Browsing Category

Education

All education-related news will be uploaded will be uploaded in this page

OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ । ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟ ଭିତରେ ୩୦ଟି କେନ୍ଦ୍ରରେ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ବକୁଳ ବନରେ…

ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ

ନୂଆଦିଲ୍ଲୀ : ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ   । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ  ।  ଏଆଇ କୃଷିଠୁ ମହାକାଶ…

NHAIରେ ବାହାରିଛି ନିଯୁକ୍ତି

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି,ସେମାନେ NHAI ର ଅଫିସିଆଲ୍ ୱେବସାଇଟ୍, nhai.gov.in ପରିଦର୍ଶନ କରି ଆବେଦନ କରିପାରିବେ। ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,…

ପ୍ରତ୍ୟେକ ପାଠ୍ୟକ୍ରମ ଡିଜିଟାଲରେ ମିଳିବ

ନୂଆ ନୂଆ ପାଠ୍ୟକ୍ରମ ସହ ଆଧୁନିକ ଯୁଗକୁ ପ୍ରାଧାନ୍ୟ ଦେଉଛନ୍ତି ଭାରତ ସରକାର। ତେବେ ୧୬ ବର୍ଷରୁ କମ୍ ପିଲା ଅର୍ଥାତ ସ୍କୁଲ ପିଲା ଏଣିକି କୋଚିଂ ସେଣ୍ଟରରେ ପାଠ ପଢ଼ିବେନି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ସରକାର ଏପରି ଗାଇଡଲାଇନ୍ ଆଣିଥିବା କୁହାଯାଉଛି। ଏନେଇ ଗତକାଲି…

ନର୍ସରୀରୁ ଅଷ୍ଟମ ପିଲାଙ୍କ ସ୍କୁଲ ଟାଇମ ପରିବର୍ତ୍ତନ

ଏକ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ନର୍ସରୀ ପିଲାଙ୍କଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଟାଇମିଙ୍ଗରେ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରାଯାଇଛି । ବୃଦ୍ଧି ପାଉଥିବା ଶୀତ ଲହରିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏବେ…