Browsing Category

Education

All education-related news will be uploaded will be uploaded in this page

ବିନା ପରୀକ୍ଷାରେ କରିପାରିବେ ଚାକିରି

ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ ।ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ…

ଅଗଷ୍ଟ ୬ରେ ବିଏଡ ରେଜଲ୍ଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏଡ୍ ପ୍ରବେଶିକା ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏହାର ଫଳ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । ତେବେ…

ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଯୁକ୍ତ୨ ପାଠ୍ୟକ୍ରମ ଓ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପାଠ୍ୟଖସଡ଼ାକୁ ସଂକ୍ଷିପ୍ତ କରାଯିବା ସହ ପରୀକ୍ଷାକୁ ଆହୁରି ସରଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସ୍‌ଇ ଢାଞ୍ଚା ଅନୁଯାୟୀ…

 ଅଗଷ୍ଟ ୨୧ରୁ ୟୁଜିସି ନେଟ ପରୀକ୍ଷା ଆରମ୍ଭ 

ୟୁଜିସି ନେଟ ୨୦୨୪ ପାଇଁ ନୂଆ ଶିଡ୍ୟୁଲ ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଅଗଷ୍ଟ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୪ରେ ସମାପ୍ତ ହେବ । ପରୀକ୍ଷାର ୧୦ ଦିନ ପୂର୍ବରୁ ପ୍ରାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ପରୀକ୍ଷା ସେଣ୍ଟର ବାବଦରେ ସମସ୍ତ ତଥ୍ୟ ପାଇପାରିବେ…

ଦିଲ୍ଲୀ କୋଚିଂ ସେଣ୍ଟର ମାମଲା : ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶି ୩ଜଣଙ୍କ ମତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ । ଗତ କିଛି ଦିନ ହେବ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ବିରୋଧରେ ନାରାବାଜୀ ଓ ଆନ୍ଦୋଳନ ଜାରି ରହିଥିଲା । ପୂର୍ବରୁ ମୃତ ଛାତ୍ରଛାତ୍ରୀଙ୍କ ପରିବାକୁ…

ନିଟ୍ ପରୀକ୍ଷା

ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି । ବ୍ୟବସ୍ଥାଗତ ବଡ଼ ତ୍ରୁଟି ହୋନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୁନଃ ପରୀକ୍ଷା…

ଦିଲ୍ଳୀରେ ବର୍ଷା : ସ୍କୁଲ୍‌ ଛୁଟି

ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଦିଲ୍ଲୀ ପୂରାପୂରୀ ଭାବେ ଭିଜିଯାଇଛି। ରାଜଧାନୀ ଗୋଟିଏ ଦିନରେ ରେକର୍ଡ ବର୍ଷା କରି ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ଷା ସହରର ଅଧିକାଂଶ ଅଂଶକୁ ଜଳମଗ୍ନ କରି ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରଛି। ବର୍ଷା ହେତୁ ଟ୍ରାଫିକ୍‌ ଜାମ୍‌ ହେବାରୁ…

ବାହାରିବ ସିଟିଇଟି ରେଜଲ୍ଟ

ସିବିଏସଇ ପକ୍ଷରୁ କେନ୍ଦ୍ରୀୟ ଶକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ…

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ…

ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟରରେ ତାଲା

ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ଲାଇବ୍ରେରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ବେଆଇନ ଭାବେ ଚାଲୁଥିବା କୋଚିଂ ପ୍ରତିଷ୍ଠାନ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ ଏସ୍‌ଡିଓ ଟିମ ଚଢାଉ…