Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
Education
All education-related news will be uploaded will be uploaded in this page
ଗେଟ ୨୦୨୫ର ଶିଡ୍ୟୁଲ ପରିବର୍ତ୍ତନ
ଆଇଆଇଟି ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ଶିଡ୍ୟୁଲ ପରିବର୍ତ୍ତନ କରାଯାଇଛି । ଏବେ ଗେଟ ୨୦୨୫ ପାଇଁ ନୂଆ ରେଜିଷ୍ଟ୍ରେସନ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ରେଜିଷ୍ଟ୍ରେସନ ତାରିଖ ଅଗଷ୍ଟ ୨୪ ରହିଥିବା ବେଳେ…
+୩ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର
ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ…
ଡିଗ୍ରୀ ପିଲାଙ୍କ ନୂଆ ଡ୍ରେସ
ଭାରତୀୟ ଶିକ୍ଷା ସଂସ୍ଥାର ଦୀକ୍ଷାନ୍ତ ସମାରୋହରେ ଏଣିକି ଚଳିବନି କଳା ଗାଉନ୍ ଏବଂ ଟୋପି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କେନ୍ଦ୍ରୀୟ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରିଛି । ଏହି କାର୍ଯ୍ୟକ୍ରମରେ କଳା ଗାଉନ୍ ଏବଂ ଟୋପି ପରିବର୍ତ୍ତେ ଇଣ୍ଡିଆନ୍ ପୋଷାକ ପିନ୍ଧିବା ପାଇଁ ଚିଠି ଲେଖି ପରାମର୍ଶ…
ସେପ୍ଟେମ୍ବର ୧୩ ଓ ୧୪ରେ ଓଏସଏସସି ପରୀକ୍ଷା
ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦ ପୂରଣ ହେବ । ନିକଟରେ ଏହି ସମସ୍ତ ପଦ ପାଇଁ ପ୍ରିଲିମ୍ସ ପରୀକ୍ଷା ହୋଇଥିବା ବେଳେ ଏବେ ତା’ର ରେଜଲ୍ଟ ଜାରି…
ସବୁ ଶିକ୍ଷାନୁଷ୍ଠାନକୁ ଦିଆଯିବ ଜମିପଟ୍ଟା
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।
୨୪ ବର୍ଷର ସରକାର ସମୟରେ ଅନେକ…
ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର
ଯେଉଁ ଛାତ୍ରଛାତ୍ରୀ ୨୦୨୩ରେ ପଞ୍ଜୀକୃତ କରିଥିବେ ଏବଂ ଆସନ୍ତାବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବେ ସେମାନଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି । ଏହା ଅନୁଯାୟୀ, ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ମାର୍କ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ହେବ। ପାସ୍ ହେବାକୁ ହେଲେ, ୩୦…
ଅଗଷ୍ଟ ୨୯ରୁ ଆରମ୍ଭ ହେବ ଏମଭିଆଇ
ଗତ ୧୦ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୯୮ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଡକ୍ୟୁମେଣ୍ଟ ଯାଞ୍ଚ ଓ…
ପିଲାଙ୍କ ୟୁନିଫର୍ମ କିଣାରେ ଦୁର୍ନୀତି
ଅଙ୍ଗନବାଡି କୁନି କୁନି ପିଲାଙ୍କ ୟୁନିଫର୍ମରେ ଦୁର୍ନୀତି ଅଭିଯୋଗ। ୩ ହଜାର ୬୮୬ ଜଣ ପିଲାଙ୍କ ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି । କଟକ ନିଆଳି ବ୍ଲକ ୨୩ ଗୋଟି ପଞ୍ଚାୟତରେ ୮ଟି ସେକ୍ଟରରେ ଏହି ଘୋଟାଲା ହୋଇଥିବା ଅଭିଯୋଗ।୩ ହଜାର ୬୮୬ ଜଣ ପିଲାଙ୍କ ମଧ୍ୟରୁ ୧ ହଜାର ୮୮୭ ଜଣ ପୁଅ ,୧…
ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ!
ପିଲାଙ୍କ ପାଇଁ ତିଆରି ହେଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା କରାଯାଉଛି । ଏଥର ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ନ ଦେବାକୁ ସରକାରଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି ଜଣେ ଡାକ୍ତର । ଏଭଳି ଖାଦ୍ୟ ଖାଇବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା…
ଆସନ୍ତାବର୍ଷ ପୁଣି କଲେଜ ଇକ୍ସେନ
ପୁଣିଥରେ କଲେଜ୍ କ୍ୟାମ୍ପସରେ ଲାଗି ପୋଷ୍ଟର, ହେବ ଜୋରଦାର କ୍ୟାମ୍ପେନିଙ୍ଗ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଛା ହେବେ ଟାଣୁଆ ନେତା । ଆସନ୍ତାବର୍ଷରୁ ପୁଣିଥରେ କଲେଜ ପରିସରରେ ବଢିବ ଚଳଚଞ୍ଚଳ । କାରଣ ଆସନ୍ତାବାର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏ ନେଇ ଆଇନ୍…