉ ୮ଟି ନର୍ସିଂ କଲେଜ ରାଜ୍ୟରେ ଖୋଲିବ
ଭୁବନେଶ୍ୱର: ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନିଜେ ଖର୍ଚ୍ଚ ବହନ କରିବେ । ତେବେ ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି…
ପିଲାଙ୍କ ଡରରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ
ବାଲେଶ୍ବର: ବାହାନଗା ହାଇସ୍କୁଲ 5T ଉପକ୍ରମରେ ଏକ ମଡେଲ ସ୍କୁଲ ହେବ । ବାଲେଶ୍ୱର ଜିଲ୍ଲା ବାହନଗା ହାଇସ୍କୁଲ ତଥା ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂତନ ଘର ନିର୍ମାଣ କରାଯିବ । ବାହାନଗା ହାଇସ୍କୁଲ ୪ରୁ ୬ ମାସରେ ନୂଆ ରୂପ ପାଇବ ।…