Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
economi
ନବରାତ୍ରିରେ ଗାଡ଼ି ବିକ୍ରି ବୃଦ୍ଧି
ରାଜ୍ୟରେ ସେପ୍ଟେମ୍ବର ମାସରେ ଯେତିକି ଗାଡ଼ି ବିକ୍ରି ହୋଇଛି ତାହାର ସିଂହଭାଗ କେବଳ ନବରାତ୍ରିରେ ବିକ୍ରି ହୋଇଛି। ମାସ ସାରାରେ ୭୦ ହଜାର ପାଖାପଖି ଗାଡ଼ି ବିକ୍ରି ହୋଇଥିବା ବେଳେ କେବଳ ନବରାତ୍ରି ସମୟରେ ୫୫,୫୮୬ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ନବରାତ୍ରିରେ ହୋଇଥିବା ୪୦,୨୮୦ଟି…
‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା…
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧୀନଗରଠାରେ ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନକୁ ଉଦ୍ଘାଟନ କରିଛନ୍ତି। କୌଣସି ଜମାକାରୀ ତାଙ୍କର କଷ୍ଟ ଅର୍ଜିତ ଜମା ପୁଞ୍ଜୀକୁ କିପରି ବ୍ୟାଙ୍କ ବା ଅନ୍ୟ ଆର୍ଥିକ ଅନୁଷ୍ଠାନରୁ ସହଜରେ ଉଠାଇପାରିବେ…
6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ 2025 ମୁତାବକ ଭାରତ ଏପରି ଦେଶମାନଙ୍କ ମଧ୍ୟରେ ସାମିଲ ଅଛି ଯେଉଁ ଦେଶଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ଦୁଇ-ତୃତୀୟାଂଶ ନୂତନ କର୍ମଶକ୍ତି ଯୋଗାଣ କରିବେ। ଭାରତ ନିଜ ଜନସାଂଖ୍ୟିକ ଲାଭାଂଶର ଫାଇଦା ଉଠାଇ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି…
ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ …
ଔଷଧ ଉପରେ ୧୦୦% ଟ୍ରମ୍ପ ଟାରିଫ ଲଗାଇଲେ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାହାର ଦେଶରୁ ଆସୁଥିବା ସମସ୍ତ ବ୍ରାଣ୍ଡେଡ୍ ଓ ପେଟେଣ୍ଟ ଔଷଧ ଉପରେ ୧୦୦% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି, ଯାହା ୨୦୨୫ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ।
ଟ୍ରମ୍ପଙ୍କ କହିବା କଥା ଏହି ଟାରିଫରୁ ମୁକ୍ତି ପାଇବା ପାଇଁ…
ଆଜିଠୁ ନୂଆ ଜିଏସ୍ଟି
ଜିଏସ୍ଟିରେ ଅଣାଯାଇଥିବା ସବୁଠୁ ବଡ଼ ସଂସ୍କାର ଆଜିଠୁ ଲାଗୁ ହୋଇଛି। ଏହାର ଲାଭ ଲୋକମାନେ କିପରି ପାଇବେ ସେନେଇ ଅଧିକାରୀମାନେ ବଜାର ଉପରେ ନଜର ରଖିବେ। ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍ଟି ବିଭାଗର କ୍ଷେତ୍ର ଅଧିକାରୀମାନେ ବଜାରରେ ଅଚାନକ ଚଢ଼ଉ କରିବେ। ଜିଏସ୍ଟି କମିବା ପରେ…
ପୁରୁଣା ଜିନିଷ କିଣିବା ପୂର୍ବରୁ ଚିନ୍ତାକରନ୍ତୁ
ସରକାର GST ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ଗ୍ରାହକ ଏବଂ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରିବ। ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଟିକସ ସ୍ଲାବକୁ ପରିବର୍ତ୍ତନ କରିବ। ତେଣୁ, ପୁରୁଣା ଷ୍ଟକର କିଣାବିକା ଆଉ ସମାନ ରହିବ ନାହିଁ। ଅନେକ…
ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ। ଆସନ୍ତା ୨୨-୨୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ…
ଚୁକ୍ତି କଲେ ଟିକସ ଛାଡ
ଆମେରିକାର ନୀତି ପ୍ରତିଦିନ ବଦଳୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ନିଷ୍ପତ୍ତି ପରିବର୍ତ୍ତନ କରୁଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯେଉଁ ଦେଶ ସହ ଚୁକ୍ତି ହେଉଛି ସେହି ଦେଶଗୁଡ଼ିକୁ ଶୁଳ୍କ ଛାଡ଼ ଦିଆଯିବ । ଯେଉଁମାନେ ଆମେରିକା ସହିତ ଶିଳ୍ପ ରପ୍ତାନି ଉପରେ ଚୁକ୍ତି କରିବେ। ଏହି…
ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ। BSNL ବ୍ରଡ୍ବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍, ଲିଜ ଲାଇନ ସେବା ବ୍ୟବହାର ହେବ। ଏନେଇ ଇଲେକ୍ଟ୍ରୋନିକ୍ସ…