Browsing Category

Education

All education-related news will be uploaded will be uploaded in this page

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି ଜଣାପଡିଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ଯୋଗ୍ୟ, ମାଟ୍ରିକ,…

ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ନିଯୁକ୍ତି

ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟରର ୭ଟି ପଦବୀ ପୂରଣ କରିବା ପାଇଁ UPSC ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ…

ୟୁଜିସି-ନେଟ ପଞ୍ଜିକରଣର ଶେଷ ତାରିଖ ପୁଣି ବଢ଼ିଲା

ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ୟୁଜିସି-ନେଟ ଆବେଦନ କରିନାହାନ୍ତି ସେମାନେ ନିମ୍ନରେ ପ୍ରଦତ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।…

ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି । ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ…

ନୌସେନା ଅଗ୍ନିବୀର ବିଜ୍ଞପ୍ତି

ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) – 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) – 02/2024 ବ୍ୟାଚରେ ଭର୍ତ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ କରିଛି । ଆଜିଠାରୁ ଏହି ବିଭାଗ ପ୍ରତି ପ୍ରାର୍ଥୀ ଆବେଦନ…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୭.୯୮ ପାରକ୍ଷାର୍ଥୀ ପାସ୍ କରିଛନ୍ତି । ୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିଭଳି ୧ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।ସବୁ ବର୍ଷ ପରି ଏବର୍ଷ ମଧ ଦ୍ୱାଦଶ ପରୀକ୍ଷାରେ…

ହାଲ ପକ୍ଷରୁ ନିଯୁକ୍ତି

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ହାଇଦ୍ରାବାଦ ତରଫରୁ ଜାରି ହୋଇଛି ଏକ ନିଯୁକ୍ତି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଇଲେକ୍ଟ୍ରୋନିକ ମେକାନିକ, ଫିଟ୍ଟର, ଇଲେକ୍ଟ୍ରିସିଆନ, ମେସିନିଷ୍ଟ, ଟର୍ଣ୍ଣର, ୱେଲ୍ଡର, ରେଫ୍ରିଜେରେସନ ଆଣ୍ଡ ଏସି, କୋପା, ପ୍ଲମ୍ବର, ପେଣ୍ଟର, ଡିଜେଲ ମେକାନିକ,…

ଓପିଏସସି ପକ୍ଷରୁ ଘୋଷଣା

ଜୁନ୍ ମାସ ୨୫ ତାରିଖରୁ ଏହି ଦୁଇ ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପ୍ରଥମ ଶିଟିଂରେ ସକାଳରୁ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ଶିଟିଂର ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ…

ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଆଇଟି) ମାଡ୍ରାସ IIT  ମେ’ ୨୬ ୨୦୨୪ରେ ଆୟୋଜନ କରିବ । ଇଂଜିନିୟରିଂ କଲେଜରେ ଆଡମିଶନ ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସର ଅଫିସିଆଲ୍ ୱେବସାଇଟ୍ jeeadv.ac.in କୁ ଯାଇ ପରୀକ୍ଷାର ସେଡ୍ୟୁଲ ଚେକ୍ କରିପାରିବେ ।ଜେଇଇ…

ପିଲାଙ୍କ ଗଣିତ ପାଠ ସହଜ ପାଇଁ ବିକଶିତ ହେଲା ‘BB ଆପ୍

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରଣୟନ କରିବା ସହିତ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କର ଗଣିତ ପାଠକୁ ସହଜସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଏକ ଆପ୍…