Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Browsing Category
Education
All education-related news will be uploaded will be uploaded in this page
ବାହାରିଲା ନିଯୁକ୍ତି
ଇଣ୍ଡିଆ ପୋଷ୍ଟରୁ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ପ୍ରାର୍ଥୀମାନେ ଅଫଲାଇନ୍ ଆବେଦନ ପୂରଣ କରିପାରିବେ ଏବଂ ଏହାକୁ ନିର୍ଦ୍ଦିଷ୍ଟ ଠିକଣାରେ ପଠାଇ ପାରିବେ ।ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ୧୪ ମଇ…
ଟିସିଏସ୍ର ୱାର୍କ ଫ୍ରମ୍ ହୋମ୍ କର୍ମଚାରୀଙ୍କୁ ବଡ଼ ଝଟକା
ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।କମ୍ପାନୀ ଦ୍ୱାରା ଦିଆଯାଇଥିବା ଲଗାତାର ଅଲ୍ଟିମେଟମ୍ ସତ୍ତ୍ୱେ ଅନେକ…
LLB ପରୀକ୍ଷା ରଦ୍ଦ
LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏହି ପରୀକ୍ଷାରେ…
ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ସରକାର ଖରାଦିନ ଛୁଟି ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୧ ତାରିଖ…
ଏଟିଓ ନିଯୁକ୍ତିକୁ ନେଇ ଜରୁରୀ ସୂଚନା
ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜାରି ହୋଇଛି ଏକ ଜରୁରୀ…
ଆସୋସିଏଟ୍ ପ୍ରଫେସର ପଦର ଅନଲାଇନ୍ ଆବେଦନ
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ଆସୋସିଏଟ୍ ପ୍ରଫେସର ପଦର ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଅନ୍ତିମ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ଏବେ ତାହାକୁ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି…
ଆସନ୍ତାକାଲି ପ୍ରକାଶ ପାଇବ ପଞ୍ଜାବ ବୋର୍ଡ଼ ୧୦ମ ରେଜଲ୍ଟ
ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ଼(PSEB) ପକ୍ଷରୁ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ । ଚଳିତ ବର୍ଷ ଫେବୃଆରୀ ୧୩ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବୋର୍ଡ଼ ଦଶମ ପରୀକ୍ଷାରେ ୨ ଲକ୍ଷ ୯୭ ହଜାର…
ପ୍ରକାଶ ପାଇଲା ୨୦୨୩ UPSC ରେଜଲ୍ଟ
ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି ।ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ…
ରେଳବାଇରେ ବମ୍ପର ନିଯୁକ୍ତି
ରେଳବାଇ ସଂରକ୍ଷଣ ବଳ (ଆରପିଏଫ କନଷ୍ଟେବଳ ନିଯୁକ୍ତି) ରେ କନଷ୍ଟେବଳ ତଥା ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ରେଳବାଇ ନିଯୁକ୍ତି ବୋର୍ଡ ବିଜ୍ଞପ୍ତି ଜାରି କରିଛି ।ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ, ୪୬୬୦ ପଦବୀ (ଆରପିଏଫ୍ ଏସଆଇ ପଦବୀ) ର ମୋଟ ଖାଲି ପଦବୀରେ ନିଯୁକ୍ତି କରାଯିବ ।…
NIT ରେ ଚାକିରି ଖୋଜୁଛନ୍ତି କି?
ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପାଠ ପଢିବା ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ଏଠାରେ କାମ କରିବାର ସ୍ୱପ୍ନ ପୂରଣ କରିପାରିବେ । ଏଥିପାଇଁ ଏନଆଇଟି ଦୁର୍ଗାପୁର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏସନ ପ୍ରଫେସର ଏବଂ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ…