Browsing Category

Education

All education-related news will be uploaded will be uploaded in this page

ଆଜିଠାରୁ ଆରମ୍ଭ ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷା ପରୀକ୍ଷା ଦେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଉଦ୍ୟୋଗୀ ବିଷୟରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ…

ବିଜେବି କଲେଜକୁ ମିଳିଲା `NAAC A’ ମାନ୍ୟତା

ପୁଣି ବିଜେବି କଲେଜକୁ ମିଳିଛି ନାକ ମାନ୍ୟତା। ଚଳିତଥରକୁ ମିଶାଇଲେ ବିଜେବି କଲେଜକୁ ତୃତୀୟଥର ପାଇଁ ନାକ ଏ ମାନ୍ୟତା ମିଳିଛି। ବିଜେବି କଲେଜକୁ ମିଳିଲା `A' ଗ୍ରେଡ। ନାକ ମାନ୍ୟତା ହାସଲରେ ଲଗାତାର ତୃତୀୟ ଥରରେ A ଗ୍ରେଡ ନେଲା ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ। CGPA ରିପୋର୍ଟ ଅନୁସାରେ…

କନିଷ୍ଠ ଶିକ୍ଷକଙ୍କ ଦରମା ବଢିଲା

ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଣିକି…

ଜେଇଇ ମେନ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ

ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ୨୦୨୫ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ jeemain.nta.nic.inରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ । ଏହି ଓ୍ବେବସାଇଟରୁ ପରୀକ୍ଷାର୍ଥୀମାନେ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।ଜେଇଇ ମେନ୍ ସେସନ-୧ ପେପର-୧…

ଦୁଇ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ

ନିରାକରପୁରର ଜଣେ ସଫଳ ଯୁବନେତା ଓ ତାଙ୍କ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ |ନିଜ ଅଞ୍ଚଳ ଯୁବପିଢିଙ୍କ ପାଇଁ କିଛି କରିବାର ଇଚ୍ଛା ଓ ଆଶା ଆଜି ପୂରଣ ହୋଇଛି | ଯୁବନେତା ଦୁର୍ଗାପ୍ରସାଦ ନାଥଶର୍ମା ଓ ତାଙ୍କ ବନ୍ଧୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପ୍ରୟାସ ରେ ନିରାକରପୁର…

ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି

ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମାଟ୍ରିକ ସମେତ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର…

ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ ,ପିଲାଙ୍କୁ ଅଧିକ ଚାପ ନ ଦେବାକୁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ବାର୍ତ୍ତା

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି  କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ ନେଇପାରିବେ। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ପରୀକ୍ଷାର୍ଥୀ…

ପରୀକ୍ଷା ପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ନେଇ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ…

ମେ ୪ ରୁ ନିଟ୍ ୟୁଜି ପରୀକ୍ଷା

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଫେବ୍ରୁଆରି ୭ରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏନଟିଏ ଅନୁଯାୟୀ, ନିଟ୍ ୟୁଜି ପରୀକ୍ଷା ମେ ୪ ତାରିଖ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଅନୁଷ୍ଠିତ ହେବ। ଏନଟିଏ ମଧ୍ୟ ଆବେଦନ ପ୍ରକ୍ରିୟା ଆରମ୍ଭ…